ଜାତୀୟ

ଭାରତ ଯୋଡ ନୁହେଁ ଘୃଣା ଯୋଡ ଅଭିଯାନ କରୁଛନ୍ତି ରାହୁଲ: ଭାଜପାର ମନ୍ତବ୍ୟ…

ନୂଆଦିଲ୍ଲୀ, ୧୦।୯ : ଭାରତୀୟ ଜନତା ପାର୍ଟି କଂଗ୍ରେସର ଭାରତ ଯୋଡ ଯାତ୍ରା ନେଇ ରାହୁଲ ଗାନ୍ଧୀଙ୍କୁ ଘେରିବା ଆରମ୍ଭ କରିଛି। ଏହି ଗସ୍ତ ସମ୍ପର୍କରେ ଭାଜପା ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିବାରେ ଲାଗିଛି। ଏହି ମର୍ମରେ ଭାଜପା ନେତା...

ନାଗପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ଚାଲିଗଲା ୪ ଜୀବନ

ନାଗପୁର,୧୦।୯: ମହାରାଷ୍ଟ୍ରର ନାଗପୁର ସାକାରଦାରା ଓଭରବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ୩ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ଗୁଡ଼ିକ ବ୍ରିଜ୍‌ ତଳକୁ ଖସିପଡି ୪ଜଣଙ୍କ ଜୀବନ ଯାଇଛି। ଅନ୍ୟ ୨ ଜଣ ଗୁରୁତର...

ନିଜ ବିରୋଧରେ ଫଇସଲା ଆସିଲେ ବିଚାରପତିଙ୍କ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୦।୯ : ସୁପ୍ରିମକୋର୍ଟ ଜଣେ ବିଚାରପତି କିମ୍ବା ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ଧାରାକୁ ନିନ୍ଦା କରିଛନ୍ତି। ଫଇସଲା ଆସିବାପରେ ବିଚାରପତିଙ୍କ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ ବୋଲି ଶୀର୍ଷକୋର୍ଟ କହିଛନ୍ତି। ରାଜସ୍ଥାନର ଧୋଲପୁରର...

ଟି-ଶର୍ଟରୁ ଏସି କଣ୍ଟେନର ପର୍ଯ୍ୟନ୍ତ… କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୦ ।୯: ଆଗାମୀ ୨୦୧୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ଦେଇଛି । ଏହା କନ୍ୟାକୁମାରୀରୁ ଆରମ୍ଭ ହୋଇ ପ୍ରାୟ ୧୫୦ ଦିନ ପରେ କଶ୍ମୀରରେ ଶେଷ ହେବ...

ବିହାରର ୨ ଜିଲାରେ ଜନସଂଖ୍ୟା ବୃଦ୍ଧି ପୃଥିବୀରେ ସର୍ବାଧିକ, ଭାଜପା ନେତାଙ୍କ ମନ୍ତବ୍ୟ ନେଇ ରାଜନୈତିକ ବିବାଦ…

ପାଟନା,୧୦।୯ : ବିହାରର ଦୁଇଟି ଜିଲାରେ ଜନସଂଖ୍ୟା ବୃଦ୍ଧି ହାରକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବାରୁ ଭାଜପା ରାଜ୍ୟ ମୁଖ୍ୟ ସଞ୍ଜୟ ଜୟସ୍ବାଲଙ୍କୁ ଉପରେ ଜେଡିୟୁ ଘେରିବା ଆରମ୍ଭ କରିଛି। ଏନେଇ ନେଇ ରାଜନୈତିକ ବିବାଦ ଉପୁଜିଛି। ଜେଡିୟୁ...

ଯେଉଁଠିବି ସରକାର ଗଠନ କରିବ ଏଏପି ଠିକା କର୍ମଚାରୀଙ୍କୁ କରାଯିବ ସ୍ଥାୟୀ

ନୂଆଦିଲ୍ଲୀ,୧୦ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କ ପ୍ରଶଂସା କରି କହିଛନ୍ତି, ଯେଉଁଠି ଗୋଟିଏ ପଟେ ସାରା ଦେଶରେ ଅନ୍ୟ ସରକାର ସରକାରୀ ଚାକିରି ଦେଇ ପାରୁ ନାହାନ୍ତି ଫଳରେ ଠିକା କର୍ମଚାରୀଙ୍କୁ...

ସକ୍ରିୟ ମାମଲା ୫୦ ହଜାର ତଳେ…

ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୦ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ...

ନୀତୀଶଙ୍କ ସମର୍ଥନରେ ପୋଷ୍ଟର ଜାରି କଲା ସମାଜବାଦୀ ପାର୍ଟି

ପାଟନା, ୧୦ ।୯: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧୀଙ୍କୁ ଏକଜୁଟ କରିବାର ଅଭିଯାନ ତା’ର ଲକ୍ଷ୍ୟରେ ପହଞ୍ଚିବା ନଜର ଆସୁଛି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଶନିବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏହା ଉପରେ...

କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୦ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ କନକ୍ଲେଭର ଆୟୋଜନ ସାଇନ୍ସ ସିଟି ଅହମଦାବାଦରେ କରାଯାଇଛି । ଏଥିରେ ଏସଟିଆଇ ଭିଜନ ୨୦୪୭...

ଗଣେଶ ଭସାଣି ବେଳେ ଚାଲିଗଲା ୬ ଜୀବନ

ଚଣ୍ଡିଗଡ଼,୧୦।୯: ହରିୟାଣାର ମହେନ୍ଦ୍ରଗଡ଼ ଓ ସୋନିପତ୍‌ ଜିଲାରେ ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି। ମହେନ୍ଦ୍ରଗଡ଼ର ଏକ କେନାଲରେ ୭ ଫୁଟ୍‌ ଉଚ୍ଚର ମୂର୍ତ୍ତି ବିସର୍ଜନ ବେଳେ ପ୍ରବଳ ସ୍ରୋତରେ ୯...

ସିଦ୍ଦିକି କାପ୍ପାନଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୯: ଉତ୍ତରପ୍ରଦେଶରେ ପ୍ରାୟ ୨ ବର୍ଷ ହେଲା ଜେଲ୍‌ରେ ଥିବା କେରଳ ସାମ୍ବାଦିକ ସିଦ୍ଦିକି କାପ୍ପାନଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଅଭିବ୍ୟକ୍ତି ସ୍ବାଧୀନତା ପ୍ରତ୍ୟେକଙ୍କର ରହିଥିବା ସର୍ବୋଚ୍ଚ ଅଦାଲତ ଏହି ଅବସରରେ କହିଛନ୍ତି। ଉତ୍ତରପ୍ରଦେଶର ହାଥରାସରେ ଜଣେ...

୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୯: ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା (ଟିବି) ମୂଳୋତ୍ପାଟନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଯକ୍ଷ୍ମା ନିରୋଧୀ ଅଭିଯାନର ଶୁଭାରମ୍ଭ କରିବା ସହ ଲକ୍ଷ୍ୟ ହାସଲ ଲାଗି ସମସ୍ତେ ଏକାଠି କାମ କରିବାକୁ ଆହ୍ବାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri