ଜାତୀୟ

ପୂର୍ବତନ ବିଧାୟକଙ୍କୁ ୨ ବର୍ଷ ଜେଲ୍‌

ଲକ୍ଷ୍ନୌ,୨୧ା୯: ଆହ୍ଲାବାଦ ହାଇକୋର୍ଟ ବୁଧବାର ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ଜେଲରଙ୍କୁ ଧମକ ଦେବା ସହ ବନ୍ଧୁକ ଦେଖାଇବା ଅଭିଯୋଗରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜଷ୍ଟିସ ଡି.କେ ସିଂ ଉତ୍ତରପ୍ରଦେଶ...

ମୋର ବ୍ୟକ୍ତିଗତ ଇଚ୍ଛା କିଛି ନାହିଁ: ନୀତୀଶ

ପାଟନା,୨୧।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉତ୍ତରପ୍ରଦେଶର ଫୁଲପୁର ଅଞ୍ଚଳରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଦେଇଛନ୍ତି। ସେ କହିଛନ୍ତି, ତାଙ୍କର କୌଣସି ବ୍ୟକ୍ତିଗତ ଆକାଂକ୍ଷା ନାହିଁି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ...

ପଞ୍ଜାବ ସରକାରଙ୍କୁ ଝଟ୍‌କା

ଚଣ୍ଡିଗଡ,୨୧।୯: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବା ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଫଳରେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ ରାଜ୍ୟପାଳ ଏକ ବିବୃତ୍ତି ଜାରି କରି କହିଛନ୍ତି, ସରକାର...

ଏବିଜି ଗ୍ରୁପ୍‌ର ଚେୟାରମ୍ୟାନ୍‌ ରିଷି ଅଗ୍ରଓ୍ବାଲ ଗିରଫ

ନୂଆଦିଲ୍ଲୀ,୨୧।୯:  ଏବିଜି ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରିଷି ଅଗ୍ରୱାଲଙ୍କୁ ୨୨,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। ଏବିଜି ସିପିୟାର୍ଡ ଲିମିଟେଡ ୧୯୮୫ ମସିହାରେ ଆରମ୍ଭ ହୋଇଥିଲା। ଗୁଜରାଟର ଡାହେଜ ଏବଂ ସୁରଟରେ କମ୍ପାନୀ...

ରାଜନୈତିକ ଫାଇଦା ଲାଗି ଇତିହାସ, ଭୂଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରାଯାଉଛି: ମମତା ବାନାର୍ଜୀ

କୋଲକାତା,୨୧।୯: ଏକ ରାଜନୈତିକ ଉଦ୍ଦେଶ୍ୟ ଲାଗି ବାସ୍ତବିକ ଦୁନିଆ, ଐତିହାସିକ ଘଟଣାବଳୀ, ଭୁଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରିବା ଲାଗି ନୂତନ ଧାରଣା ଏବଂ ମିଶନ ଆସିଛି, ଯାହାଦ୍ୱାରା ନୂତନ ପିଢ଼ୀ ଦେଶର ସତ୍ୟ ଏବଂ ସ୍ବାଧୀନତା ସଂଗ୍ରାମ ବିଷୟରେ ଜାଣିପାରିବେ...

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ: ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୧।୯: କଂଗ୍ରେସର ଭାରତ ଯୋଡୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଭାରତ ଯୋଡ ଯାତ୍ରାର ୧୪ତମ ଦିନରେ ଗୋଟିଏ ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମର ହିରୋ...

ବାହୁବଳୀ ଅନ୍‌ସାରୀଙ୍କୁ ଝଟ୍‌କା: ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କଲେ ହାଇକୋର୍ଟ

ଲକ୍ଷ୍ନୌ,୨୧।୯: ଉତ୍ତରପ୍ରଦେଶରେ ମାଫିଆରୁ ନେତା ପାଲଟିଥିବା ପୂର୍ବତନ ବିଧାୟକ ମୁଖ୍‌ତାର ଅନ୍‌ସାରୀଙ୍କୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରୁ ବଡ଼ ଛଟ୍‌କା ଲାଗିଛି। ବୁଧବାର କୋର୍ଟ ତାଙ୍କୁ ଜେଲରଙ୍କୁ ହତ୍ୟା ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ...

୨୦୨୪ରେ ଭାଜପା ସରକାରକୁ ହଟାଇବୁ: ଲାଲୁ

ପାଟନା,୨୧।୯: ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ବୁଧବାର ଭାଜପାକୁ ଟାର୍ଗେଟ କରିଛନ୍ତି। ଆରଜେଡି ରାଜ୍ୟ ପରିଷଦ ବୈଠକରେ ସେ କହିଛନ୍ତି, ଅନେକ ଦଳ ନିଜ ଆଦର୍ଶରୁ ଓହରି ଭାଜପା ସହ ବୁଝାମଣା କରନ୍ତି। କିନ୍ତୁ ମୁଁ କେବେ ନଇଁ...

ଗୁଜରାଟ ବିଧାନସଭାରେ ହଙ୍ଗାମା: ଜିଗ୍ନେଶଙ୍କ ସମେତ କଂଗ୍ରେସର ୧୪ ବିଧାୟକ ନିଲମ୍ବିତ

ଗାନ୍ଧିନଗର,୨୧।୯: ଗୁଜରାଟ ବିଧାନସଭାରେ ଅଶୋଭନୀୟ ଆଚରଣ ଲାଗି ବିରୋଧୀ କଂଗ୍ରେସର ୧୪ଜଣ ବିଧାୟକଙ୍କ ସହ ସ୍ବାଧୀନ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ନିଲମ୍ବନ କରାଯାଇଛି। ଏପରିକି ବିଧାୟକମାନଙ୍କୁ ମାର୍ଶଲଙ୍କ ସହାୟତାରେ ବିଧାନସଭାରୁ ବାହାର କରିଦିଆଯାଇଛି। ଗୁଜରାଟ ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହେବା...

୬୬ କିଲୋ ସୁନା ବିସ୍କୁଟ ଜବତ

ନୂଆଦିଲ୍ଲୀ,୨୧।୯: ଅପରେଶନ ‘ଗୋଲ୍ଡ ରଶ’ ଅଧୀନରେ ଡିଆରଆଇ ପ୍ରାୟ ସାଢେ ୩୩ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଉତ୍ତର-ପୂର୍ବ ଦେଶରୁ ମୁମ୍ବାଇ-ପାଟନା-ଦିଲ୍ଲୀକୁ ପ୍ରାୟ ୬୫.୪୬ କିଲୋଗ୍ରାମ ସୁନା ସାମଗ୍ରୀ ଚୋରା ଚାଲାଣ କରାଯାଝଥିଲା। ମିଜୋରାମ ଜରିଆରେ...

ସୋନିଆଙ୍କୁ ଭେଟିଲେ ଗେହଲୋଟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ବୁଧବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ହେବେ ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଗେହଲୋଟ ତାଙ୍କ ବାସଭବନରେ ବିଧାନସଭା ଦଳର...

ରତନ ଟାଟା ପିଏମ୍‌ କେୟାର୍ସ ଫଣ୍ଡର ଟ୍ରଷ୍ଟି…

ନୂଆଦିଲ୍ଲୀ, ୨୧।୯ : ନୂତନ ସଦସ୍ୟମାନଙ୍କୁ ପିଏମ୍‌ କେୟାର ଫଣ୍ଡ ଟ୍ରଷ୍ଟି ବୋର୍ଡରେ ସାମିଲ କରାଯାଇଛି । ମଙ୍ଗଳବାର ଶିଳ୍ପପତି ରତନ ଟାଟାଙ୍କ ସମେତ ଅନେକ ଲୋକଙ୍କୁ ଟ୍ରଷ୍ଟି କରାଯାଇଛି। ସେଥି ସହିତ ସୁଧା ମୁର୍ତ୍ତୀଙ୍କୁ ପରାମର୍ଶଦାତା ଗୋଷ୍ଠୀରେ ଅନ୍ତର୍ଭୁକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri