ଜାତୀୟ

ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ,୩୧ା୮(ପି.ଟି.): ବାହ୍ୟ ବାୟୁ ପ୍ରଦୂଷଣ ତୁଳନାରେ ଘର ଭିତରର ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବେଳେବେଳେ ପ୍ରଦୂଷିତ ଘରଗୁଡ଼ିକ ରହିଥିବା ଗାଁଠାରୁ ସହର ଅଧିକ ସ୍ବଚ୍ଛ ହୋଇଥାଏ। ଇଣ୍ଡିଆ କ୍ଲିନ୍‌ ଏୟାର ସମିଟ୍‌ (ଆଇସିଏଏସ୍‌),...

ଆସାମ ବିଧାନସଭାରେ ୨ ଘଣ୍ଟିଆ ନମାଜ ବିରତି ବନ୍ଦ

ଗୁଆହାଟୀ,୩୧ା୮(ପି.ଟି.): ଆସାମ ବିଧାନସଭାରେ ମୁସଲମାନ ବିଧାୟକମାନଙ୍କ ନମାଜ ପାଠ ପାଇଁ ଶୁକ୍ରବାର ଦିଆଯାଉଥିବା ୨ ଘଣ୍ଟା ବିରତିକୁ ଉଠାଇ ଦିଆଯାଇଛି। ବିଧାନସଭାର ଆଗାମୀ ଅଧିବେଶନରୁ ଏହା କାର୍ଯ୍ୟକାରୀ ହେବ। ବିଧାନସଭାର ଏହି ନିଷ୍ପତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଐତିହାସିକ ବୋଲି...

ଅମିତ୍‌ ଶାହାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ,୩୦ା୮: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ସେ କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା...

GDP ଅଭିବୃଦ୍ଧିରେ ହ୍ରାସ: ଏପ୍ରିଲ-ଜୁନ୍ ତ୍ରୈମାସରେ ଧିମା ହେଲା ଅର୍ଥନୀତିର ଗତି

ନୂଆଦିଲ୍ଲୀ,୩୦।୮: ଦେଶର ଅର୍ଥନୀତି ପାଇଁ ଆସିଛି ଖରାପ ଖବର। ଭାରତର ଜିଡିପି ଅଭିବୃଦ୍ଧି ହ୍ରାସ ପାଇଛି। ଗତ ପାଞ୍ଚ ତ୍ରୈମାସିକ ତୁଳନାରେ ଭାରତର ଜିଡିପି ଅଭିବୃଦ୍ଧି ସର୍ବନିମ୍ନ ହୋଇଛି। ଏପ୍ରିଲ୍-ଜୁନ୍ ୨୦୨୪ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୬.୭% କୁ...

ଦେବେନ୍ଦ୍ର ଫଡନଭିସ ହେବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ? ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୁରୁବାର କହିଛନ୍ତି ଯେ ସେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ଖବର କେବଳ ଗୁଜବ ଏବଂ ଏଭଳି ଖବର ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ନାହିଁ, ଏଥିସହ ସେ ଏହା ମଧ୍ୟ କହିଛନ୍ତି...

ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ ‘କୋହ୍ଲାନ ଟାଇଗର’ ଚମ୍ପାଇ ସୋରେନ, ଜାଣନ୍ତୁ କ’ଣ ରହିଛି ତାଙ୍କର ପରବର୍ତ୍ତି ଟାର୍ଗେଟ

ନୂଆଦିଲ୍ଲୀ,୩୦।୮: ଚମ୍ପାଇ ସୋରେନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଭାଜପାର ହୋଇଯାଇଛନ୍ତି। ସରକାରୀ ଭାବେ ସେ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି। ବାବୁଲାଲ ମାରାଣ୍ଡି ଚମ୍ପାଇଙ୍କୁ ମାଳ ପିନ୍ଧାଇ ଭାଜପାରେ ସାମିଲ କରିଥିଲେ। ସୂଚନାଯୋଗ୍ୟ, ଶ୍ରମିକମାନଙ୍କ ସ୍ବାର୍ଥରେ କୋଲହାନ ଟାଇଗର ଚମ୍ପାଇ...

ମୁଣ୍ଡ ନୁଆଁଇଁ କାହିଁକି କ୍ଷମା ମାଗିଲେ ମୋଦି

ସିନ୍ଧୁଦୁର୍ଗ,୩୦।୮: ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେତେବେଳେ ଭାଜପା ମୋତେ ୨୦୧୩ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନିଶ୍ଚିତ କରିଥିଲା, ସେତେବେଳେ ମୁଁ...

ଆସିଲା ବଡ଼ ଖବର: ପିଏମ୍‌ ମୋଦିଙ୍କ ‘ହନୁମାନ’ ଭାଜପା ସହ ଭାଙ୍ଗିଦେବେ ସମ୍ପର୍କ! ସ୍ପଷ୍ଟ କଲେ ଚିରାଗ ପାଶୱାନ, କହିଲେ…

ନୂଆଦିଲ୍ଲୀ,୩୦।୮: ବିହାର ରାଜନୀତିରେ ଏନଡିଏମରେ ବିଚ୍ଛିନ୍ନତା ବିଷୟରେ ଆଲୋଚନା ହେଉଛି। ଚିରାଗ ପାଶୱାନଙ୍କ ବିରୋଧରେ ବିରୋଧୀମାନେ ବଡ଼ ଦାବି କରୁଛନ୍ତି। ଶୁକ୍ରବାର ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଚିରାଗ ଏନଡିଏରେ ରହିବା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ମୋ...

କଙ୍ଗନାଙ୍କୁ ବଳାତ୍କାରରେ ଅନେକ ଅଭିଜ୍ଞତା ରହିଛି…ଶିମରନଞ୍ଜିତ ସିଂ ମାନଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୦।୮: ବଲିଉଡ ବିବାଦୀୟ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ ସବୁବେଳେ ବିବାଦରେ ରହି ଆସୁଛନ୍ତି। ନିକଟରେ କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ବିବାଦ ତେଜିଛି। ସେ କହିଛନ୍ତି, କୃଷକ ଆନ୍ଦୋଳନ ଆଳରେ...

ମୋଦିଙ୍କୁ ପୁଣି ଚିଠି ଲେଖିଲେ ମମତା, ଭାଜପା କହିଲା ମମତା ଜଣେ…

କୋଲକାତା,୩୦।୮: କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଚିଠି ଉପରେ ରାଜନୀତି ଚାଲିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ...

ମେଣ୍ଟରୁ ବାହାରିଯିବା ଭଲ… ଶିନ୍ଦେ ଗୋଷ୍ଠୀ ନେତାଙ୍କୁ କଡ଼ା ଜବାବ ଦେଲେଏନସିପି ନେତା

ମୁମ୍ବାଇ,୩୦।୮: ମହାରାଷ୍ଟ୍ରରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ମହାୟୁତି ସହଯୋଗୀ ଦଳର ନେତା ତାନାଜୀ ସାୱନ୍ତ ନିଜର ସହଯୋଗୀ ଅଜିତ ପାଓ୍ବାରଙ୍କ ଏନସିପି ଦଳ ଉପରେ କଡ଼ା...

Z+ ସୁରକ୍ଷା ନେବାକୁ ମନା କଲେ ଶରଦ ପାଓ୍ବାର: CRPF ଅଧିକାରୀଙ୍କୁ ଫେରାଇ ଦେଲେ

ନୂଆଦିଲ୍ଲୀ,୩୦।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାର Z+ ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ, ପାୱାର CRPF ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି। ଶରଦ ପାୱାରଙ୍କୁ କେନ୍ଦ୍ର Z+ ସୁରକ୍ଷା ଦେଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri