ଜାତୀୟ

୬୪ ଆଇଟିବିପି ପ୍ରାଣୀ ପରିବହନ କନଷ୍ଟେବଳଙ୍କୁ ମିଳିଲା ପ୍ରଥମ ଥର ପାଇଁ ପଦୋନ୍ନତି…

ନୂଆଦିଲ୍ଲୀ, ୧୮।୯ : ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପକ୍ଷରୁ ରବିବାର ଏହାର ୬୪ ଜଣ କନଷ୍ଟେବଳଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଆଇଟିବିପି ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ପ୍ରାଣୀ ପରିବହନ କ୍ୟାଡରର ଏହି କନଷ୍ଟେବଳଙ୍କୁ ବିଭାଗୀୟ ପଦୋନ୍ନତି କମିଟି...

ବାଳିକାଙ୍କୁ ସାଣ୍ଡାଲ ପିନ୍ଧାଇଲେ ରାହୁଲ, ଭିଡ଼ିଓ ଭାଇରାଲ …

ହରିପାଦ, ୧୮।୯ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ରବିବାର କେରଳର ହରିପାଦରୁ ଆରମ୍ଭ ହୋଇଛି। ଏଥିରେ ଶତାଧିକ ଦଳର କର୍ମୀ ଏବଂ ନେତା ଯୋଗ ଦେଇଛନ୍ତି। ଯାତ୍ରା ଏକାଦଶ ଦିନରେ ପ୍ରବେଶ କରିଛି। ଏହି...

ଆମେରିକା-ଇଟାଲୀ-ପାକିସ୍ତାନ-ଭାରତରେ ବାଦଲଫଟା ବର୍ଷା ଯୋଗୁ କୋଟିକୋଟି ଲୋକ ବେଘର…

ଓ୍ବାଶିଂଟନ/ରୋମ୍‌/ଇସଲାମାବାଦ/ନୂଆଦିଲ୍ଲୀ, ୧୮।୯ : ସମ୍ପ୍ରତି ବନ୍ୟା ପରିସ୍ଥିତିକୁ ନେଇ ପୃଥିବୀର କେତେକ ଦେଶରେ ସଙ୍କଟ ଜାରି ରହିଛି। ଆମେରିକା ଠାରୁ ଇଟାଲୀ, ପାକିସ୍ଥାନ ପର୍ଯ୍ୟନ୍ତ ତଥା ଭାରତରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବାଦଲ ଫଟା ବର୍ଷା ଯୋଗୁ ସୃଷ୍ଟି ହୋଇଥିବା...

ଚାଇନାର ଷଡ଼ଯନ୍ତ୍ର: ଏଲଏସିରୁ ଏବେ ହଟିବେନି ଭାରତୀୟ ସେନା…

ଲେହ, ୧୮।୯ : ପୂର୍ବ ଲଦାଖରେ ଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଗତିରୋଧ ବନ୍ଦ କରିବାକୁ ଭାରତ ଏବଂ ଚାଇନା ରାଜି ହୋଇଛନ୍ତି। ତେବେ ଚାଇନାର ଷଡ଼ଯନ୍ତ୍ର ତଥା ଯେ କୌଣସି ଚତୁରତାକୁ ନେଇ ଭାରତ ଅତ୍ୟନ୍ତ...

ଲାଲୁଙ୍କୁ ଭେଟିଲେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ…

ପାଟନା, ୧୮।୯ : ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀ ବିହାରର ରାଜଧାନୀ ପାଟନାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏହାର ଫଟୋ ନିଜ...

ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ଜଣେ ଛାତ୍ରୀଙ୍କୁ ହାର୍ଟ ଆଟାକ୍‌…

ମୋହାଲି, ୧୮।୯ : ପଞ୍ଜାବର ମୋହାଲିରେ ଜଣାଶୁଣା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଅନ୍ୟ ୬୦ ଛାତ୍ରୀଙ୍କ ଗାଧୋଉଥିବା ସମୟର ଭିଡ଼ିଓ ତିଆରି କରି ଏହାକୁ ଶିମଲାରେଥିବା ଜଣେ ବନ୍ଧୁଙ୍କ ମାଧ୍ୟମରେ ସୋସିଆଲ ମିଡିଆରେ...

ଆରଏସ୍‌ଏସ୍‌ ପ୍ରମୁଖଙ୍କୁ ଭେଟିଲେ କେରଳ ରାଜ୍ୟପାଳ, କଂଗ୍ରେସ କହିଲା ମତଭେଦ ଦୂର କରୁ ଭାଜପା…

ଥିରୁଭାନନ୍ତପୁରମ୍‌, ୧୮।୯ : କେରଳ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତିକୁ ନେଇ ରାଜ୍ୟପାଳ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସରକାରଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ରାଜ୍ୟପାଳ ସ୍ପଷ୍ଟ ଭାବରେ କହିଥିଲେ ଯେ ରାଜ୍ୟ ସରକାରଙ୍କୁ ବିଶ୍ୱବିଦ୍ୟାଳୟରେ କୁଳପତି...

ମହାରାଷ୍ଟ୍ର କ’ଣ ପାକିସ୍ତାନ, ଫଡନାଭିସଙ୍କୁ ଆଦିତ୍ୟଙ୍କ ପ୍ରଶ୍ନ…

ମୁମ୍ବାଇ, ୧୮।୯ : ମହାରାଷ୍ଟ୍ରରେ ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଗୁଜୁରାଟ ପାକିସ୍ତାନ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରକଳ୍ପ ସ୍ଥାପନ ହେବାନେଇ ଆପଣମାନେ କାହିଁକି ହଙ୍ଗମା କରୁଛନ୍ତି? ଏହାର...

ମାରିଜନେଙ୍କୁ କୋର୍ଟରେ ହାଜର କରାଇବ ଭାରତୀୟ ହକି ଦଳ

ବେଙ୍ଗାଲୁରୁ, ୧୮ା୯ (ପି.ଟି.): ପୂର୍ବତନ କୋଚ୍‌ ଜୋର୍ଡ ମାରିଜନେ ଏବଂ ଏକ ପବ୍ଲିସିଂ ହାଉସ୍‌ ହାର୍ପର କଲିନ୍ସ ଇଣ୍ଡିଆକୁୁ କୋର୍ଟରେ ହାଜର କରାଇବ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ଜଣେ ଯୁବ...

ଥମୁଛି କରୋନା…

ନୂଆଦିଲ୍ଲୀ, ୧୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୭ ହଜାର ଉପରେ ରହିଛି।...

କ୍ରସ କଣ୍ଟ୍ରି ସ୍ଲମ ରନର ଶୁଭାରମ୍ଭ କଲେ ଶାହା

ନୂଆଦିଲ୍ଲୀ,୧୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କ୍ରସ କଣ୍ଟ୍ରି ସ୍ଲମ ରନ ପ୍ରତିଯୋଗୀତା ଆୟୋଜନ କରାଯାଇଛି । ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଅମିତ...

ପଞ୍ଜାବରେ ୮ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବର ମୋହାଲି ସ୍ଥିତ ଏକ ବିଶ୍ୱବିଦ୍ୟାଳରେ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତେ ଗୁରୁତର ଥିବା ସୂଚନା ମିଳିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri