ଜାତୀୟ

ଚିଠିର କୌଣସି ଉତ୍ତର ନ ପାଇ ପୁଣି ମୋଦିଙ୍କୁ ପତ୍ର ଲେଖିଲେ ଦିଦି

କୋଲକାତା,୩୦।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଉତ୍ତେଜନା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ...

ଅବସର ନେଇଥିବା କର୍ମଚାରୀଙ୍କୁ ପୁଣି ଚାକିରିରେ ରଖିବ Indian Railway , ଜାଣନ୍ତୁ କେଉଁ ପଦ ପଦବୀରେ ହେବ ନିଯୁକ୍ତି

ନୂଆଦିଲ୍ଲୀ,୩୦।୮: ଭାରତୀୟ ରେଳବାଇ ବୋର୍ଡ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ପୁନଃ ନିଯୁକ୍ତି କରିବାକୁ ଅନୁମୋଦନ କରିଛି। ଅଗଷ୍ଟ ୨୯ରେ ସମସ୍ତ ଆଞ୍ଚଳିକ ରେଳବାଇ ଏବଂ ସରକାରୀ କ୍ଷେତ୍ରକୁ ପଠାଯାଇଥିବା ଏକ ସର୍କୁଲାରରେ ବୋର୍ଡ କହିଛି ଯେ, ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ...

ଭାରତ ଯୋଡୋ ଯାତ୍ରା ପରେ ରାହୁଲଙ୍କ ଜାପାନି ଫର୍ମୁଲା

ନୂଆଦିଲ୍ଲୀ,୩୦।୮: ୨୦୨୪ ଲୋକ ସଭା ନିର୍ବାଚନରେ ନିଜର ରାଜନୈତିକ କ୍ୟାରିୟରର ଚମତ୍କାର ପ୍ରଦର୍ଶନ କରି କଂଗ୍ରେସର ସ୍ଥିତିକୁ ଦ୍ୱିଗୁଣିତ କରିଥିବା ରାହୁଲ ଗାନ୍ଧୀ ହରିୟାଣା ବିଧାନସଭା ନିର୍ବାଚନରେ ଏବଂ ଜମ୍ମୁ କଶ୍ମୀର ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ଏକ ଦୃଢ...

କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ପିତାଙ୍କୁ ପ୍ରଥମେ ଆସିଥିଲା ୩ କଲ୍‌, ସାମ୍ନାକୁ ଆସିଲା ଏହି ଅଡିଓ କ୍ଲିପ୍‌

କୋଲକାତା,୩୦ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଦିନକୁ ଦିନ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଏବେ ଏକ ଅଡିଓ କ୍ଲିପ୍‌ ମଧ୍ୟ ସାମ୍ନାକୁ ଆସିଛି।...

ସରସ୍ବତୀ ଯେତେବେଳେ ଜ୍ଞାନ ବାଣ୍ଟୁଥିଲେ…କେଉଁ ନେତାଙ୍କୁ ଇସାରାରେ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ଲୋବାଲ ଫିଣ୍ଟେକ ଫେଷ୍ଟରେ ଯୋଗ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ମୁମ୍ବାଇର ଜିଓ କନଭେନସନ ସେଣ୍ଟରରେ ମୋଦି ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି କେଉଁ...

ହଠାତ୍‌ କଙ୍ଗନାଙ୍କ କୁଶ ପୁତ୍ତଳିକା ଧରି ଦୌଡିବାକୁ ଲାଗିଲା ପୋଲିସ, ପଛରେ…ଭିଡିଓ ଭାଇରାଲ

ଲକ୍ଷ୍ନୌ,୩୦।୮: କୃଷକ ଆନ୍ଦୋଳନ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଭାଜପା ଏମପି ଏବେ ଅଡୁଆରେ। ଏମପି କଙ୍ଗନା ରଣାଓ୍ବତଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ରାଜନୈତିକ ପାରା ଏବେ ଉପରମୁହାଁ ହୋଇଛି। ସାରା ଦେଶରେ ଏହାକୁ କଡା ସମାଲୋଚନା କରାଯାଉଥିବାବେଳେ ଭାଜପା...

ଚମ୍ପାଇ ସୋରେନଙ୍କ ପାଇଁ କ’ଣ ଚମକିମ ଭାଜପାର ଭାଗ୍ୟ? ନିର୍ବାଚନରେ କେତେ ଲାଭଦାୟକ ହେବ ଜାଣନ୍ତୁ …

ରାଞ୍ଚି,୩୦।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଶୁକ୍ରବାର ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଚମ୍ପାଇ ସୋରେନ ଭାଜପାକୁ ଜେଏମଏମ ଏବଂ ଏହାର ସହଯୋଗୀଙ୍କୁ ଆଗାମୀ ରାଜ୍ୟ ନିର୍ବାଚନରେ ପରାସ୍ତ କରିବାରେ ସାହାଯ୍ୟ କରିବେ...

ବାଳିକା ହଷ୍ଟେଲ ଓ୍ବାଶରୁମରେ କ୍ୟାମେରା, ଅଭିଯୁକ୍ତଙ୍କ ଲ୍ୟାପଟପରେ ୩୦୦ରୁ ଅଧିକ ଭିଡିଓ

ଅଭରାବତୀ,୩୦।୮: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର ଏକ ଇଞ୍ଜିନିୟରିଂ କଲେଜର ବାଳିକା ହଷ୍ଟେଲର ୱାଶରୁମରେ ଲୁଚି ରହିଥିବା କ୍ୟାମେରା ମିଳିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ଛାତ୍ରୀମାନେ ହଙ୍ଗାମା କରିଥିଲେ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି...

କୋଲକାତା କାଣ୍ଡ ଉପରେ ସୋସିଆଲ ମିଡିଆରେ କବିତା ଶେୟାର କରିବା ପାକିସ୍ତାନୀ ମହିଳା ବ୍ଲଗର୍‌ଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ ,୩୦।୮: କୋଲକାତା ବଳାତ୍କାର ମାମଲା ପରେ ପାକିସ୍ତାନୀ ମହିଳା ବ୍ଲଗର୍‌ ସୋସିଆଲ ମିଡିଆରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କବିତା ଲେଖିବା ମହଙ୍ଗା ପଡିଛି। ନିନ୍ଦା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଦଖଲ କରିଥିବା କଶ୍ମୀର...

ଏବେ ମହାକାଶକୁ ଖୋଲିବ ରାସ୍ତା, ପ୍ରସ୍ତୁତ ହୋଇଗଲା ‘ବ୍ୟୋମମିତ୍ର’ର ଖପୁରୀ

ଥିରୁଭାନନ୍ତପୁରମ୍‌,୩୦ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଗଗନୟାନ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି। ମିଶନ ପୂର୍ବରୁ କୌଣସି କ୍ରୁ ମେମ୍ବରଙ୍କ ବିନା ପରୀକ୍ଷା ବିମାନ ଉଡ଼ାଣ ହେବ। ଏହା ଅଧୀନରେ ମହାକାଶଯାନକୁ କ୍ରୁ ସଦସ୍ୟଙ୍କ ବିନା ମହାକାଶକୁ ପଠାଯିବ,...

ଶିନ୍ଦେ ଗୋଷ୍ଠୀ ନେତାଙ୍କ ବିବାଦୀୟ ବୟାନ, ଅଜିତ ପାଓ୍ବାରଙ୍କ ପାଖରେ ବସିଲେ ମୋତେ ବାନ୍ତି ଲାଗେ…

ମୁମ୍ବାଇ,୩୦।୮: ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ମହାୟୁତି ବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡିଥିବାବେଳେ ଅଜିତ ପାଓ୍ବାରଙ୍କ କିଛି ବୟାନ ଏବେ ମେଣ୍ଟର ମୁଣ୍ଡବିନ୍ଧାର କାରଣ ସାଜିଛି। ଅଜିତଙ୍କ ଦଳ ବିରୋଧୀ ବୟାନ ଏବେ...

ବର୍ଷିଲେ କୋଲକାତା ପୀଡିତାଙ୍କ ମା’, କହିଲେ ମମତାଙ୍କ ପିଲା ନାହିଁ, ତେଣୁ ସେ ବୁଝି ପାରିବେନି ସନ୍ତାନ ହରାଇଥିବା ମାତା ପିତାଙ୍କ ଦୁଃଖ

କୋଲାକାତା,୩୦।୮: କୋଲକାତାର ଆର.ଜି କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମା’ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବୁଧବାର ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri