ଜାତୀୟ

ବଦଳିଲା ସ୍ବର, ରାହୁଲଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସ୍ମୃତି ଇରାନୀ! କହିଲେ ସଫଳତାର ସ୍ବାଦ ଚାଖିଛନ୍ତି…

ନୂଆଦିଲ୍ଲୀ,୨୯।୮: ନିକଟରେ ଏକ ସାକ୍ଷାତକାରରେ ନିଜ କଡା ପ୍ରତିଦ୍ୱନ୍ଦୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ଭାଜପା ନେତା ସ୍ମୃତି ଇରାନୀ। ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଇରାନୀ କହିଛନ୍ତି, ରାହୁଲ ଭାବନ୍ତି ଯେ,...

ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ତିନିଟି ଭିନ୍ନ ଅପରେଶନରେ ୩ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ବାହିନୀ କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ଟାଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।...

କାହିଁକି ଭାଜପା ମୁହାଁ ହେଲେ ଚମ୍ପାଇ ସୋରେନ: ନିଜେ ଖୋଲିଦେଲେ ସବୁ ଗୁମର

ରାଞ୍ଚି,୨୯।୮: ଝାଡଖଣ୍ଡ ରାଜନୀତିରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଚମ୍ପାଇ କେଉଁ ଚୁକ୍ତିରେ ଭାଜପାରେ ଯୋଗ ଦେଇଛନ୍ତି, ନେଇ ଆଲୋଚନା ଚାଲିଛି। ଚମ୍ପାଇଙ୍କୁ ଭାଜପାରେ ଯୋଗଦେବାର କାରଣ ପଚରାଯାଇଥିଲା, ସେ କହିଥିଲେ ଯେ ନରେନ୍ଦ୍ର...

ରାହୁଲଙ୍କ ଟେନଶନ ବଢାଇଲେ ଅଖିଳେଶ, ଖୋଲାଖୋଲି ମାଗୁଛନ୍ତି ଏତେ ସିଟ୍‌

ନୂଆଦିଲ୍ଲୀ,୨୯।୮: ୟୁପିରେ କଂଗ୍ରେସ ସହ ମେଣ୍ଟ କରିବା ପରେ ଏସପି ଲୋକ ସଭା ନିର୍ବାଚନରେ ଅତୁଳନୀୟ ସଫଳତା ପାଇଛି। ଏହା ପରେ ଏସପି ମୁଖ୍ୟ ଅଖିଳେଶ ଯାଦବ ୟୁପି ବାହାରେ ନିଜକୁ ମଜବୁତ କରିବା ଏବଂ ଜାତୀୟ ସ୍ତରରେ ପ୍ରାଧାନ୍ୟ...

‘କିମ୍‌ ଜୋଙ୍ଗଙ୍କ ପରେ ମମତା ହୋଉଛନ୍ତି ଦ୍ୱିତୀୟ ଏକଛତ୍ରବାଦୀ ଶାସକ’: ଏମିତି କହିଦେଲେ ଗିରିରାଜ ସିଂ

ନୂଆଦିଲ୍ଲୀ,୨୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଲଗାତାର ଭାଜପା ରାଡାରରେ ଅଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ତାଙ୍କୁ ଉତ୍ତର...

୫ ଘଣ୍ଟା ଯାଏ ମନ୍ତ୍ରୀଙ୍କ ସହ ମନ୍ଥନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମହିଳା ସମସ୍ୟା ଏବଂ ନୀତି ପ୍ରଣୟନ ଉପରେ ଆଲୋଚନା କରାଯାଇଥିଲା। ଦିଲ୍ଲୀର ସୁଷମା ସ୍ବରାଜ ଭବନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ବୈଠକରେ ଭାଜପା ନେତୃତ୍ୱାଧୀନ...

ଟ୍ରେନରେ ଭିଡ଼ କମିବ, କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ, ପିଏମ୍‌ ମୋଦି କହିଲେ ଓଡ଼ିଶା ସମେତ ଏହି ସବୁ ରାଜ୍ୟକୁ ମିଳିବ ଲାଭ

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୬,୪୫୬ କୋଟି ଟଙ୍କା ମୂଲ୍ୟର ତିନୋଟି ରେଳ ପ୍ରକଳ୍ପକୁ ଅନୁମୋଦନ କରିବାରୁ କ୍ୟାବିନେଟର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି , ଏହା ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡକୁ ବହୁତ ଲାଭଦାୟକ...

ଜନସଂଖ୍ୟା ବୃଦ୍ଧିି ହାରକୁ ଟପିଲା ଛାତ୍ରୀଛାତ୍ର ଆତ୍ମହତ୍ୟା

ନୂଆଦିଲ୍ଲୀ,୨୯ା୮: ଭାରତରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଅତି ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି। ଏପରି କି ଦେଶରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ଘଟିଛି, ତା’ଠୁ ଅଧିକ ହୋଇଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା। ୨୦୨୧ରୁ ୨୦୨୨ ମଧ୍ୟରେ ଛାତ୍ରଙ୍କ ଆତ୍ମହତ୍ୟା ୬% ହ୍ରାସ...

ବଳାତ୍କାରୀଙ୍କୁ ଫାଶୀ: ଆଇନ ଆଣିବେ ମମତା

କୋଲକାତା,୨୯ା୮: ବର୍ତ୍ତମାନ ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ବଳାତ୍କାରୀମାନଙ୍କୁ ଫାଶୀ ଦିଆଯିବା ନେଇ ନିଶ୍ଚିତ କରାଯିବ। ପଶ୍ଚିମବଙ୍ଗ ବିଧାନସଭାରେ ଆସନ୍ତା ସପ୍ତାହରେ ସଂଶୋଧିତ ଆଇନକୁ ଗୃହୀତ କରାଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି।...

ପ୍ରଚାରରେ ପିଲାମାନଙ୍କୁ ବ୍ୟବହାର କରି ଫସିଲା ଭାଜପା! ନୋଟିସ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୮।୮: ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗ ଭାଜପାକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରଚାର ଭିଡିଓରେ ଶିଶୁର ବ୍ୟବହାର ସମ୍ପର୍କରେ ଭାଜପାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଭାଜପାର...

କୋଲକାତା ଲଜ୍ଜା: ସନ୍ଦୀପ ଘୋଷ୍‌ଙ୍କୁ ନିଲମ୍ବନ କଲା ଆଇଏମ୍‌ଏ

କୋଲକାତା,୨୮ା୮: କୋଲକାତା ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ବୁଧବାର ତାଙ୍କ ସଦସ୍ୟତା ପଦରୁ ନିଲମ୍ବନ କରିଛି ଆଇଏମ୍‌ଏ। ରାଷ୍ଟ୍ରୀୟ ସଭାପତି ଡ. ଆର୍‌.ଭି ଅଶୋକନଙ୍କ ଦ୍ୱାରା ଗଠିତ ଅନୁଶାସନ କମିଟି, ଆଇଏମ୍‌ଏ ଏଚ୍‌କ୍ୟୁଏସ୍‌ର ସର୍ବସମ୍ମତି...

ପଶ୍ଚିମବଙ୍ଗରେ ନିଆଁ ଲାଗିଲେ ପୂରା ଉତ୍ତର-ପୂର୍ବ ଜଳିବ, କାହିଁକି ଏମିତି କହିଲେ ମମତା ବାନାର୍ଜୀ

କୋଲକାତା,୨୮ା୮: କୋଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ପରେ ସାରା ଦେଶରେ ବିଦ୍ରୋହ ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି। ବନ୍ଦ ଉପରେ ମମତା କହିଛନ୍ତି, ଯଦି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri