ଜାତୀୟ

ଶସ୍ତା ହେବ ଜୀବନ ବୀମା, ଚିଠି ଲେଖିଲେ ଗଡକରୀ, ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୭:ଶସ୍ତା ହେବ ଜୀବନ ବୀମା। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଯଦି ଗଡକରୀଙ୍କ ଚିଠିକୁ ଗ୍ରହଣ କରାଯାଏ ତେବେ ଭବିଷ୍ୟତରେ ଜୀବନ ଏବଂ ଚିକିତ୍ସା ବୀମା...

ରାହୁଲ ସିଲେଇ କଲେ ଜୋତା, ଲକ୍ଷେ ନୁହେଁ କୋଟି କୋଟି ଟଙ୍କାରେ କିଣିବାକୁ ଲାଇନ୍‌ ଲଗାଇଲେ ଲୋକେ

ନୂଆଦିଲ୍ଲୀ,୩୧।୭: ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ନିକଟସ୍ଥ ବିଧାୟକ ନଗର ଛକରେ ଆଜିକାଲି ଲୋକଙ୍କ ଭିଡ ଜମୁଛି । ଏଠାରେ କୌଣସି ନୂଆ ହୋଟେଲ କିମ୍ବା ମଲ ଖୋଲିନି । ଭିଡ ଜମୁଛି ଜଣେ ମୋଚୀଙ୍କ ଦୋକାନରେ । ସେହି ମୋଚୀ...

Wayanad Landslide: ଭୂସ୍ଖଳନରେ ମାଟିତଳେ ଚାପି ହୋଇ ଜଣେ ବ୍ୟକ୍ତି କେତେ ସମୟ ବଞ୍ଚିପାରିବେ?

ଓ୍ବାୟନାଡ,୩୧।୭: କେରଳର ୱାୟାନାଡରେ ଜଳ ପ୍ରଳୟ। ପ୍ରକୃତିର ତାଣ୍ଡବ ଯୋଗୁ ଛାରଖାର ହୋଇଯାଛି ଓ୍ବାୟନାଡ। କହିବାକୁ ଗଲେ ଅଞ୍ଚଳର ସବୁ ଗାଁ ଗଣ୍ଡା ଧୋଇ ହୋଇ ଯାଇଛି। ପ୍ରବଳ ବର୍ଷା ହେତୁ ସୋମବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ...

‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ

ନୂଆଦିଲ୍ଲୀ, ୩୧।୦୭: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । ରାଜ୍ୟ ସଭାରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଲଗା ରୂପ ଦେଖିବାକୁ ମିଳିଛି । ଗୃହର ବିରୋଧୀ ଦଳ ନେତା ଅଚାନକ ଭାବୁକ ହୋଇଯାଇଥିଲେ । ପରେ...

ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ…

ପ୍ୟାରିସ୍‌,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡାପ୍ରେମୀମାନେ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ...

ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ହଇଚଇ: କ’ଣ ରାହୁଲଙ୍କ ଜାତି? କଂଗ୍ରେସ କରିଦେଲା ଖୁଲାସା

ନୂଆଦିଲ୍ଲୀ,୩୧।୭: ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ମଙ୍ଗଳବାର ଲୋକ ସଭାରେ ଭାଷଣ ଦେବାବେଳେ ଭାଜପା ଏମପି ଅନୁରାଗ ଠାକୁର କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଜାତି କ’ଣ ବୋଲି...

ଅଲମ୍ପିକ୍ସ ଷ୍ଟାଣ୍ଡ୍‌ରେ ନଜର ଆସିଲେ ତାପସୀ ପନ୍ନୁ, ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ, ୩୧।୦୭: ବଲିଉଡର ଫେମସ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଆଜିକାଲି ଛୁଟିରେ ଅଛନ୍ତି। ପ୍ୟାରିସରେ ଏବେ ଅଲମ୍ପିକ୍ସ ଚାଲିଥିବା ବେଳେ ତାଙ୍କୁ ପା୍ୟାରିସ୍‌ର ରାସ୍ତାରେ ଦେଖିବାକୁ ମିଳୁଛି । ତାପସୀ ପ୍ୟାରିସ ଭ୍ୟାକେସନ୍‌କୁ ସମ୍ପୂର୍ଣ୍ଣ ଉପଭୋଗ କରୁଥିବା ଦେଖିବାକୁ ମିଳିବ...

ରାହୁଲଙ୍କୁ ଜାତି ଟିପ୍ପଣୀ ପ୍ରସଙ୍ଗ: ଅନୁରାଗ ଠାକୁରଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଏମପି ଅନୁରାଗ ଠାକୁରଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭୁରି ଭୁରି ପ୍ରଶଂସା କରିଛନ୍ତି। ଅନୁରାଗଙ୍କ ସଂସଦରେ ଦିଆଯାଇଥିବା ବକ୍ତବ୍ୟକୁ ଭିଡିଓ ପୋଷ୍ଟ ମାଧ୍ୟମରେ େସ କହିଛନ୍ତି, ମୋର ଯୁବ ବନ୍ଧୁ ଅନୁରାଗ...

ୟୁପିଏସସିର ନୂଆ ଚେୟାରମ୍ୟାନ ହେଲେ ପ୍ରୀତି ସୁଦାନ

ନୂଆଦିଲ୍ଲୀ,୩୧।୭: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ୧୯୮୩ ବ୍ୟାଚ ଆଇଏଏସ ପ୍ରୀତି ସୁଦାନ UPSAC ର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଅଗଷ୍ଟ ୧ ରୁ...

ଲଭ୍‌ ଜିହାଦ୍‌ ପାଇଁ ଆଜୀବନ କାରାଦଣ୍ଡ

ଲକ୍ଷ୍ନୌ ୩୩୧।୭: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବେଆଇନ ଧାର୍ମିକ ରୂପାନ୍ତରଣ (ସଂଶୋଧନ) ବିଲ୍‌, ୨୦୨୪କୁ ପାରିତ କରାଯାଇଛି। ମଙ୍ଗଳବାର ପାରିତ ହୋଇଥିବା ଏହି ସଂଶୋଧିତ ବିଲ୍‌ରେ ଧର୍ମାନ୍ତରଣ ଉଦ୍ଦେଶ୍ୟରେ କୌଣସି ମହିଳାଙ୍କୁ ପ୍ରତାରଣା କରିବା ସହ...

ଦୁର୍ଘଟଣାର ଶିକାର ହେଲେ ଓ୍ବାୟନାଡ ଯାଉଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ, ହସ୍ପିଟାଲରେ ଭର୍ତ୍ତି

ଥିରୁଭାନନ୍ତପୁରମ,୩୧।୭: ବୁଧବାର (ଜୁଲାଇ ୩୧) ରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମାଲାପୁରାମ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମାଲାପୁରାମ ଜିଲାର ମଞ୍ଜେରୀ ନିକଟରେ ଜର୍ଜଙ୍କ କାର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

କିଏ ଲେଖନ୍ତି ରାହୁଲଙ୍କ ଭାଷଣ? ଯାହାକୁ ନେଇ ସଂସଦରେ ଭାଜପା ହେଉଛି ଟେନସନ

ନୂଆଦିଲ୍ଲୀ,୩୧।୭: ଆଜିକାଲି ସବୁ ସ୍ଥାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଆଲୋଚନା ହେଉଛି। ତାଙ୍କ ଭାଷଣକୁ ଗୃହରେ ମଧ୍ୟ ପ୍ରଶଂସା କରାଯାଉଛି। ସେ ନିଜ ଶୈଳୀରେ ନିରନ୍ତର କେନ୍ଦ୍ର ଉପରେ ପ୍ରଶ୍ନ କରୁଛନ୍ତି। ବିରୋଧୀ ଦଳର ନେତା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri