ଜାତୀୟ

ଏୟାର ଇଣ୍ଡିଆକୁ ୯୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୪ା୮: ବେସରକାରୀ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଏୟାରଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଯୋଗ୍ୟତା ନ ଥିବା ପାଇଲଟ ବିମାନ ଉଡ଼ାଉଥିବା ତଦନ୍ତରୁ ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ...

୨୫ କେଜି ସୁନା ପିନ୍ଧି ପୂଜା କରିବାକୁ ଆସିଥିଲେ ୩ ଭକ୍ତ: ଜାଣନ୍ତୁ ଏହାର ଦାମ…

ତିରୁପତି,୨୩ା୮: ଭାରତର ସବୁଠୁ ଧନୀ ମନ୍ଦିର ଭାବେ ପ୍ରସିଦ୍ଧ ଆନ୍ଧ୍ରପ୍ରଦେଶ ତିରୁପତିର ତିରୁମାଲା ଭେଙ୍କଟେଶ୍ୱର ମନ୍ଦିରକୁ ଶୁକ୍ରବାର ୨୫ କେ.ଜି. ଓଜନର ସୁନା ଗହଣା ପିନ୍ଧି ୨ ପୁରୁଷ ଓ ଜଣେ ମହିଳା ଭକ୍ତ ଆସିଥିଲେ। ମହାରାଷ୍ଟ୍ରର ପୁଣେରୁ ଆସିଥିବା...

‘ନୁରୀ’ ସହିତ ଭିନ୍ନ ଅନ୍ଦାଜରେ ନଜର ଆସିଲେ ସୋନିଆ ଗାନ୍ଧୀ, ଫଟୋ ଶେୟାର କଲେ ରାହୁଲ

ନୂଆଦିଲ୍ଲୀ,୨୩।୮: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗତ ବର୍ଷ ବିଶ୍ୱ ପ୍ରାଣୀ ଦିବସରେ ମା’ ସୋନିଆ ଗାନ୍ଧୀଙ୍କୁ ନୋରି ନାମକ ଏକ କୁକୁରକୁ ଉପହାର ଦେଇଥିଲେ। ରାହୁଲ ଗାନ୍ଧୀ ଶୁକ୍ରବାର (୨୩ ଅଗଷ୍ଟ ୨୦୨୪) ଇନଷ୍ଟାଗ୍ରାମରେ ଏକ...

କୋଲକାତା ବଳାତ୍କାର-ହତ୍ୟା ମାମଲା: ଅଭିଯୁକ୍ତ କହିଲା-‘ମୁଁ ନିର୍ଦ୍ଦୋଷ, ମୋର ପଲିଗ୍ରାଫ୍ ପରୀକ୍ଷା କର!’

କୋଲକାତା,୨୩।୮: କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ୟୁ-ଟର୍ନ ମାରିଛନ୍ତି। ସଞ୍ଜୟଙ୍କ ଓକିଲ କବିତା ସାର୍କ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ତାଙ୍କର ପଲିଗ୍ରାଫ୍...

ଅନିଲ ଅମ୍ବାନୀଙ୍କ ଉପରେ ଲାଗିଲା ୨୫ କୋଟି ଟଙ୍କା ଜୋରିମନା, ୫ ବର୍ଷ ବ୍ୟାନ୍‌

ନୂଆଦିଲ୍ଲୀ,୨୩।୮: ମାର୍କେଟ ରେଗୁଲେଟର ସେବି ବ୍ୟବସାୟୀ ଅନିଲ ଅମ୍ବାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେବି ତାଙ୍କୁ ୫ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ ସେବି ମଧ୍ୟ ଅନିଲ ଅମ୍ବାନୀଙ୍କ ଉପରେ କୋଟି...

ଭାରତର ଏହି ରେଳ ଲାଇନ୍‌ ବ୍ରିଟିଶ୍‌ କବଜାରେ, ସରକାର ଦେଉଛନ୍ତି ଟଙ୍କା

ନୂଆଦିଲ୍ଲୀ,୨୩।୮: ଭାରତ ସ୍ବାଧୀନତାର ୭୭ବର୍ଷ ପରେ ଏମିତି କିଛି ରେଳ ଲାଇନ୍‌ ଅଛି ଯାହା ଏବେ ବ୍ରିଟିଶ୍‌ କବଜାରେ। କହରିରଖୁଛୁ ବିଶ୍ୱରେ ସବୁଠାରୁ ବଡ଼ ରେଳ ଲାଇନ୍‌ ଭାରତରେ ଅଛି। ଆଉ ସବୁଠାରୁ ଅଧିକ ଲୋକ ଭାରତୀୟ ରେଳରେ ହିଁ...

ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲା ଭବ୍ୟ ସ୍ବାଗତ

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନରେ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ଘଣ୍ଟା ରହିବେ। ସେଠାରୁ ସ୍ଥାନୀୟ ସମୟ ଅପରାହ୍ନ ୪.୪୦ରେ (ଭାରତୀୟ ସମୟ ସା ୭.୧୦)ରୁ ଫେରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନ ଯୋଗେ...

କୋଟିପତିଙ୍କ ଗାଁ, ଚାଷକରି ପ୍ରତିବର୍ଷ ପାଉଛନ୍ତି ୭୫ ଲକ୍ଷ ଟଙ୍କାରୁ ଅଧିକ

ସିମ୍‌ଲା, ୨୩।୦୮: ଆମ ଦେଶରେ ଏମିତି ଏକ ଗାଁ ରହିଛି ଯେଉଁଠି ପ୍ରତି ପରିବାର ପ୍ରତିବର୍ଷ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରନ୍ତି । ହିମାଚଳ ପ୍ରଦେଶରେ ଏହି ଗ୍ରାମ ରହିଛି । ଏହି ଗାଁକୁ ହିମାଚଳର...

କୋଲକାତା ଅଭିଯୁକ୍ତ ସଞ୍ଜୟଙ୍କ ମା’ ଖୋଲି କହିଦେଲେ ସବୁକଥା: ସେ ଏମିତି କାମ…

କୋଲକାତା,୨୩।୮: କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଘଟଣା ଦେଶକୁ ଦୋହଲାଇ ଦେଇଛି। ଘଟଣାର ତଦନ୍ତ ଯେତିକି ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପରିବାର...

କୋଲକାତା ବଳାତ୍କାର ଘଟଣାରେ ସିବିଆଇ ହାତରେ ଲାଗିଲା ବଡ଼ ସୁରାକ, ପୀଡିତାଙ୍କ ସହ ହୋଇନାହିଁ…

କୋଲକାତା,୨୩।୮: କୋଲକାତାର ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ଏହି ମାମଲାରେ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି। ଏହି ସମୟରେ ନୂଆ ପ୍ରମାଣ ସାମ୍ନାକୁ ଆସିଛି। ଯେଉଁଥିରେ ସିବିଆଇ ଜାଣିବାକୁ ପାଇଛି ଯେ ପୀଡିତାଙ୍କ ସହିତ...

ନିର୍ବାଚନ ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ, ବଡ଼ ଆତଙ୍କବାଦୀ ଆକ୍ରମଣ ସୂଚନା

ଶ୍ରୀନଗର,୨୩।୮: ଜମ୍ମୁ କଶ୍ମୀରରେ ବହୁତ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ସିକ୍ରେଟ ଇନପୁଟଙ୍କୁ ଏନେଇ ଖବର ମିଳିବା...

୪ଜଣଙ୍କୁ ବିବାହ କରିଛନ୍ତି ସଞ୍ଜୟ, ପୁଅଝିଅ ଥିବା…କୋଲକାତା ଅଭିଯୁକ୍ତଙ୍କ ଫ୍ୟାମିଲ ଲାଇଫ୍‌ ଜାଣି ସିବିଆଇ ତାଜୁବ

କୋଲକାତା,୨୩।୮: କୋଲକାତାର ବିଭତ୍ସ ଘଟଣାକୁ ନେଇ ସାରା ଦେଶରେ ବିରୋଧ କରାଯାଉଛି। ଜନତା ସୋସିଆଲ ମିଡିଆରେ ବିରୋଧ କରିବା ସହ ରାଜରାସ୍ଥାକୁ ମଧ୍ୟ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ କୋଲକାତା ଅଭିଯୁକ୍ତଙ୍କର ପାରାବାରିକ ଜୀବନ ଉପରେ ଏମିତି କିଛି ଜଣାପଡିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri