ଜାତୀୟ

ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ,୨୫।୬: ଜଣେ ୭.୫ ବର୍ଷର ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଓ ହତ୍ୟା ମାମଲାରେ ଅପରାଧୀଙ୍କୁ ମିଳିଥିବା ମୃତ୍ୟୁ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ଶୁକ୍ରବାର କାଏମ ରଖିଛନ୍ତି। ୨୦୧୫ ମେ’ ୨୯ରେ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତ...

ଏକାଠି ଦୃଶ୍ୟମାନ ୫ ଗ୍ରହ

ନୂଆଦିଲ୍ଲୀ,୨୫ା୬: ସୌରଜଗତର ୫ ଗ୍ରହ ଏକାଠି ଦୃଶ୍ୟମାନ ହୋଇଛନ୍ତି। କୋଟି କୋଟି କିଲୋମିଟର ଦୂରରେ ନିଜ କକ୍ଷ ପଥରେ ଘୂରୁଥିବା ଗ୍ରହମାନେ ଏବେ ଗୋଟିଏ ସରଳରେଖାରେ ଅବସ୍ଥାପିତ । ବୁଧ, ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଗ୍ରହ ଏକ...

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପଛରେ ଭାଜପାର ହାତ: ଠାକରେ

ମୁମ୍ବାଇ,୨୫ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପରେ ଦଳକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶେଷ ପ୍ରୟାସ ଚଳାଇଛନ୍ତି । ଦଳର ଜିଲା ଓ ବିଭାଗ ମୁଖ୍ୟଙ୍କର ଶୁକ୍ରବାର ହୋଇଥିବା ବୈଠକରେ ଠାକରେ ସିନ୍ଦେ ଓ ତାଙ୍କ ସହ ଥିବା...

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ସନ୍ଧ୍ୟା ସାଢ଼େ ୬ଟାରେ ମାତୋଶ୍ରୀରେ ବସିବ ବଡ଼ ବୈଠକ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ଏବେ ଚେକ୍‌ ମ୍ୟାଟର ଖେଳ ଜାରି ରହିଛି। ଗୋଟିଏ ପଟେ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ଦଳ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଅନ୍ୟପଟେ ଶିବସେନା ବିଧାୟକମାନେ ଜଣେ ପରେ ଜଣେ ଉଦ୍ଧବ ଠାକେରଙ୍କଠାରୁ...

ସରକାରୀ ସ୍କୁଲରେ ପିଲାଙ୍କୁ ସପ୍ତାହକୁ ମିଳିବ ୨ଥର କ୍ଷୀର

ଜୟପୁର,୨୪।୬: ସ୍କୁଲ ପିଲାଙ୍କ ପାଇଁ ରାଜସ୍ଥାନ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସରକାରୀ ସ୍କୁଲର ପିଲାଙ୍କୁ ସପ୍ତାହକୁ ୨ଥର କ୍ଷୀର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଜେଟରେ...

ଅଜିତ ପାୱାରଙ୍କ ଦାବି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ନିକଟରେ ରହିଛି ବହୁମତ

ମୁମ୍ବାଇ,୨୪ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ଶିବସେନା ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବାକୁ ଯାଉଛି କହଲେ ଚଳେ । ହେଲେ ଏହାରି ଭିତରେ ସାମନ୍ୟ ଆଶା ସଂଚାର କରିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ...

ପରମେଶ୍ୱରନ ନୀତି ଆୟୋଗର ସିଇଓ

ନୂଆଦିଲ୍ଲୀ,୨୪।୬: ପରମେଶ୍ୱରନ ଆୟର ନୀତି ଆୟୋଗର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସରକାର ପରମେଶ୍ୱରନକୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି। ବର୍ତ୍ତମାନ ଯିଏ ନୀତି ଆୟୋଗର ସିଇଓ ଅଛନ୍ତି ଅମିତାଭ କାନ୍ତଙ୍କର ଜୁନ୍‌ ୩୦ରେ କାର୍ଯ୍ୟକାଳ ଶେଷ...

ମୁଖ୍ୟମନ୍ତ୍ରୀ ପଦ-କ୍ଷମତା ଲୋଭ ନାହିଁ, କିନ୍ତୁ ଜିଦ୍‌ରେ ମୁଁ ଅଟଳ, କହିଲେ ଉଦ୍ଧବ…

ମୁମ୍ବାଇ, ୨୪।୬ : ମହାରାଷ୍ଟ୍ରର ଦ୍ରୁତ ପରିବର୍ତ୍ତନଶୀଳ ଘଟଣାକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦବୀରେ ତାଙ୍କର କୌଣସି ମୋହ ନାହିଁ। କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପଦବୀରେ ରହିବା ପାଇଁ...

୮ମାସର ଭାଇକୁ ପାଣି ଭାବି ଡିଜେଲ ପିଆଇଲେ ୪ବର୍ଷର ଭଉଣୀ

ନୋଏଡା,୨୪।୬: ଉତ୍ତରପ୍ରଦେଶ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪ବର୍ଷର ଭଉଣୀ ନିଜ ୮ମାସର ସାନ ଭାଇକୁ ପାଣି ଭାବି ଡିଜେଲ ପିଆଇଦେଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ଉକ୍ତ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା...

ଡଙ୍ଗା ଚଳାଇ ରୋଗୀଙ୍କୁ ହସ୍ପିଟାଲ ନେଲେ ମନ୍ତ୍ରୀ

ଗୁଆହାଟି,୨୪।୬: ଆସାମରେ ବନ୍ୟା ବିପଦ ଟଳି ନ ଥିବା ବେଳେ ଏବେ ବି ଲକ୍ଷାଧିକ ଲୋକ  ପାଣି ଘେରରେ ରହିଛନ୍ତି । ଏଭଳି ସ୍ଥତିରେ ଆସାମର ପରିବହନ ମନ୍ତ୍ରୀ ପରିମଳ ଶୁକ୍ଲବୈଦ୍ୟ ବନ୍ୟାରେ ଏକ ଡଙ୍ଗା ଚଳାଇ ଜଣେ ରୋଗୀଙ୍କୁ...

ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋନିଆ-ଶରଦ-ମମତାଙ୍କ ସମର୍ଥନ ଲୋଡିଲେ ଦ୍ରୌପଦୀ

ନୂଆଦିଲ୍ଲୀ,୨୪।୬: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ...

ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚ୍‌ଏନ୍‌

ଜେନେଭା/ନୂଆଦିଲ୍ଲୀ,୨୪।୬: କରୋନା ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏକ ନୂତନ ବିପଦ ଭାବେ ଉଭା ହୋଇଥିବା ମଙ୍କିପକ୍ସକୁ ଓ୍ବାଲ୍ଡ ହେଲଥ୍‌ ସ୍ବାସ୍ଥ୍ୟ ନେଟଓ୍ବାର୍କ(ଡବ୍ଲୁଏଚ୍‌ଏନ୍‌) ମହାମାରୀ ବୋଲି ଘୋଷଣା କରିଛି। ଡବ୍ଲୁଏଚ୍‌ଏନ୍‌ ଦ୍ୱାରା ଜାରି କରାଯାଇଥିବା ତଥ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri