ଜାତୀୟ

ମୋଦିଙ୍କ ୟୁକ୍ରେନ ଗ୍ରସ୍ତ ସାରା ବିଶ୍ୱ ପାଇଁ ମହତ୍ତ୍ୱପୂର୍ଣ୍ଣ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୩ରେ ୟୁକ୍ରେନ ଗସ୍ତ କରିବେ। ସେ ୟୁକ୍ରେନ ଗସ୍ତରେ ଯାଇଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ତାଙ୍କର ଏହି ଗସ୍ତ ବିଷୟରେ ଅନେକ ଆଲୋଚନା ହେଉଛି, ଯଦିଓ ଏହାର କାରଣ ନୁହେଁ ଯେ,...

ଟ୍ରେନରେ ୟୁକ୍ରେନ ଯିବେ ମୋଦି

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଯାଉଛନ୍ତି। ସେଠାରେ ବାସ କରୁଥିବା ଭାରତୀୟ ସମାଜ ମଧ୍ୟରେ ମୋଦିଙ୍କ ଏହି ଗସ୍ତକୁ ନେଇ ବହୁତ ଉତ୍ସାହ ରହିଛି। ସେମାନେ ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବାକୁ...

କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ରହସ୍ୟ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ, ଦେଲେ ଛାତିଥରା ବୟାନ

କୋଲକାତା,୨୧।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ବଳାତ୍କାର ଅଭିଯୁକ୍ତ...

୨ ଲକ୍ଷ ଫି’ ଦେଲେ ‘ଡକାୟତିରେ ସ୍ନାତକ’:ଅପରାଧୀ ହେବା ପାଇଁ ପିଲାଙ୍କୁ ଦିଆଯାଉଛି ତାଲିମ

ଭୋପାଳ, ୨୧ା୮:ମଧ୍ୟପ୍ରଦେଶ ରାଜଗଡ଼ ଜିଲାର ପଚୋର ତହସିଲ ଅନ୍ତର୍ଗତ ୩ ଗ୍ରାମରେ ପିଲାମାନଙ୍କୁ ଅପରାଧୀ ହେବା ପାଇଁ ଟ୍ରେନିଂ ଦିଆଯାଉଥିବାର ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ଅଗଷ୍ଟ ୮ରେ ରାଜସ୍ଥାନରେ ଏକ ବିବାହରେ ଦେଢ଼ କୋଟି ଟଙ୍କା ମୂଲ୍ୟର...

ଦାରା ସିଂଙ୍କ କ୍ଷମା ଆବେଦନ: ସୁପ୍ରିମକୋର୍ଟ ଲୋଡ଼ିଲେ ଓଡ଼ିଶା ମତ

ନୂଆଦିଲ୍ଲୀ,୨୧ା୮(ପିଟି):ବହୁ୍‌ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରି ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କର ୨ ନାବାଳକ ପୁତ୍ରଙ୍କ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ପାଇଥିବା ରବୀନ୍ଦ୍ର ପାଲ୍‌ ଓରଫ ଦାରା ସିଂଙ୍କ କ୍ଷମା ଆବେଦନ ଉପରେ ଓଡ଼ିଶା ସରକାରଙ୍କ ମତ ଲୋଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ।...

ପିଇଲେ ମଦ, ତା’ ପରେ ଗଲେ ରେଡ୍‌ ଲାଇଟ୍‌ ଏରିଆ… ଜାଣନ୍ତୁ ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ

ନୂଆଦିଲ୍ଲୀ,୨୦।୮: ଆରଜି କର ମେଡିକାଲର ଲୋମହର୍ଷଣକାରୀ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ଖୋଦ୍‌ ସୁପ୍ରିମକୋର୍ଟ ମଧ୍ୟ ଭୟାବହ ବୋଲି କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିବିଆଇ ତଦନ୍ତ କରୁଛି। ତଦନ୍ତବେଳେ...

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଡାକ୍ତରଙ୍କ ସୁରକ୍ଷା ପାଇଁ ଆଉ ଏକ ବଳାତ୍କାରକୁ ଦେଶ ଅପେକ୍ଷା କରିପାରିବ ନାହିଁ

ନୂଆଦିଲ୍ଲୀ,୨୦ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ଅତ୍ୟନ୍ତ ଭୟାବହ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ ଏତଲା ଦାଏରରେ ବିଳମ୍ବ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା...

କୋଲକାତା ଡାକ୍ତର ମାମଲା: କ’ଣ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଜାଣନ୍ତି? ନାଁ ଶୁଣୁଶୁଣୁ ପ୍ରାଣ ବିକଳେ ଦୌଡିବାକୁ ଲାଗିଲା ପୋଲିସ, ଲୁଚାଉଥିଲା…

ନୂଆଦିଲ୍ଲୀ,୨୦।୮: ଆର.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କୁହାଯାଉଛି...

ଚିରାଗ ପାସୱାନଙ୍କୁ ନେଇ ଅଡୁଆରେ ଭାଜପା, ବିକଳ୍ପ ଖୋଜୁଛି ଦଳ?

ନୂଆଦିଲ୍ଲୀ,୨୦।୮: ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସଙ୍କଟମୋଚନ ସାଜିଥିବା କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନତା ପାର୍ଟି ସଭାପତି ଚିରାଗ ପାସୱାନଙ୍କୁ ନେଇ ଅଡୁଆରେ ଭାଜପା। ନିକଟରେ ତାଙ୍କର କିଛି ବୟାନ ଭାଜପା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏସସି-ଏସଟି କୋଟା...

ନିଜ କ୍ୟାବିନ୍‌ରେ ନର୍ସଙ୍କୁ ବଳାତ୍କାର କଲେ ଡାକ୍ତର, ସହଯୋଗୀ ନର୍ସ-ଓ୍ବାର୍ଡ ବୟ କଲେ ଏପରି କାମ, ଥରି ଉଠିବେ…

ଲକ୍ଷ୍ନୌ,୨୦।୮: କୋଲକାତା ଘଟଣା ପରେ ଉତ୍ତର ପ୍ରଦେଶରେ ଲଜ୍ୟା। ୟୁପିରେ ୨୦ବର୍ଷିୟ ଏକ ଦଳିତ ନର୍ସଙ୍କୁ ଜଣେ ଡାକ୍ତର ବଳାତ୍କାର କରିଛନ୍ତି। ୟୁପିର ମୋରାବାଦ ଜିଲାର ଏକ ବେସରକାରୀ ହସ୍ପିଟାଲ ଭିତରେ ଏକ ବନ୍ଦ ରୁମ୍‌ରେ ନର୍ସଙ୍କୁ ପୁରାଇ ବଳାତ୍କାର...

ପୋଲିସ୍‌ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ, ସିସିଟିଭିରେ ରେକର୍ଡ ହେଲା ଭିଡିଓ

ମୌନପୁରୀ, ୨୦।୦୮: ରାଜ୍ୟରେ ଏବେ ଅସୁରକ୍ଷିତ ପୋଲିସ୍‌ । କାରଣ ଖୋଦ୍‌ ପୋଲିସ୍‌ ବାବୁଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ଉତ୍ତର ପ୍ରଦେଶର ମୌନପୁରୀରେ ଦୁଇଟି ଘରୁ ହୋଇଥିବା ଚୋରି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି...

ରାଜ୍ୟ ସଭା ଉପ ନିର୍ବାଚନ: ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା! ଓଡ଼ିଶାରୁ…

ନୂଆଦିଲ୍ଲୀ,୨୦।୮: ରାଜ୍ୟ ସଭା ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବାବେଳେ କେବଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ଏନେଇ ମଙ୍ଗଳବାର ସଂଧ୍ୟା ସୁଦ୍ଧା ତାଲିକା ଆସିପାରେ ବୋଲି କୁହାଯାଉଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri