ଜାତୀୟ

ସୋନିଆଙ୍କ ନୂଆ ରିପୋର୍ଟ ବି କରୋନା ପଜିଟିଭ, ଇଡି ପାଖରୁ ମାଗିଲେ ୩ ସପ୍ତାହ ସମୟ

ନୂଆଦିଲ୍ଲୀ,୯ ।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱିତୀୟ ରିପୋର୍ଟ ବି କରୋନା ପଜିଟିଭ ଆସିଛି । ଏହାପରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପତ୍ର ଲେଖି ପଚରାଉଚରା ପାଇଁ ୩ ସପ୍ତାହର ସମୟ ମାଗିଛନ୍ତି । ସେ ଇଡିକୁ ୩...

୧୦୫ ଘଣ୍ଟାରେ ୭୫ କି.ମି. ରାଜପଥ

ନୂଆଦିଲ୍ଲୀ, ୯ା୬: ମହାରାଷ୍ଟ୍ରର ଅମରାବତୀରୁ ଅକୋଲା ପର୍ଯ୍ୟନ୍ତ ୭୫ କିଲୋମିଟର ରାସ୍ତା ଖୁବ୍‌ କମ୍‌ ସମୟରେ ଶେଷ ହୋଇଥିବା ଦୀର୍ଘତମ ରାଜପଥ ଭାବେ ବିଶ୍ୱ ରେକର୍ଡ କରିଛି। ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଦ୍ୱାରା ମାତ୍ର ୧୦୫ ଘଣ୍ଟା...

ଲଦାଖ ନିକଟରେ ସାମରିକ ପ୍ରସ୍ତୁତି ଚଳାଇଛି ଚାଇନା

ନୂଆଦିଲ୍ଲୀ,୮ା୬: ଲଦାଖ ଅଞ୍ଚଳରେ ଚାଇନା କମ୍ୟୁନିଟି ପାର୍ଟିର ଆଚରଣ ଠିକ୍‌ ଲାଗୁନାହିଁ। ଆମେରିକାର ସେନାର ପାସିଫିକ୍‌ କମାଣ୍ଡିଂ ଜେନେରାଲ ଚାଲର୍‌ସ ଏ ଫ୍ଲିନ୍‌ ବୁଧବାର କହିଛନ୍ତି, ଭାରତ ସୀମା ନିକଟରେ ଚାଇନା ଦ୍ୱାରା ସାମରିକ ପ୍ରସ୍ତୁତି କରାଯାଉଛି, ଯାହା ବିପଦଜ୍ଜନକ...

ହୋମ୍‌ ଓ୍ବାର୍କ ନ କରିବାରୁ ୫ ବର୍ଷର ଶିଶୁକନ୍ୟାକୁ ଏମିତି ଦଣ୍ଡ ଦେଲେ ମା’, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୮ା୬: ରାଜଧାନୀରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମା’ ଯେ, ନିଜ ଜନ୍ମିତ ପିଲାକୁ ଏପରି ଦଣ୍ଡ ଦେଇପାରେ ତାହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ଏହା...

ହିଟ୍‌ମ୍ୟାନ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାହୁଲ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର କୋଚ ରାହୁଲ...

ବିମାନ ଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୮ା୬: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରଗୁଡିକ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଜିସିଏ ନୂତନ ନିୟମ ଜାରି କରିଛି। ସମସ୍ତ ବିମାନବନ୍ଦରରେ ଏବଂ ବିମାନ...

ଚାଷୀଙ୍କୁ ମୋଦି ସରକାରଙ୍କ ଉପହାର: ଧାନ ସମେତ ୧୭ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ,୮।୬: ଦେଶରେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ୨୦୨୨-୨୩ ବର୍ଷ ଲାଗି ୧୭ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ(ଏମ୍‌ଏସ୍‌ପି) ବଢ଼ାଇଛନ୍ତି। ଏନେଇ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ...

ସ୍ବଚ୍ଛ ଇନ୍ଧନ ବ୍ୟବହାର ତାଲିକା, ମହାରାଷ୍ଟ୍ର ପ୍ରଥମ ସ୍ଥାନରେ…

ନୂଆଦିଲ୍ଲୀ, ୮।୬ : ଦେଶରେ ମେ ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ପାଇଁ ଉଜ୍ୱଳା ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ସମୟ ସହିତ, ଏହି ଯୋଜନା ଦ୍ୱାରା ଉପକୃତ ହୋଇଥିବା ହିତାଧିକାରୀମାନେ ସିଲିଣ୍ଡର ଆଉ ଭର୍ତ୍ତି...

ସିଗାରେଟ୍‌ ପାଇଁ ୧୦ ଟଙ୍କା ନ ଦେବାରୁ ନାବାଳକଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର ଆନନ୍ଦ ପ୍ରଭାତ ଅଞ୍ଚଳରେ ଏକ ଜଘନ୍ୟ ଘଟଣା ଘଟିଛି। ସିଗାରେଟ୍‌ ଟାଣିବାକୁ ୧୦ ଟଙ୍କା ନ ଦେବାକୁ ଜଣେ ନାବାଳକଙ୍କ ହତ୍ୟା କରାଯାଇଛି। ଏହା ପରେ ମୃତକଙ୍କ ପର୍ସ ଲୁଟ କରି ନିଆଯାଇଛି। ପୋଲିସର ସୂଚନାନୁସାରେ, ସୋମବାର...

ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୮।୬: ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ଭାଜପା ଗୁରୁବାର ନଅ ଜଣ ପ୍ରାର୍ଥୀ ଘୋଷଣା କରିଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମେତ ସେହି ସମସ୍ତ ମନ୍ତ୍ରୀଙ୍କୁ ବିଧାନ ପରିଷଦକୁ ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି, ଯେଉଁମାନେ ଏପର୍ଯ୍ୟନ୍ତ...

ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଛନ୍ତି ଓଭରଗ୍ରାଉଣ୍ଡ ଓ୍ବାର୍କର, ଏପର୍ଯ୍ୟନ୍ତ ୨୫୦ ଗିରଫ …

ଶ୍ରୀନଗର, ୮।୬ : ଗତ କିଛି ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ହିନ୍ଦୁ ଏବଂ ପ୍ରବାସୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ତୀବ୍ର ହୋଇଛି। ଏହି କାରଣରୁ ସୁରକ୍ଷାକର୍ମୀ ସଜାଗ ରହି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଇତମଧ୍ୟରେ...

୧୫ ଦିନର ଶିଶୁକୁ ବିକି ଫ୍ରିଜ୍‌, ଟିଭି, ୱାଶିଂମେଶିନ କିଣିଲେ ମା’

ଭୋପାଳ,୮।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ମା’ ନିଜର ୧୫ ଦିନର ନବଜାତ ଶିଶୁକୁ ବିକ୍ରି କରିଦେଇଛନ୍ତି। ବିକ୍ରି ଟଙ୍କାରେ ମା’ ଫ୍ରିଜ, ଟିଭି ଏବଂ ୱାଶିଂମେସିନ ଭଳି ଜିନିଷ କିଣିଥିଲେ। ଅଭିଯୁକ୍ତ ମା’...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri