ଜାତୀୟ

ଅନନ୍ତନାଗରେ ପୋଲିସକୁ ସଫଳତା, ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ନିହତ

ଶ୍ରୀନଗର,୫ ।୬: ଜମ୍ମୁ-କଶ୍ମୀରରେ କିଛି ଦିନ ହେବ କିଛି ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ହୋଇ ଯାଇଥିବା ଦେଖାଯାଇଛି । ଆଉ ଏହି ସଙ୍ଗଠନ କଶ୍ମୀରୀ ପଣ୍ଡିତଙ୍କ ସମେତ ସାଧାରଣ ଲୋକଙ୍କୁ ବି ଟାର୍ଗେଟ କରୁଛନ୍ତି । ଏହାକୁ ନଜରରେ ରଖି...

୩୬ରୁ ଜଣେ ଶିଶୁଙ୍କର ଜନ୍ମର ପ୍ରଥମ ବର୍ଷରେ ଘଟୁଛି ମୃତ୍ୟୁ, ରିପୋର୍ଟ…

ନୂଆଦିଲ୍ଲୀ, ୪।୬ : ଗତ କିଛି ଦଶନ୍ଧି ମଧ୍ୟରେ ଦେଶରେ ଶିଶୁ ମୃତ୍ୟୁହାରରେ ହ୍ରାସ ଘଟିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଭାରତର ପ୍ରତି ୩୬ ଶିଶୁଙ୍କ ମଧ୍ୟରୁ ଜଣଙ୍କର ଜନ୍ମ ହେବାର ପ୍ରଥମ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଥାଏ। ରେଜିଷ୍ଟ୍ରାର୍‌...

ଲେୟର ଶର୍ଟ ବିଜ୍ଞାପନ ନେଇ ସରକାରଙ୍କ କଡ଼ା ପଦକ୍ଷେପ, ଟୁଇଟର-ୟୁଟ୍ୟୁବରୁ ହଟାଇବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୪।୬ : ବଡ଼ି ସ୍ପ୍ରେ ଲେୟର ଶର୍ଟ ବିବାଦୀୟ ବିଜ୍ଞାପନ ନେଇ ବିବାଦ ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞାପନକୁ ରୋକିବାକୁ...

କୋର୍ଟରେ ସାଢ଼େ ୪ କୋଟିରୁ ଅଧିକ ବିଚାରାଧୀନ ମାମଲା, ଚିନ୍ତା ପ୍ରକଟ କଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ, ୪।୬ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ଏକ ଦିନିକିଆ ଗସ୍ତରେ ଛତିଶଗଡରେ ପହଞ୍ଚିଛନ୍ତି। ଏଠାରେ ସେ ଅଟଳ ନଗର ରାୟପୁର ବେଞ୍ଚ କମ୍ପ୍ଲେକ୍ସରେ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲର ନୂତନ କେନ୍ଦ୍ରୀୟ ସଚିବାଳୟର ଲୋକାର୍ପିତ...

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ଘର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା…

ନୂଆଦିଲ୍ଲୀ, ୪।୬ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ବେକାରୀ ସମସ୍ୟା ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଟାର୍ଗେଟ କରିବା ଜାରି ରଖିଛନ୍ତି। ପୁଣିଥରେ କଂଗ୍ରେସ ନେତା...

ବୁଷ୍ଟର ଡୋଜ୍‌ ପାଇଁ କୋର୍ବେଭାକ୍ସକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୪।୬ : ଭାରତରେ, ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ, ବାୟୋଲୋଜିକାଲ ଇ ଲିମିଟେଡର କରୋନା ଟିକା କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ପ୍ରଦାନ କରାଯାଇ ପାରିବ। ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) କୋର୍ବେଭାକ୍ସ ଟିକାକ୍‌ର ଜରୁରୀକାଳୀନ ବ୍ୟବହାରକୁ...

ଛାଡ଼ି ଯାଅ ନାହିଁ ଜମ୍ମୁ-କଶ୍ମୀର, ଆମେ ସବୁ ଅଛୁ ସାଥିରେ, କଶ୍ମୀର ପଣ୍ଡିତଙ୍କୁ ମୁସଲମାନଙ୍କ ଅନୁରୋଧ…

ଶ୍ରୀନଗର, ୪।୬ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତଙ୍କ ସମେତ ଅଣ-ମୁସଲମାନ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଉପତ୍ୟକାରେ ହିଂସା ବୃଦ୍ଧି ପାଉଥିବାରୁ ଲୋକଙ୍କ ତଥା ସରକାରଙ୍କ ଚିନ୍ତା ବ ଢ଼ିଚାଲିଛି। ଜମ୍ମୁ-କଶ୍ମୀରରେ ରହୁଥିବା ସଂଖ୍ୟାଲଘୁ...

ଟୁଇଟରର ସର୍ଚ୍ଚ ସବସ୍କ୍ରାଇବ୍‌ ଫିଚର ଟେଷ୍ଟିଂ, ସର୍ଚ୍ଚ ଟର୍ମ ପାଇଁ ଆସିବ ନୋଟିଫିକେଶନ…

ନୂଆଦିଲ୍ଲୀ, ୪।୬ : ଟୁଇଟର ଏହାର ଉପଭୋକ୍ତାମାନଙ୍କ ପାଇଁ ସର୍ଚ୍ଚ ସବସ୍କ୍ରାଇବ ନାମକ ଏକ ନୂତନ ଫିଚର ଉପରେ କାମ କରୁଛି । ଏହି ବୈଶିଷ୍ଟ୍ୟ ଏକ ନିର୍ଦ୍ଦିଷ୍ଟ ସନ୍ଧାନ ଶବ୍ଦ ସହିତ ମେଳ ଖାଉଥିବା ନୂତନ ଟୁଇଟ ପାଇଁ...

ମାଓବାଦୀ ଗଡ଼ରେ ସଡ଼କ ନିର୍ମାଣ, ଖୁସିରେ ନାଚୁଛନ୍ତି ଛୋଟପିଲା, ସୋସିଆଲ ମିଡ଼ିଆରେ ଭାଇରାଲ…

ବସ୍ତର, ୪।୬ : ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଅନେକ ଥର ଟେଣ୍ଡର ନେବା ପରେ ମଧ୍ୟ କଣ୍ଟ୍ରାକ୍ଟରମାନେ ମିଳନ୍ତି ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ...

ଗହମ ପରେ ଭାରତ ଚା’ କୁ ଫେରାଇଲେ ବହୁ ଦେଶ, କୀଟନାଶକ ଥିବା ଅଭିଯୋଗ…

ନୂଆଦିଲ୍ଲୀ, ୪।୬ : ଭାରତୀୟ ଚା’ ରପ୍ତାନିକାରୀ ସଂଘ (ଆଇଟିଈଏ) ର ସଭାପତି ଅଶୂଂମାନ କାନୋରିଆ କହିଛନ୍ତି ଯେ କୀଟନାଶକ ଏବଂ ରାସାୟନିକ ପଦାର୍ଥର ଧାର୍ଯ୍ୟ ସୀମାଠାରୁ ଅଧିକ ଥିବାରୁ ଅନ୍ତର୍ଜାତୀୟ ତଥା ଘରୋଇ କ୍ରେତାମାନେ ଭାରତର ଚା’କୁ ଫେରସ୍ତ...

କେକେଙ୍କ ମୃତ୍ୟୁ ନେଇ ପ୍ରଶାସନକୁ ଦୋଷ ଦେଲେ ରାଜ୍ୟପାଳ…

କୋଲକାତା, ୪।୬ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଣ୍ଡ କହିଛନ୍ତି ଯେ ଗାୟକ କେକେଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ସେ କହିଛନ୍ତି ଯେ ଅନେକ ଲୋକ ମୋତେ ଭିଡିଓ ପଠାଇଛନ୍ତି ଏବଂ ମୁଁ ସେହି ଭିଡିଓଗୁଡିକ ଦେଖିଛି। ଖରାପ ଆୟୋଜନ...

ରାଜଧାନୀରେ ଲଗାଯିବ ୫୦୦ ତ୍ରିରଙ୍ଗା…

ନୂଆଦିଲ୍ଲୀ, ୪।୬ : ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ୫୦୦ ତ୍ରିରଙ୍ଗା ଲଗାଯିବ। ତ୍ରିରଙ୍ଗାର ଯତ୍ନ ନେବା ପାଇଁ ସ୍ବେଚ୍ଛାସେବୀ କମିଟି ମଧ୍ୟ ଗଠନ କରାଯିବ। କେଜ୍ରିୱାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri