ଜାତୀୟ

ବିହାରରେ ଜାତିଗତ ଜନଗଣନାକୁ କ୍ୟାବିନେଟର ମୋହର

ପାଟନା,୨।୬: ବିହାରରେ ଜାତି ଭିତ୍ତିକ ଜନଗଣନାକୁ ନୀତିଶ କୁମାରଙ୍କ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅମୀର ସୁଭାନୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଜାତିଗତ ଜନଗଣନା ସମୟରେ ଅର୍ଥନୈତିକ ଆଧାରରେ ଏକ ସର୍ଭେ କରିବା ପାଇଁ...

ଶୁକ୍ରବାର ୟୁପି ଗସ୍ତ କରିବେ ମୋଦି

ଲକ୍ଷ୍ନୌ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୩ ଅର୍ଥାତ୍‌ ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମୋଦି ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ। ଏହାପରେ ଦ୍ୱିପ୍ରହର ୧ଟା ୪୫ରେ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ...

ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବେଲା ଗୁରୁବାର ସୂଚନା ଦେଇଛନ୍ତି। ତେବେ ସୋନିଆଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍‌ କରି ଲେଖିଛନ୍ତି...

ସିଧୁଙ୍କ ହତ୍ୟାର ୫ଦିନ ପରେ ପୁଣି ବଢ଼ିଲା ଭିଆଇପିଙ୍କ ସୁରକ୍ଷା

ଚଣ୍ଡିଗଡ଼,୨।୬: ପଞ୍ଜାବ ସରକାର ୪୨୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ରାପର ଗାୟକ ସିଧୁ ମୂସେଓ୍ବାଲାଙ୍କୁ ରବିବାର କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ତେବେ ଘଟଣାର ୫ଦିନ...

ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପାରିଙ୍କ ପରଲୋକ

ଗୁରୁଗାଁଓ,୨।୬: ପ୍ରସିଦ୍ଧ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଭଜନ ସୋପାରିଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଗୁରୁଗାଁଓର ଫୋର୍ଟିସ ହସ୍ପିଟାଲରେ ତାଙ୍କର...

ଜମ୍ମୁ-କଶ୍ମୀରରେ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ହତ୍ୟା ଘଟଣା: ନିଜକୁ ଦାୟୀ କଲା କେଏଫ୍‌ଏଫ୍‌

ଶ୍ରୀନଗର,୨।୫: ଜମ୍ମୁ-କଶ୍ମୀରର କୁଲଗାମରେ ଗୁରୁବାର ଜଣେ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ କଶ୍ମୀର ଫ୍ରିଡମ୍‌ ଫାଇଟର୍ସ(କେଏଫ୍‌ଏଫ୍‌) ନିଜକୁ ଦାୟୀ କରିଛି। କେବଳ ଏତିକି ନୁହେଁ, କେଏଫ୍‌ଏଫ୍‌ ଏକ ପତ୍ର ଜାରି କରି...

ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଅମିତ ଶାହାଙ୍କୁ ଭେଟିଲେ ଡୋଭାଲ

ନୂଆଦିଲ୍ଲୀ,୨।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଗୁରୁବାର ଭେଟିଛନ୍ତି। ଅମିତ ଶାହା ଓ ଡୋଭାଲଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ...

ସାକିନାକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ,୨।୬: ସାକିନାକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମୋହନ ଚୌହାନଙ୍କୁ ମୁମ୍ବାଇ ସେସନ୍ସ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ଏହାକୁ ଏକ ବିରଳ ମାମଲା ବୋଲି କହିଛନ୍ତି। ଏଭଳି ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଆବଶ୍ୟକ...

‘ସମ୍ରାଟ ପୃଥ୍ବୀରାଜ’କୁ ଟ୍ୟାକ୍ସ୍‌ ଫ୍ରି ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ,୨।୬: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ ଅର୍ଥାତ୍‌ ଜୁନ୍‌ ୩ରେ ପେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ନେଇ...

ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ, ୩ ଯବାନ ଆହତ…

ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏକ ଗାଡ଼ିରେ ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଯବାନ ଆହତ ହୋଇଥିବା କଶ୍ମୀର ଆଇଜିପି ବିଜୟ କୁମାର ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର...

ଭାଜପାରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ

ଅହମଦାବାଦ,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଅହମଦାବାଦରେ ଥିବା ଭାଜପା ମୁଖ୍ୟାଳୟରେ ରାଜ୍ୟର ଭାଜପା ଅଧ୍ୟକ୍ଷ ସିଆର୍‌ ପାଟିଲ ଏବଂ ଦଳର ବରିଷ୍ଠ ନେତା ନୀତିନ ପଟେଲଙ୍କ ଉପସ୍ଥିତିରେ...

ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବୋଲା ଏନେଇ ସୂଚନା ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ସୋନିଆ ଯେଉଁ ନେତାମାନଙ୍କୁ ଭେଟିଛନ୍ତି ସେମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri