ଜାତୀୟ

ଶିବରାଜଙ୍କ ଅଭିନବ ପ୍ରୟାସ

ଭୋପାଳ,୨୬ା୫: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଙ୍ଗଳବାର ରାଜଧାନୀ ଭୋପାଳରେ ବୁଲି ବୁଲି କଣ୍ଢେଇ, ପୁସ୍ତକ ଆଦି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱବ ସାରଙ୍ଗ ଓ ସ୍ଥାନୀୟ ବିଧାୟକ କ୍ରିଷ୍ଣା...

କଂଗ୍ରେସ ଛାଡିବା ସହଜ ନ ଥିଲା: ସିବଲ

ନୂଆଦିଲ୍ଲୀ,୨୫।୫: କଂଗ୍ରେସରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କପିଲ ସିବଲ। ବୁଧବାର ସେ କହିଛନ୍ତି, ୨୦୨୪ରେ ଆମେ ଏକାଠି ଲୋକଙ୍କ ସ୍ବର ଉତ୍ତୋଳନ କରିବୁ। ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା...

୩ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୨୫।୫: ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକସଭା ତଥା ବିଧାନସଭା ଉପ-ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଉତ୍ତରପ୍ରଦେଶ, ପଞ୍ଜାବ, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଏବଂ ଝାଡଖଣ୍ଡରେ ୩ଟି ଲୋକସଭା...

ବିବାଦରେ ରାହୁଲଙ୍କ ଲଣ୍ଡନ ଯାତ୍ରା

ନୂଆଦିଲ୍ଲୀ,୨୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ବ୍ରିଟେନ ଗସ୍ତରେ ଯାଇଛନ୍ତି। ସେ ଲଣ୍ଡନର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଆଇଡିଆ ଫର୍‌ ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାସହ ସେ ବ୍ରିଟେନ୍‌ ଲେବର ପାର୍ଟି ନେତା ତଥା ଏମ୍‌ପି ଜେରେମି କର୍ବିନଙ୍କୁ...

ପୋଲିସ ଉପରକୁ ପଥର ମାଡ଼ କଲେ ୟାସିନଙ୍କ ସମର୍ଥକ

ଶ୍ରୀନଗର,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ କୋର୍ଟ ପକ୍ଷରୁ ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମନା କରିଛନ୍ତି। ଏହି ରାୟ...

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏହାସହ ତାଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମନା ମଧ୍ୟ...

ବିଧାନସଭାରେ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଗଲେ ଅଖିଳେଶ

ଲକ୍ଷ୍ନୌ,୨୫।୫: ଉତ୍ତରପ୍ରଦେଶରେ ବିଧାନସଭା ଅଧିବେଶନ ଚାଲିଛି। ବୁଧବାର ଗୃହ ଭିତରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ୟୁପି ବିଧାନସଭାରେ ବିରୋଧୀ ଦଳର ନେତା ଥିବା ଅଖିଳେଶ ଭାଜପା...

ୟାସିନ ମଲିକଙ୍କ ସମର୍ଥନରେ ବାହାରିଲେ ଆଫ୍ରିଦି: ଅମିତ୍‌ ମିଶ୍ର ଦେଲେ ମୁହଁତୋଡ଼ ଜବାବ

ନୂଆଦିଲ୍ଲୀ, ୨୫।୫: ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଏକ ବିବାଦୀୟ ତଥା ଉତ୍ତେଜନାମୂଳକ ଟୁଇଟ କରିଛନ୍ତି। ସେ ଏହି...

‘ମୁଁ ଭିକ ମାଗିବି ନାହିଁ’, ଯାହା ଦଣ୍ଡ ଦେବାର ଅଛି ଦିଅ: ୟାସିନ ମଲିକ

ନୂଆଦିଲ୍ଲୀ,୨୫ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସଜା ଉପରେ ବୁଧବାର ଶୁଣାଣି ହେବ । ଏନଆଇଏର ବିଶେଷ କୋର୍ଟରେ ଏହାର ସଜା ସ୍ଥିର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାର ଶୁଣାଣି ସମୟରେ ୟାସିନ...

ଫାଷ୍ଟଟ୍ରାକ କୋର୍ଟକୁ ଟ୍ରାନ୍ସଫର ହେଲା ଜ୍ଞାନବ୍ୟାପି ମାମଲା: ୩୦ ମେ’ରେ ପରବର୍ତ୍ତି ଶୁଣାଣି

ବାରାଣସୀ,୨୫ ।୫: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପି ମସଜିଦ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସମୟ ନଷ୍ଟ ନ କରି କୋର୍ଟଙ୍କ ପକ୍ଷରୁ ଏହାର ଶୁଣାଣି କରାଯାଉଥିବା ବେଳେ ଏହାକୁ ଫାଷ୍ଟ ଟ୍ରାକ କୋର୍ଟକୁ ଟ୍ରାନ୍ସଫର...

ଆମେରିକାର ୧୦୦ ନାଗରିକଙ୍କ ପାଖରେ ୧୨୦ ଅସ୍ତ୍ରଶସ୍ତ୍ର, ଭାରତରେ ଶହେରୁ ୫ ଜଣଙ୍କ ପାଖରେ ବନ୍ଧୁକ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସରେ ଘଟିଥିବା ଗୁଳିକାଣ୍ଡ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏକ ରିପୋର୍ଟ ଅନୁସାରେ ଆମେରିକାର ୩୩ କୋଟି ଜନସଂଖ୍ୟାଙ୍କ ପାଖରେ ୩୯ କୋଟି କୋଟି ଅସ୍ତ୍ରଶସ୍ତ୍ର ରହିଛି। ଦେଶର ପ୍ରତ୍ୟେକ ୧୦୦ନାଗରିକଙ୍କ ପାଖରେ ୧୨୦.୫...

ଅଖିଳେଶଙ୍କ ରାଜ୍ୟ ସଭା ଗେମ୍‌ ପ୍ଲାନ୍‌…

ଲକ୍ଷ୍ନୌ, ୨୫।୫ : ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ରାଜ୍ୟର ୧୧ ରାଜ୍ୟ ସଭା ଆସନ ମଧ୍ୟରୁ ଭାଜପା ୭ ଏବଂ ସମାଜବାଦୀ ପାର୍ଟିରୁ ଏଥର ତିନିଜଣ ନେତାଙ୍କୁ ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri