ଜାତୀୟ

ହାଟରୁ ସ୍ତ୍ରୀଙ୍କ ପାଇଁ ଟିକିଲି କିଣିଲେ ଭୂପେଶ

ରାୟପୁର,୨୫।୫: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଙ୍ଗଳବାର ବସ୍ତର ଜିଲା ଚିତ୍ରକୋଟ ଅନ୍ତର୍ଗତ କିଲେପାଲ ଅଞ୍ଚଳ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ସେଠାରେ ଥିବା ଏକ ହାଟରେ ବୁଲିବା ସମୟରେ ଜଣେ ଦୋକାନୀ ଛତିଶଗଡ଼ୀ ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦୋକାନରୁ କିଛି...

୩୦ ଗୁଣ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୨୫।୫: ଜଳବାୟୁ ପରିବର୍ତ୍ତନ ଯୋଗୁ ତାତି ବଢ଼ୁଛି। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଭାରତ ଓ ପାକିସ୍ତାନରେ ସର୍ବାଧିକ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଗ୍ରୀଷ୍ମ ଲହର ପୂର୍ବାପେକ୍ଷା ପ୍ରାୟ ୩୦ ଗୁଣ ଅଧିକ...

ଜେଲ ଜୀବନ: କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ସିଦ୍ଧୁ, ମିଳିବ ନାହିଁ ୩ ମାସର ପାରିଶ୍ରମିକ

ଚଣ୍ଡିଗଡ଼,୨୫ ।୫: ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ହୋଇଯାଇଛନ୍ତି । ୩୪ ବର୍ଷ ପୂର୍ବର ରୋଡ ରେଜ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ସିଦ୍ଧୁ ଏବେ...

ଭାଜପାରେ ଯୋଗଦେଲେ ଏଏପି ନେତା ଅଜୟ କୋଠିୟାଲ

ଡେରାଡୁନ୍‌,୨୪।୫: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଅବସରପ୍ରାପ୍ତ କଲୋନେଲ୍‌ ଅଜୟ କୋଠିୟାଲ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ରାଜ୍ୟ ଭାଜପା ସଭାପତି ମଦନ କୌଶିକଙ୍କ...

ଆଇନ ବ୍ୟବସ୍ଥା ନେଇ ଯୋଗୀ-ଅଖିଳେଶ ମୁହାଁମୁହିଁ…

ଲକ୍ଷ୍ନୌ, ୨୪।୫ : ଉତ୍ତରପ୍ରଦେଶ ବିଧାନସଭାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିରୋଧୀଦଳର ନେତା ଅଖିଳେଶ ଯାଦବଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ଜୈଶ୍‌ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌, ୮ ଗିରଫ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌ ଘଟିଛି। ପୁଲଓ୍ବାମା ଜିଲାର ଅଓ୍ବନ୍ତିପୁରାରେ ଏହି ଘଟଣାରେ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଗୋଳା...

ଗୁଳି କରି ପୋଲିସଙ୍କୁ ହତ୍ୟା କଲେ ଆତଙ୍କବାଦୀ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଶ୍ରୀନଗର ଜିଲାର ସୁରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ପୋଲିସ ସୈଫୁଲ୍ଲା କାଦ୍ରି ଗୁରୁତର ଆହତ ହୋଇଥିଲେ।...

ଗହମ ପରେ ଏବେ ଚିନି ରପ୍ତାନି ଉପରେ ରୋକ ଲାଗି ଯୋଜନା…

ନୂଆଦିଲ୍ଲୀ, ୨୪।୫ : ଗହମ ପରି ଏବେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଚିନିର ଘରୋଇ ମୂଲ୍ୟ ବୃଦ୍ଧିକୁ...

କଂଗ୍ରେସ ଉପରେ ବର୍ଷିଲେ ହାର୍ଦ୍ଦିକ…

ନୂଆଦିଲ୍ଲୀ, ୨୪।୫ : କଂଗ୍ରେସ ଛାଡିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ ପୁଣି ଥରେ କଂଗ୍ରେସ ଦଳର ହାଇକମାଣ୍ଡଙ୍କୁ ଟାର୍ଗେଟ୍‌ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସେ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ଦଳ କାହିଁକି ହିନ୍ଦୁ ଏବଂ...

‘ବନ୍ଦେ ମାତରମ୍‌’କୁ ମିଳୁ ଜାତୀୟ ସଙ୍ଗୀତ ଭଳି ସମ୍ମାନ, ହାଇକୋର୍ଟରେ ପିଟିଶନ…

ନୂଆଦିଲ୍ଲୀ, ୨୪।୫ : ଜାତୀୟ ସଂଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମାତରମ୍‌’କୁ ସମାନ ସମ୍ମାନ ଦିଆଯାଉ। ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଛି। ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ...

ବିଜୟ ସିଂଘଲ ଗିରଫ: କେଜରିୱାଲ କହିଲେ ମାନ୍‌ଙ୍କ ଉପରେ ଆମେ ଗର୍ବ କରୁ

ନୂଆଦିଲ୍ଲୀ,୨୪ ।୫: ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରି ବିଜୟ ସିଂଘଲଙ୍କୁ ଦୁର୍ନୀତି ମାମଲାରେ ପଦରୁ ବରଖାସ୍ତ କରାଯିବା ପରେ ଗିରଫ କରାଯାଇଛି । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ତାଙ୍କ ସରକାର କେବେ ଦୁର୍ନୀତିକୁ ବରଦାସ୍ତ କରିବ ନାହିଁ...

ସରକାରୀ ବାସଭବନ ଛାଡ଼ିବେ ଏୟାର ଇଣ୍ଡିଆ କର୍ମଚାରୀ, ଜୁଲାଇ ୨୬ ପର୍ଯ୍ୟନ୍ତ ସମୟ…

ନୂଆଦିଲ୍ଲୀ, ୨୪।୫ : ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଶୀଘ୍ର ସେମାନଙ୍କର ସରକାରୀ ବାସଭବନ ଖାଲି କରିବାକୁ ପଡିପାରେ। ଏକ ସରକାରୀ ତଥ୍ୟ ଅନୁଯାୟୀ, ଟାଟା ଗ୍ରୁପ ମାଲିକାନା ଏୟାର ଇଣ୍ଡିଆ ଏହାର କର୍ମଚାରୀମାନଙ୍କୁ ଜୁଲାଇ ୨୬ ସୁଦ୍ଧା ସରକାରୀ କଲୋନୀରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri