ଜାତୀୟ

ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଯୋଗୁ ଜମ୍ମୁ-କଶ୍ମୀରରେ ଘଟୁଛି ହିଂସା: ମେହବୁବା

ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀରରେ ପୁଣି ହିଂସା ଦେଖିବାକୁ ମିଳିଛି। କଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ହେବାର କିଛି ଦିନ ପରେ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରାଯାଇଛି। ଏହି ହିଂସା ପାଇଁ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ...

ଦେଶରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କମିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ୨ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା କମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯...

ଜ୍ଞାନବ୍ୟାପି ମସଜିଦରେ ଶିବଲିଙ୍ଗ ନାହିଁ: ଓୱାଇସି

ବାରାଣସି,୧୭ ।୫: ବାରାଣସୀର ଜ୍ଞାନବ୍ୟାପି ମସିଜିଦ ସର୍ଭେର ଶେଷ ଦିନରେ ଅର୍ଥାତ୍ ସୋମବାର ହିନ୍ଦୁ ପକ୍ଷରୁ ୧୨ ଫୁଟ ଉଚ୍ଚ ଓ ୮ ଇଞ୍ଚ ଲମ୍ବା ଶିବଲିଙ୍ଗ ମିଳିଥିବା ଦାବି କରାଯାଇଛି । ଏହାସହ ଯେଉଁଠାରୁ ଶିବଲିଙ୍ଗ ମିଳିଛି ସେହି...

ଚାରିଧାମ ଯାତ୍ରା ବେଳେ ୪୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ବର୍ଷା କମିବା ପରେ ପୁଣି ଆରମ୍ଭ ହେଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୧୭ ।୫: ଉତ୍ତରାଖଣ୍ଡରେ ବର୍ଷା କମିବା ପରେ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ମୂଷଳଧାରାରେ ବର୍ଷା ଯୋଗୁ ସ୍ଥାନେ ସ୍ଥାନେ ଭୂସ୍ଖଳନ ଫଳରେ ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ମଙ୍ଗଳବାର...

ହ୍ବାଟ୍ସଆପ୍‌ରେ ଶୁଣାଣି କଲେ ହାଇକୋର୍ଟ

ଚେନ୍ନାଇ,୧୭।୫: ଦେଶରେ ପ୍ରଥମ ଥର ହ୍ବାଟ୍ସଆପ୍‌ ଜରିଆରେ ମାମଲାର ଶୁଣାଣି ହୋଇଛି। ମାଡ୍ରାସ ହାଇକୋର୍ଟ ବିଚାରପତି ଜି.ଆର୍‌. ସ୍ବାମୀନାଥନ ବିବାହ ଉତ୍ସବରେ ଯୋଗ ଦେଇଥିବାବେଳେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ତାଙ୍କୁ ହ୍ବାଟ୍ସଆପ୍‌ରେ କରିବାକୁ ପଡ଼ିଥିଲା। ସେ ଚାରିଟେବୁଲ...

ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା: ୧୪୪ ଧାରା ଜାରି

ଭୋପାଳ,୧୭।୫: ରାଜସ୍ଥାନ ଠାରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ହିଂସା ଖବର ଆଜିକାଲି ଦେଖିବାକୁ ମିଳୁଛି। ସୋମବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ନିମଚରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଉତ୍ତେଜନା ଏତେ ବଢିଗଲା ଯେ ବହୁ ସଂଖ୍ୟକ ପୋଲିସ...

ବନ୍ଧୁକ ଚାଳନା ଶିଖୁଛନ୍ତି ବଜରଙ୍ଗ ଦଳ କର୍ମୀ

ବେଙ୍ଗାଲୁରୁ, ୧୭ା୫: କର୍ନାଟକର କୋଡାଗୁ ଟ୍ରେନିଂ କ୍ୟାମ୍ପ୍‌ରେ ବଜରଙ୍ଗ ଦଳର କର୍ମୀ ବନ୍ଧୁକ ଚାଳନା ଶିଖୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିବାବେଳେ ଦଳର ଲିଡର ରଘୁ ଶାକଲେଶପୁର ଏହା...

ଆସାମରେ ପ୍ରଳୟଙ୍କରି ବନ୍ୟା, ୨୦ ଜିଲାର ୨ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟି,୧୭ ।୫: ଉତ୍ତର ଭାରତରେ ଲଗାତାର ବଢିଚାଲିଛି ଗ୍ରୀଷ୍ମର ପ୍ରକୋପ । ଏପଟେ ଆସାମରେ ଲଗାତାର ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ଉପୁଜିଛି । ଏହାଫଳରେ ୨୦ ଜିଲାରେ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା...

ଭାରତୀ ସିଂହଙ୍କ ନାଁରେ ଏଫ୍‌ଆଇଆର

ମୁମ୍ବାଇ,୧୬।୫: ବିବାଦ ଘେରରେ ଏବେ କମେଡି କୁଇନ ଭାରତୀ ସିଂହ। ମହଙ୍ଗା ପଡ଼ିଲା ଥଟ୍ଟା କରିବା। ସୋମବାର ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିବା ଜଣାପଡ଼ିଛି। ଶିଖ୍‌ଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ଏସ୍‌ଜିପିସି ପକ୍ଷରୁ ଏହି ଏଫ୍‌ଆଇଆର ରୁଜୁ...

ମୁଣ୍ଡ୍‌କା ପରେ ଏବେ ନରେଲାରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୬।୫: ଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀ ମୁଣ୍ଡ୍‌କାର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକଙ୍କ ମୃତ୍ୟୁ ଘଟିଥିଲା। ମୁଣ୍ଡ୍‌କା ପରେ ଏବେ ନରେଲା ସ୍ଥିତ ଏକ ଚପଲ ଫ୍ୟାକ୍ଟ୍ରିରେ ସୋମବାର ରାତି ସାଢ଼େ ୮ଟାରେ...

ରାଜଧାନୀରେ କମୁଛି କରୋନା ମାମଲା

ନୂଆଦିଲ୍ଲୀ,୧୬।୫: ରାଜଧାନୀ ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଗତ କିଛି ଦିନରୁ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୭୭ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାଜନିତ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ...

ଲକ୍ଷ୍ନୌରେ ପହଞ୍ଚିଲେ ମୋଦି

ଲକ୍ଷ୍ନୌ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ସନ୍ଧ୍ୟାରେ କୁଶୀନଗରରୁ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହାପରେ ସେ ସିଧାସଳଖ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଯିବେ। ସେଠାରେ ମୋଦି ଯୋଗୀ ସରକାରଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri