ଜାତୀୟ

ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରୁଛନ୍ତି ମୁକେଶ ଅମ୍ବାନୀଙ୍କ ଭାଣେଜୀ

ନୂଆଦିଲ୍ଲୀ,୧୨।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ମାଲିକ ମୁକେଶ ଅମ୍ବାନୀଙ୍କ ଭାଣେଜୀ ଇଶିତା ସାଲଗାଓକର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ମୁକେଶଙ୍କ ଭଉଣୀ ଦୀପ୍ତି ସାଲଗାଓକର ଏବଂ ଦତ୍ତରାଜ ସାଲଗାଓକରଙ୍କ ଝିଅ ଇଶିତା ଅତୁଲ୍ୟ ମିତ୍ତଲଙ୍କ ହାତ ଧରିବେ। ଏବେ ଉଭୟଙ୍କ...

ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ରାଜୀବ କୁମାର ,୧୫ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ,୧୨।୫: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର। ସେ ମେ’୧୫ରେ ଦାୟିତ୍ୱ ଗ୍ରହଣ କରିବେ। ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ’୧୪ରେ ଅବସର ନେବେ। ଏ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି...

ଜ୍ଞାନବାପି ମସଜିଦ୍‌ ମାମଲା, ବଦଳିବେନି କମିଶନର, ୧୭ ମେ’ ପୂର୍ବରୁ ପୁଣି ସର୍ଭେ…

ଆହ୍ଲାବାଦ୍‌, ୧୨।୫ : ତିନି ଦିନ ଧରି ସମସ୍ତ ଦଳର ବିତର୍କ ପରେ କାଶୀ ବିଶ୍ୱନାଥ ଧାମ-ଜ୍ଞାନବାପିରେ ଅବସ୍ଥିତ ମା ଶୃଙ୍ଗାର ଗୌରୀ ଏବଂ ଅନ୍ୟାନ୍ୟ ଦେବତାଙ୍କ ସର୍ଭେ ପ୍ରସଙ୍ଗ ଶେଷ ହୋଇଛି। ଦୁଇ ଘଣ୍ଟା ଧରି ଚାଲିଥିବା ଯୁକ୍ତି...

ପିଆଇଏଲ୍‌ର ଅପବ୍ୟବହାର ନହେଉ, ତାଜମହଲ ୨୨ ବନ୍ଦ କୋଠରୀର ରହସ୍ୟ ନେଇ କହିଲେ ହାଇକୋର୍ଟ…

ଆଗ୍ରା, ୧୨।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବା ନେଇ କରାଯାଇଥିବା ଆବେଦନର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ବ୍ୟବସ୍ଥାର ଅପବ୍ୟବହାର ନ କରିବାକୁ କହିଛନ୍ତି। ଏହା ସହିତ କୋର୍ଟ ଏହାର ଶୂଣାଣି ଶୁକ୍ରବାର ପର୍ଯ୍ୟନ୍ତ...

୨୮୨ ଭାରତୀୟ ସୈନ୍ୟଙ୍କ କଙ୍କାଳ ଠାବ

ଅମୃତସର,୧୨।୫: ୧୮୫୭ରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୨୮୨ ଭାରତୀୟ ସୈନ୍ୟଙ୍କ କଙ୍କାଳ ପଞ୍ଜାବରେ ଠାବ କରାଯାଇଛି। ଅମୃତସର ନିକଟ ଅଜ୍‌ନାଳାଠାରେ ମାଟି ଖନନ ବେଳେ ଏକ କୂଅରୁ ନରକଙ୍କାଳ ଠାବ ହୋଇଥିବା...

୧୧ ବର୍ଷର ପୁଅକୁ ୨୦ ବୁଲା କୁକୁର ସହ ଗୋଟିଏ ରୁମ୍‌ରେ ଅଟକ ରଖି ଚର୍ଚ୍ଚାରେ ଦମ୍ପତି

ପୁଣେ,୧୨।୫: ମହାରାଷ୍ଟ୍ରର ପୁଣେରେ ଏକ ଅମାନବୀୟ ଘଟଣା ଘଟିଛି। ଏଠାରେ ଏକ ଦମ୍ପତି ୧୧ ବର୍ଷର ପୁଅକୁ ୨୦ଟି ବୁଲା କୁକୁର ସହ ଗୋଟିଏ ରୁମ୍‌ରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ପୋଲିସ ଦମ୍ପତିଙ୍କ ବିରୋଧରେ ଏକ ମାମଲା ରୁଜୁ...

୧୭୦ ବିଲ୍ଡିଂର ସୁରକ୍ଷା ଦାୟିତ୍ୱ ୨୦୦୦ ଯବାନଙ୍କ ହାତରେ…

ଚଣ୍ଡିଗଡ଼, ୧୨।୫ : ମୋହାଲିରେ ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନ ପଞ୍ଜାବ ସରକାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂର ସୁରକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଏହି ଆକ୍ରମଣର ତଦନ୍ତ ମଧ୍ୟରେ ପୋଲିସ ପ୍ରଶାସନ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ...

ଦେଶରେ ୮୦-୮୨ ପ୍ରତିଶତ ହିନ୍ଦୁ, ଭାଜପାକୁ ମିଳୁଛି କେବଳ ୪୦ ପ୍ରତିଶତ ଭୋଟ…

ନୂଆଦିଲ୍ଲୀ, ୧୨।୫ : ଦେଶର ଜନସଂଖ୍ୟାର ୮୦ ରୁ ୮୨ ପ୍ରତିଶତ ହିନ୍ଦୁ। କିନ୍ତୁ ଭାଜପା ଏପର୍ଯ୍ୟନ୍ତ ପ୍ରାୟ ୪୦ ପ୍ରତିଶତ ଭୋଟ ପାଇଛି। ଏଭଳି ପରିସ୍ଥିତିରେ ପୋଲାରାଇଜେଶନ ଆଧାରରେ ଏହି ଦଳ ନିର୍ବାଚନରେ ଜିତୁଥିବା କହିବା ସମ୍ପୂର୍ଣ୍ଣ ଭୁଲ...

ଭାରତୀୟ ରାଜନୀତିରେ ଭାଜପାର ପ୍ରଭାବ ୨୦ରୁ ୩୦ ବର୍ଷ ରହିବା ସମ୍ଭାବନା…

ନୂଆଦିଲ୍ଲୀ, ୧୨।୫ : ଆସନ୍ତା ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ଭାଜପାର ପ୍ରଭାବ ରହିବ। ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର (ପିକେ) ଏଭଳି କହିଛନ୍ତି। ଏହି ସମୟ ମଧ୍ୟରେ ଭାଜପା ରାଜନୀତିର କେନ୍ଦ୍ରରେ...

ରାତି ୨.୩୦ରେ ପୋଲିସକୁ ଫୋନ କରି ୨ ବୋତଲ ବିୟର୍‌ ମାଗିଲେ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ୍‌,୧୨।୫: ତେଲେଙ୍ଗାନାରେ ଜଣେ ଯୁବକ ମଦ ନିଶାରେ ଏପରି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି, ଯାହାକୁ କେହି ସହଜେ ଭାବି ପାରିବେ ନାହିଁ। ଜଣେ ୨୨ ବର୍ଷ ବର୍ଷୀୟ ଯୁବକ ରାତି ୨.୩୦ରେ ୧୦୦ ଡାଏଲ କରି ଦୁଇ ବୋତଲ...

ପିକେଙ୍କ ପରାମର୍ଶ, ବିରୋଧୀ ଦଳଙ୍କ ଭଳି ଆଚରଣ ଶିକ୍ଷାଲାଭ କରୁ କଂଗ୍ରେସ…

ନୂଆଦିଲ୍ଲୀ, ୧୨।୫ : ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ କଂଗ୍ରେସ ବିରୋଧୀ ଦଳ ଭଳି ଆଚରଣ ଶିକ୍ଷାଲାଭ କରିବା ଆବଶ୍ୟକ। ଇଣ୍ଡିଆନ...

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri