ଜାତୀୟ

୪ ମାସରେ ୧୫ ପାକିସ୍ତାନୀ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର…

ଶ୍ରୀନଗର, ୧।୫ : ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଗତ ବର୍ଷ ସମାନ ସମୟ ତୁଳନାରେ ଚଳିତ ବର୍ଷ ୪ ମାସ ମଧ୍ୟରେ ଏପର୍ଯ୍ୟନ୍ତ କାଶ୍ମୀରରେ ଆତଙ୍କବାଦୀଙ୍କ...

ମେ’ ୨ରୁ ପ୍ରଧାନମନ୍ତ୍ରୀଙ୍କ ୬୫ ଘଣ୍ଟିଆ ବିଦେଶ ଗସ୍ତ…

ନୂଆଦିଲ୍ଲୀ, ୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷ ପ୍ରଥମ ବିଦେଶ ଗସ୍ତ ସୋମବାର, ମେ ୨ରୁ ଆରାମ୍ଭ ହେଉଛି। ଏହି ଅବସରରେ ସେ ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବେ। ସରକାରୀ ସୂତ୍ର ଅନୁଯାୟୀ, ଏହି...

ନର୍ସିଂହୋମ କାନ୍ଥରେ ଝୁଲୁଛି ନର୍ସଙ୍କ ମୃତଦେହ; ଦିନକ ପୂର୍ବରୁ ଚାକିରିରେ ଯୋଗ ଦେଇଥିଲେ

ଉନ୍ନାଓ,୧।୫: ଉତ୍ତରପ୍ରଦେଶର ଉନ୍ନାଓର ବଙ୍ଗରାମାଉ ଥାନା ଅଞ୍ଚଳରେ ଏକ ଘରୋଇ ନର୍ସିଂହୋମର କାନ୍ଥରେ ଜଣେ ନର୍ସଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଛି। ଚାକିରିରେ ଯୋଗ ଦେବାର ଦିନକ ପରେ ଉକ୍ତ ନର୍ସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ପରିବାରଲୋକେ ତାଙ୍କୁ...

ସ୍କୁଲରେ ପଢୁଥିବାବେଳେ ନିଜ ପିଲାଙ୍କୁ ଦେଖିପାରିବେ ଅଭିଭାବକ…

ନୂଆଦିଲ୍ଲୀ, ୧।୫ : ରାଜଧାନୀ ଦିଲ୍ଲୀରେ, ଖୁବ୍‌ ଶୀଘ୍ର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ୍‌ରେ ପଢୁଥିବା ସମୟରେ  ମୋବାଇଲରେ  ଦେଖିପାରିବେ।  ଏହା ମେ ମାସରୁ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନାରେ କାର୍ଯ୍ୟ କରୁଥିବା ପବ୍ଲିକ ୱାର୍କସ ବିଭାଗ...

ଚାରି ଧାମ ଯାତ୍ରା ସମୟରେ ଭିଡରୁ ମିଳିବ ମୁକ୍ତି

ଡେରାଡୁନ,୧ ।୫: ପବିତ୍ର ଚାରି ଧାମ ଯାତ୍ରା ମେ’ ୩ରୁ ଆରମ୍ଭ ହେବାକୁ ଯାଉଛି । ଏବେ ଏହି ଯାତ୍ରାକୁ ନେଇ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୂତ ହୋଇ ଗଲେଣି । ଏଥର କିନ୍ତୁ ଚାରିଧାମ ଯାତ୍ରାରେ ଆଉ...

ବିଧାୟକ ଭାବେ ନିର୍ବାଚନ ଜିତିଥିଲେ ବି ଶପଥ ନେଇପାରୁନାହାନ୍ତି

କୋଲକାତା,୧।୫: ଭାଜପାରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ଗାୟକ ବାବୁଲ ସୁପ୍ରିଓ ବାଲିଗଞ୍ଜ ସିଟ୍‌ରୁ ବିଧାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଉପନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ସପ୍ତାହ ବିତି ଯାଇଥିଲେ ହେଁ ଶପଥ ନେଇ ପାରୁନାହାନ୍ତି...

ମନ୍ତ୍ରୀଙ୍କ ଜିଲା ହସ୍ପିଟାଲ ଗସ୍ତ ସମୟରେ ମୃତ ମହିଳାଙ୍କ ଚିକିତ୍ସା କରୁଥିଲେ ଡାକ୍ତର…

ଚିତ୍ରକୂଟ, ୧।୫ : ଉତ୍ତରପ୍ରଦେଶରେ ଚିତ୍ରକୂଟ ମଣ୍ଡଳର ଦାୟିତ୍ୱରେ ଥିବା ମନ୍ତ୍ରୀ ଜୟବୀର ସିଂ ରବିବାର ସ୍ଥାନୀୟ ଜିଲା ହସ୍ପିଟାଲ ଅଚାନକ ଗସ୍ତ କରିଥିଲେ। ଏହି ସମୟରେ ମନ୍ତ୍ରୀ ଜିଲା ହସ୍ପିଟାଲରେ ବହୁ ତ୍ରୁଟି ଦେଖିଥିଲେ। ମନ୍ତ୍ରୀ ଅଚାନକ ଏକ...

ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ବରଜିନ୍ଦର ସିଂ ଗିରଫ, କୋର୍ଟରେ ହେବେ ହାଜର

ଚଣ୍ଡିଗଡ଼,୧ ।୫: ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ବରଜିନ୍ଦର ସିଂ ପରୱାନଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ପୋଲିସ ରବିବାର ତାଙ୍କୁ କୋର୍ଟରେ ହାଜର କରିବ । ପୋଲିସ ଶନିବାର ସୂଚନା ଦେଇଥିଲା କି ପଟିଆଲା ହିଂସାର ମାଷ୍ଟରମାଇଣ୍ଡ...

‘ସ୍ପୁଟନିକ-ଭି ’ନେଇଥିବା ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୧।୫: ଋଷ ନିର୍ମିତ ସ୍ପୁଟନିକ-ଭି ଟିକା ଯେଉଁମାନେ ନେଇଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହି ଟିକାର ପ୍ରଥମ ଡୋଜ ନେଇପାରିବେ । ଏ ନେଇ ନ୍ୟାଶନାଲ ଟେକ୍ନିକାଲ ଆଡଭଇଜରୀ ଗ୍ରୁପ ସ୍ପୁଟନିକ ଟିକାକୁ ଅନୁମତି ଦେଇଛି। ସ୍ପୁଟନିକ-ଭି...

୬ ବର୍ଷର ରେକର୍ଡ ଭାଙ୍ଗିଲା ବିଦ୍ୟୁତ୍‌ ସଙ୍କଟ, ୬ ରାଜ୍ୟ ଅଧିକ ପ୍ରଭାବିତ…

ନୂଆଦିଲ୍ଲୀ, ୧।୫ : ଦେଶରେ ତାତି ବଢ଼ିବା ସହିତ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ପାୱାର ସିଷ୍ଟମ ଅପରେଶନ କର୍ପୋରେଶନର ରିପୋର୍ଟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ...

ପୁଣି ଘନେଇଲା ସଙ୍କଟ, ସକ୍ରିୟ ମାମଲା ଉପର ମୁହାଁ…

ନୂଆଦିଲ୍ଲୀ, ୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆସି ଜଳିଗଲେ ୧୧ ଜଣ

ପୁଣେ,୧।୫: ଶବଦାହ ବେଳେ ଜଳିଗଲେ ୧୧ ଜଣ। ଏଭଳି ଏକ ଅଘଟଣ ଘଟିଛି ମହାରାଷ୍ଟ୍ର ପୁଣେର ତାଡିବାଲ ରୋଡ ସ୍ଥିତ ଶବଦାହ ଗୃହରେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri