ଜାତୀୟ

ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ

ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ ଡାଟା ମାଗୁଛନ୍ତି । କମ୍ପାନୀ ପକ୍ଷରୁ ପ୍ରାୟ ୧ ମାସ ପୂର୍ବେ ଟିବି...

ତୃତୀୟ ସାମ୍ମୁଖ୍ୟ: ସମୟ ଆସିଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୫: ଆଗାମୀ ଲୋକ ସଭା ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡିର ଯୋଜନା ସମ୍ପର୍କରେ ଦଳ ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାପିଚୁପି ମତ ରଖିଛନ୍ତି। ପ୍ରସ୍ତାବିତ ତୃତୀୟ ସାମ୍ମୁଖ୍ୟ ନେଇ ପ୍ରଶ୍ନ ହେବାରୁ ନିର୍ବାଚନ ବହୁତ...

ଧର୍ମ ନାଁରେ ଚାଲିଛି ରାଜନୀତି, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ ହେଉନି କୌଣସି ଆଲୋଚନା

ମୁମ୍ବାଇ,୧ ।୫: କିଛିଦିନ ହେବ ସାରା ଦେଶରେ ସାଂପ୍ରଦାୟିକ ହିଂସା ଓ ଏହା ଉପରେ ଆଲୋଚନା ବଢିବାରେ ଲାଗିଛି । ଉତ୍ସବ ସମୟରେ ପଥରମାଡ ହେଉ ଅବା ଲାଉଡସ୍ପିକର ବିବାଦ ପୁଣି ହନୁମାନ ଚାଳିଶାକୁ ନେଇ ବିବାଦ । ଏମିତି...

ଅଭିଯୁକ୍ତଙ୍କ ଯେ କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ଜବତ କରାଯାଇ ପାରିବ…

ଶ୍ରୀନଗର, ୩୦।୪ : ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କ ଯେ କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ଜବତ କରାଯାଇ ପାରିବ। ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ସିଆର୍‌ପିସି ଧାରା ୧୦୨ ଅନ୍ତର୍ଗତ ଏହା ହେବ...

ଧର୍ମାନୁଷ୍ଠାନରୁ ହଟିଲା ୪୬ ହଜାର ବେଆଇନ ଲାଉଡ୍‌ସ୍ପିକର

ଲକ୍ଷ୍ନୌ,୩୦ା୪: ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୪୬ ହଜାର ଲାଉଡ ସ୍ପିକରକୁ ଧାର୍ମିକ ସ୍ଥାନରେ ବିନା ଅନୁମତିରେ ହଟାଇ ଦିଆଯାଇଛି। ଆଇନ ଅନୁଯାୟୀ ଲଗାଯାଇଥିବା ପ୍ରାୟ ୫୯ ହଜାର ଲାଉଡ୍‌ ସ୍ପିକରର ଶବ୍ଦକୁ ମଧ୍ୟ ହ୍ରାସ କରାଯାଇଛି। ୟୁପି ଏଡିଜି ଆଇନ...

ଅଭିଯୁକ୍ତଙ୍କ ସହିତ ପୀଡ଼ିତାଙ୍କ ପ୍ରତି ନ୍ୟାୟ କରାଯିବା ଜରୁରୀ ଦର୍ଶାଇ ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ କଲେ ହାଇକୋର୍ଟ…

ଆହ୍ଲାବାଦ, ୩୦।୪ : ନ୍ୟାୟ କେବଳ ଅଭିଯୁକ୍ତଙ୍କ ପାଇଁ ନୁହେଁ, ପୀଡ଼ିତାଙ୍କ ଲାଗି ମଧ୍ୟ ଏହା ଅପରିହାର୍ଯ୍ୟ। ଏକ ସାମୁହିକ ବଳାତ୍କାର ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏଭଳି କହିଛନ୍ତି। ଏହି ମାମଲାର ସ୍ଥାନାନ୍ତରଣ ଅନ୍ୟ କୋର୍ଟକୁ କରାଯିବା ଲାଗି ଅଭିଯୁକ୍ତମାନଙ୍କ...

ମୋଦିଙ୍କୁ ଘେରିଲେ ରାହୁଲ, ନିଜ ବିଫଳତା ପାଇଁ କାହାକୁ ଦୋଷ ଦେବେ, ନେହେରୁ ନା ଜନତାଙ୍କୁ…

ନୂଆଦିଲ୍ଲୀ, ୩୦।୪ : ଦେଶରେ ବଢୂଥିବା ବିଦ୍ୟୁତ ସଙ୍କଟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଶନିବାର ଟୁଇଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବେ ନିଜ ବିଫଳତା ପାଇଁ...

୧୨ରୁ ୧୪ ବର୍ଷ ବୟସ୍କ ୬୦ ପ୍ରତିଶତ ପିଲାଙ୍କୁ ଦିଆଯାଇଛି ଟିକା…

ନୂଆଦିଲ୍ଲୀ, ୩୦।୪ : ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନରେ ୧୨ରୁ ୧୪ ପିଲାଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କୁ ଡୋଜ୍‌ ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ସୂଚନା ପ୍ରଦାନ କରିଛନ୍ତି। ଟିକାନେବା ଲାଗି ପିଲାଙ୍କ...

ଝଡ଼ବର୍ଷାରେ ଭାଙ୍ଗିଲା ୧୭୧୦ କୋଟିର ନିର୍ମାଣଧୀନ ପୋଲ…

ଭାଗଲପୁର, ୩୦।୪ : ବିହାରର ଭାଗଲପୁରରେ ଖଗଡ଼ିଆଠାରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ୧୭୧୦.୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏକ ପୋଲ ଶୁକ୍ରବାର ବିଳମ୍ବିତ ରାତ୍ରରେ ହୋଇଥିବା ଝଡ଼ବର୍ଷାରେ ଭାଙ୍ଗି ଯାଇଛି। ଏନେଇ ନିର୍ମାଣ କମ୍ପାନୀ...

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଖର୍ଚ୍ଚ ହୋଇଛି ୯୦୦୦ କୋଟିରୁ ଅଧିକ…

ନୂଆଦିଲ୍ଲୀ, ୩୦।୪ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ କେନ୍ଦ୍ର ସରକାର ୨୦୨୧ ପର୍ଯ୍ୟନ୍ତ ସୁରକ୍ଷା ପାଇଁ ୯,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ୫ ଅଗଷ୍ଟ ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରଠାରୁ ସୁରକ୍ଷା ସମ୍ବନ୍ଧୀୟ...

୫ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ଆରମ୍ଭ…

ନୂଆଦିଲ୍ଲୀ, ୩୦।୪ : ସେପ୍ଟେମ୍ବର-ଅକ୍ଟୋବରରେ ଖାଲି ହେବାକୁ ଯାଉଥିବା କେତେକ ରାଜ୍ୟର ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବରର ଉପରାଜ୍ୟପାଳଙ୍କ...

ମେ’ରେ ତାତି ୫୦ ଡିଗ୍ରୀ ଟପିବ, ପାଣିପାଗ ବିଭାଗର ପୂର୍ବାନୁମାନ…

ନୂଆଦିଲ୍ଲୀ, ୩୦।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ଯେ, ମେ’ ମାସରେ ଦେଶର ବହୁ ଅଞ୍ଚଳରେ ତାତି ୫୦ ଡିଗ୍ରୀ ସେଲସିୟସ୍‌ ଟପିବାର ସମ୍ଭାବନା ରହିଛି। ଏହାଦ୍ୱାରା ସଙ୍କଟ ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri