ଜାତୀୟ

ମୋଦିଙ୍କ ଗସ୍ତ ପୂର୍ବରୁ ଆକ୍ରମଣ ପଣ୍ଡ

ଜମ୍ମୁ,୨୩।୪ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ବେଆଇନ ଘୋଷିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତ୍ମଘାତୀ ବିସ୍ଫୋରଣ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛି। ୫ ଘଣ୍ଟାର ଏନ୍‌କାଉଣ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ...

ବୁଲ୍‌ଡୋଜର ବିବାଦରେ ବୋରିସ୍‌

ନୂଆଦିଲ୍ଲୀ,୨୩ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୁଇଦିନିଆ ଭାରତ ଗସ୍ତରେ ଆସି ବୁଲ୍‌ଡୋଜର ବିବାଦରେ ଫସିଛନ୍ତି। ବୋରିସ୍‌ ଗୁରୁବାର ଗୁଜରାଟ ବଡ଼ୋଦରାର ହଲୋଲ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ବ୍ରିଟିଶ୍‌ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଜେସିବିର ଫ୍ୟାକ୍ଟି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ...

ଇସ୍ରୋ ଅଧ୍ୟକ୍ଷଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୨।୪: ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ ଏବଂ ମହାରାଷ୍ଟ୍ର ଏମ୍‌ପି ନବନୀତ ରାଣାଙ୍କୁ କେନ୍ଦ୍ର ସରକାର ଭିଆଇପି ସୁରକ୍ଷା ଯୋଗାଇ ଦେଇଛନ୍ତି। ସେମାନଙ୍କ ପ୍ରତି ବିପଦ ଥିବାରୁ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ସୁପାରିସ୍‌ କ୍ରମେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ସୁରକ୍ଷା...

ଭାଜପା ନୀତିକୁ ହାର୍ଦ୍ଦିକ ପଟେଲଙ୍କ ପ୍ରଶଂସା

ଅହମଦାବାଦ,୨୨।୪: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଶୁକ୍ରବାର ଖୋଲାଖୋଲି ଭାବେ ଭାଜପା ନୀତିକୁ ପ୍ରଶଂସା କରିବା ସହ ସେ ଜଣେ ହିନ୍ଦୁତ୍ୱ ନେତା ବୋଲି କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ,...

ସରିଲା ଚର୍ଚ୍ଚିତ ଆଇଏଏସ୍‌ ଅଫିସର ଯୋଡ଼ି ଟିନା- ପ୍ରଦୀପଙ୍କ ବିବାହ: ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ,୨୨।୪: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଚର୍ଚ୍ଚିତ ଆଇଏଏସ୍‌ ଅଫିସର ଯୋଡ଼ି ଟିନା ଡାବି ଏବଂ ଡା. ପ୍ରଦୀପ ଗାୱେଣ୍ଡେ। ଜୟପୁରର ଏକ ପଞ୍ଚତାରକା ହୋଟେଲରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ବିବାହ ବେଳର  ଫଟୋ ସାମ୍ନାକୁ...

ଗତ ୨୪ଘଣ୍ଟାରେ ରାଜଧାନୀରେ ୧୦୪୨କରୋନା ଆକ୍ରାନ୍ତ ଚିହ୍ନଟ, ୨ମୃତ

ନୂଆଦିଲ୍ଲୀ,୨୨।୪: ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମିବା ପରେ ଗତ କିଛି ଦିନରୁ ପୁଣି ଥରେ ଦ୍ରୁତ ଗତିରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ କରୋନାଜନିତ...

ଇଫ୍‌ତାର ପାର୍ଟିରେ ସାମିଲ ହେଲେ ନୀତିଶ: ବଢ଼ିଲା ରାଜନୈତିକ ହଇଚଇ

ପାଟନା,୨୨।୪: ରମଜାନ ମାସ ଚାଲିଥିବା ବେଳେ ସବୁବର୍ଷ ଭଳି ରାଜନୈତିକ ଦଳମାନେ ମଧ୍ୟ ଇଫ୍‌ତାର ପାର୍ଟିର ଆୟୋଜନ କରିଥାନ୍ତି। ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ମଧ୍ୟ ୁଳିତ ବର୍ଷ ରମଜାନର ଇଫ୍‌ତାର ପାର୍ଟି ଆୟୋଜନ କରିଛି। ଏହି ପାର୍ଟିରେ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହାପରେ ଜମ୍ମୁ-କଶ୍ମୀରରେ ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ୧୩ଟି ସିଆଇଏସ୍‌ଏଫ୍‌ କମ୍ପାନୀକୁ ମୁତୟନ କରାଯାଇଛି। ଆଉଟର କର୍ଡନ ଅଞ୍ଚଳରେ ସିଆଇଏସ୍‌ଏଫ୍‌କୁ ନିୟୋଜିତ କରାଯାଇଛି ଏବଂ...

ମାସ୍କ ନ ପିନ୍ଧିଲେ ୫ଶହ ଜରିମାନା

ନୂଆଦିଲ୍ଲୀ,୨୨।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। କରୋନା ବିପଦକୁ ଦୃଷ୍ଟିରେ ରଖି ପୁଣି ଥରେ ରାଜ୍ୟ ସରକାର କୋଭିଡ ନିୟମକୁ କଡ଼ାକଡ଼ି କରିଛନ୍ତି। ଇତିମଧ୍ୟରେ ବର୍ତ୍ତମାନ ଦିଲ୍ଲୀରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଏଥିଦହ...

ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ବ୍ରିଟେନ ମନା

ନୂଆଦିଲ୍ଲୀ,୨୨।୪: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ଶୁକ୍ରବାର ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ପଳାତକ ବ୍ୟବସାୟୀ ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ଉପରେ ସେ ଏକ ବଡ଼ ବୟାନ ଦେଇଛନ୍ତି।...

ଭାରତର ଆତିଥ୍ୟରେ ଖୁସି ହେଲେ ବୋରିସ: ତେନ୍ଦୁଲକର, ଅମିତାଭଙ୍କ ପରି ଅନୁଭବ କଲେ

ନୂଆଦିଲ୍ଲୀ,୨୨ ।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଗୁରୁବାର ଗୁଜରାଟରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କୁ ସାକ୍ଷାତ୍ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା...

କ୍ୟାମ୍ପସରୁ ୧୮ ପଜିଟିଭ୍‌ ଚିହ୍ନଟ

ତାମିଲନାଡୁ,୨୨।୪: ଆଇଆଇଟି ମାଡ୍ରାସ କ୍ୟାମ୍ପସରୁ ପୁଣି ବାହାରିଛନ୍ତି ୧୮ ଜଣ କରୋନା ପଜିଟିଭ୍‌ ହୋଇଛନ୍ତି। ଏହାକୁ ମିଶାଇ କ୍ୟାମ୍ପସରୁ ଏଯାବତ୍‌ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ପଜିଟିଭ୍‌ ଚିହ୍ନଟ ହେବା ପରେ କ୍ୟାମ୍ପସକୁ କଣ୍ଟେନମେଣ୍ଟ କରାଯିବା ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri