ଜାତୀୟ

୧୫ ସିଆଇଏସ୍‌ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ ଉପରକୁ ଆତଙ୍କବାଦୀ ଆକ୍ରମଣ, ଜଣେ ଏଏସ୍‌ଆଇ ଶହୀଦ

ଜମ୍ମୁ,୨୨ ।୪: ଜମ୍ମୁର ଚଢା କ୍ୟାମ୍ପ ନିକଟରେ ଶୁକ୍ରବାର ଭୋର ପ୍ରାୟ ୪ଟା ବେଳେ ସିଆଇଏସ୍‌ଏଫ୍‌ର ୧୫ ଯବାନଙ୍କୁ ଡ୍ୟୁଟିରେ ନେଇ ଯାଉଥିବା ଏକ ବସ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସିଆଇଏସ୍‌ଏଫ୍ ଅଧିକାରୀ କହିଛନ୍ତି ଆତଙ୍କବାଦୀଙ୍କୁ କଡା...

ମୋଦିଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ: ୩ ଆତଙ୍କବାଦୀ ମୃତ, ଜଣେ ଯବାନ ଶହୀଦ

ଜମ୍ମୁ,୨୨ ।୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତର ୨ ଦିନ ପୂର୍ବରୁ ସୁଂଜୱାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଯବାନ ଶହୀଦ ହୋଇଛନ୍ତି । ମିଳିଥିବା ସୂଚନା...

ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲା, ୪ ମାସର ଶିଶୁ ଅକ୍ସିଜେନ ସପୋର୍ଟରେ

ନୂଆଦିଲ୍ଲୀ,୨୨ ।୪: ପୁଣିଥରେ ଡରାଇଲାଣି କରୋନା ମହାମାରୀ । ଗୋଟିଏ ମାସ ପୂର୍ବରୁ ସଂକ୍ରମିଙ୍କ ସଂଖ୍ୟା ଦୁଇ ଅଙ୍କରେ ସିମିତ ଥିବା ବେଳେ ଏବେ ଏହା ବହୁ ଉପରକୁ ଚାଲି ଯାଇଛି । କେବଳ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା...

ସୁରକ୍ଷାବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ

ଜମ୍ମୁ,୨୨।୪: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି ଏବଂ ଚାରିଜଣ ଆହତ ହୋଇଛନ୍ତି। ଏହି ଗୁଳିବିନିମୟ ଜମ୍ମୁର ସଞ୍ଜୱାନ ଅଞ୍ଚଳରେ ଚାଲିଛି। ଜମ୍ମୁ ଜୋନ ଏଡିଜିପି ମୁକେଶ ସିଂ କହିଛନ୍ତି,...

ରେଳ ଧାରଣାରେ ସେଲ୍‌ଫି ନେଲେ ୨ ହଜାର ଫାଇନ୍‌

ଚେନ୍ନାଇ,୨୨।୪: ଏଣିକି ରେଳ ଧାରଣାରେ ଛିଡ଼ା ହୋଇ ସେଲ୍‌ଫି ନେଲେ ଦେବାକୁ ପଡ଼ିବ ୨ ହଜାର ଫାଇନ୍‌। ଚେନ୍ନାଇ ଦକ୍ଷିଣତଟ ରେଳବାଇ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି। ଯଦି କୌଣସି ବ୍ୟକ୍ତି ରେଳ ଧାରଣାରେ ଛିଡା ହୋଇ ସେଲଫି ଉଠାଇଲାବେଳେ...

କୋଇଲା ଅଭାବ: ସୃଷ୍ଟି ହେବ ଅଭୂତପୂର୍ବ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୨୨।୪: ବିଭିନ୍ନ ରାଜ୍ୟରେ ତାପମାତ୍ରା ଅସହ୍ୟ ହୋଇଥିବାବେଳେ କୋଇଲା ଅଭାବ ଯୋଗୁ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଲୋକଙ୍କୁ ଅତିଷ୍ଠ କଲାଣି। ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ଯୋଗୁ ପଞ୍ଜାବ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବିଦ୍ୟୁତ୍‌ କାଟ ହେଉଛି। କେତେକ...

ଯୌନ ଅନୁଗ୍ରହ ପାଇଁ ୮୦୦ କଲ୍‌

ବେଙ୍ଗାଲୁରୁ, ୨୨ା୪:କର୍ନାଟକର ଏକ ଘରୋଇ କଲେଜ ଅଧ୍ୟାପିକାଙ୍କ ପାଖକୁ ଯୌନ ଅନୁଗ୍ରହ ପାଇଁ ୮୦୦ ଫୋନ୍‌ କଲ୍‌ ଆସିଛି। ସମ୍ପୃକ୍ତା ଅଧ୍ୟାପିକାଙ୍କ ସହକର୍ମୀମାନେ ବିଭିନ୍ନ ସହରରେ ଥିବା ବସ୍‌ଷ୍ଟାଣ୍ଡ ଓ ଟଏଲେଟ୍‌ କାନ୍ଥରେ ତାଙ୍କ ମୋବାଇଲ୍‌ ନମ୍ବର ଏବଂ ଇ-ମେଲ୍‌...

ସଡ଼କ ଦୁର୍ଘଟଣାରେ ଭାଜପା ନେତା ଆଦିତ୍ୟ ନାରାୟଣ ମିଶ୍ରଙ୍କ ପରଲୋକ, ମହନ୍ତ ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଥିଲା ନାମ

ପ୍ରୟାଗରାଜ,୨୨ ।୪: ଡେରାଡୁନ ଉତ୍ତରାଖଣ୍ଡରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ କାର ଯୋଗେ ଫେରୁଥିବା ନୈନି ନିବାସି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଆଦିତ୍ୟ ନାରାୟଣ ମିଶ୍ରଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ...

ଅହିଂସାର ପ୍ରବର୍ତ୍ତକ ଗାନ୍ଧିଜୀ ଅସାଧାରଣ

ଅହମଦାବାଦ,୨୨ା୪:ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଗୁରୁବାର ସକାଳେ ଅହମଦାବାଦରେ ଅବତରଣ କରିବା ପରେ ସାବରମତିସ୍ଥିତ ମହାତ୍ମା ଗାନ୍ଧୀଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ସେ ଅରଟରେ ସୂତା କାଟିଥିଲେ। ବିଶ୍ୱରେ ପରିବର୍ତ୍ତନ ପାଇଁ ସତ୍ୟ ଓ...

ରାଜଧାନୀର ସମସ୍ତ ସରକାରୀ କରୋନା ଭ୍ୟାକ୍ସିନ ସେଣ୍ଟରରେ ମାଗଣାରେ ମିଳିବ ପ୍ରିକଶନାରୀ ଡୋଜ

ନୂଆଦିଲ୍ଲୀ,୨୨ ।୪: ରାଜଧାନୀ ଦିଲ୍ଲୀର ସମସ୍ତ ସରକାରୀ କରୋନା ଭ୍ୟାକ୍ସିନ ସେଣ୍ଟରରେ ୧୮-୫୯ ବର୍ଷ ବୟସର ସମସ୍ତ ଲାଭାର୍ଥୀଙ୍କୁ ମାଗଣାରେ ପ୍ରିକଶନାରୀ ଡୋଜ ମିଳିବ । ଏ ନେଇ ଅରବିନ୍ଦ କେଜରିୱାଲଙ୍କ ସରକାର ନିର୍ଦ୍ଦେଶ ଜାରି କରିଦେଇଛନ୍ତି । ଏହି...

ସଚିନ ପାଇଲଟଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୪: ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ନେତା ସଚିନ ପାଇଲଟ ଗୁରୁବାର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସ ପରାଜିତ ହେଉଥିବାରୁ ଏହି ଧାରାକୁ ଭାଙ୍ଗି କିପରି ରାଜସ୍ଥାନରେ ପୁନର୍ବାର...

୫ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୨୧।୪: ଦେଶରେ ଏବେ କୋଭିଡ୍‌ ସଂକ୍ରମଣ ବଢୁଛି। ଏହାରି ଭିତରେ ୫ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ୍‌ ଟିକା ଦିଆଯିବା ନେଇ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ପକ୍ଷରୁ ସୁପାରିସ କରାଯାଇଛି। ପିଲାଙ୍କୁ କୋର୍ବେଭାକ୍ସ ଟିକା ଦେବା ପାଇଁ ସୁପାରିସ ମିଳିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri