ଜାତୀୟ

ଆଜି ବିବାହ କରିବେ ଟିନା ଡାବି

ଜୟପୁର,୨୦।୪: ଚର୍ଚ୍ଚିତ ଆଇଏଏସ ଅଫିସର ଟିନା ଡାବି ଏବଂ ଡ. ପ୍ରଦୀପ ଗାୱାଣ୍ଡେ ସହ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ଉଭୟ ବିବାହ କରିବେ। ଆସନ୍ତା ଏପ୍ରିଲ ୨୨ରେ ଜୟପୁରର ଏକ...

ନିଦ ହେଲା ଶେଷନିଦ୍ରା, ଝୁମ୍ପୁଡ଼ି ଘରେ ନିଆଁ ଲାଗି ୭ ଜୀବନ୍ତ ଦଗ୍ଧ…

ଲୁଧିଆନା, ୨୦।୪ : ପଞ୍ଜାବର ଲୁଧିଆନାରେ ଦୁଃଖଦାୟକ ଘଟଣା ଘଟିଛି। ଏକ ଝୁମ୍ପୁଡ଼ି ଘରେ ନିଆ ଲାଗି ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେମାନଙ୍କର ନିଦ ହେଲା ଶେଷନିଦ୍ରା ପାଲଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୬୭ ରେ ପହଞ୍ଚିଛି। ସେହିପରି...

ଦଳିତ ନାବାଳକଙ୍କୁ ପାଦ ଚଟାଇଲେ

ଲକ୍ଷ୍ନୌ,୨୦।୪: ଉତ୍ତର ପ୍ରଦେଶ ରାଏବରେଲିରେ ଏକ ଅମାନବୀୟ କାଣ୍ଡ ଘଟିଯାଇଛି । କେତେଜଣ ଯୁବକ ଜଣେ ଦଳିତ ନାବାଳକଙ୍କୁ ନିର୍ଯାତନା ଦେଉଥିବାର ଭିଡିଓ ସାମ୍ନାକୁ ଆସିଛି। ନାବାଳକ ଜଣଙ୍କ ଜଣେ ଯୁବକଙ୍କ ପାଦ ଚାଟୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି।...

ଇୟୁର ଚିନ୍ତା ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୦ା୪: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଉପରେ ସାରା ବିଶ୍ୱର ନଜର କେନ୍ଦ୍ରୀଭୂତ ହୋଇଥିବାବେଳେ ୟୁରୋପରେ ଚାଇନା ନିଜ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଚାଇନା ସେନାର ବିମାନଗୁଡ଼ିକରେ ଭୂପୃଷ୍ଠରୁ ଆକାଶକୁ ଭେଦ କରିପାରୁଥିବା ଏଫ୍‌କେ-୩ କ୍ଷେପଣାସ୍ତ୍ର ସର୍ବିଆକୁ ପରିବହନ କରାଯିବା...

ପ୍ରତିରକ୍ଷା ସାଇବର ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୨୦ା୪ (ଆଇଏଏନ୍‌ଏସ୍‌): ସୈନ୍ୟ ବାହିନୀରେ ସାଇବର ସୁରକ୍ଷା ଉଲ୍ଲଂଘନ ହୋଇଥିବାର ଗୋଇନ୍ଦା ରିପୋର୍ଟ ମିଳିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସାଇବର ସୁରକ୍ଷା ତ୍ରୁଟି ସହ କେତେଜଣ ସେନା ଅଧିକାରୀ ସମ୍ପୃକ୍ତ ଥିବା ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି।...

ଏଲ୍‌ଓସିରେ ଆତଙ୍କବାଦୀ ପୁଣି ସକ୍ରିୟ, ଅସ୍ତ୍ର ବିରତି ସମୟରେ ଲଞ୍ଚ୍‌ ପ୍ୟାଡ୍‌ ସୁଦୃଢ଼ କରିଛି ପାକିସ୍ତାନ…

ନୂଆଦିଲ୍ଲୀ, ୧୯।୪ : ଜମ୍ମୁ- କଶ୍ମୀର ର ଲାଇନ ଅଫ କଣ୍ଟ୍ରୋଲ ଏଲ୍‌ଓସି) ରେ ପୁଣି ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ଫୋଷ୍ଟ ନିକଟରେ ଅବସ୍ଥିତ ଲଞ୍ଚ୍‌ ପ୍ୟାଡ୍‌ରେ ଏବେ ୬୦ ରୁ ୮୦ ଆତଙ୍କବାଦୀ ଉପସ୍ଥିତ...

ଜାହାଙ୍ଗୀରପୁରୀ ମାମଲା, ୫ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ…

ନୂଆଦିଲ୍ଲୀ, ୧୯।୪ : ଦିଲ୍ଲୀର ଜାହାଙ୍ଗୀରପୁରୀଠାରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ଅବସରରେ ହୋଇଥିବା ହିଂସା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ୫ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍‌ଏସ୍‌ଏ)ଲାଗୁ କରାଯାଇଛି। ୫...

ନୂଆ ସେନାଧ୍ୟକ୍ଷଙ୍କ ସମ୍ମୁଖରେ ୪ ଆହ୍ବାନ…

ନୂଆଦିଲ୍ଲୀ, ୧୯।୪ : ଲ୍ୟୁଟନାଟ୍‌ ଜେନେରାଲ ମନୋଜ ପାଣ୍ଡେ ୩୦ ଏପ୍ରିଲରେ ନୂତନ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ଭାରତୀୟ ସେନାର ପ୍ରଥମ ବ୍ୟକ୍ତି ଯିଏ ଇଞ୍ଜିନିୟର୍ସ କର୍ପସରୁ ଆସିଛନ୍ତି। ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷରୁ...

୩୦୦ ନିର୍ବାଚନୀ ହିଂସା ବେଘରଙ୍କ ପୁନର୍ବାସ ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ …

କୋଲକାତା, ୧୯।୪ : ପଶ୍ଚିମବଙ୍ଗ ନିର୍ବାଚନ ହିଂସାରେ ବେଘର ହୋଇଥିବା ୩୦୦ ଲୋକଙ୍କ ପୁନର୍ବାସ ପାଇଁ ସମିତି ଗଠନ କରିବାକୁ ମଙ୍ଗଳବାର କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦୁଇ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ କହିଛନ୍ତି।...

ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…

ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି ପ୍ଲାଟଫର୍ମ, ସର୍ବଦା ବେକାରୀ ବିଷୟରେ ଚର୍ଚ୍ଚା ହୋଇଥାଏ। ଉଚ୍ଚଶିକ୍ଷିତ ହେବା ସତ୍ତ୍ୱେ ଚାକିରିଟିଏ...

ନିଯୁକ୍ତି କ୍ଷେତ୍ର ଚଳଚଞ୍ଚଳ, ମାର୍ଚ୍ଚରେ ୬ ପ୍ରତିଶତ ବୃଦ୍ଧି, ମୁମ୍ବାଇ-କୋଏମ୍ବାଟୁରରେ ଅଧିକ…

ନୂଆଦିଲ୍ଲୀ, ୧୯।୪ : ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି। ଏହା ସହିତ, ଚାକିରୀ ବଜାର ମଧ୍ୟ ସ୍ବାଭାବିକ ସ୍ଥିତିକୁ ଫେରିବାରେ ଲାଗିଛି। ଇତିମଧ୍ୟରେ ବିଭିନ୍ନ କମ୍ପାନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri