ଜାତୀୟ

‘ଜାହାଜ ବୁଡ଼ିଯିବାର ଭୟକରି ଡେଇଁପଡ଼ିଥିଲେ ରାହୁଲ’

ଥିରୁଭାନନ୍ତପୁରମ,୧୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅସ୍ଥିର। ତେଣୁ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସଭାର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ପି.ଜେ. କୁରିଏନ୍‌ କହିଛନ୍ତି। ୮୧ ବର୍ଷୀୟ କୁରିଏନ୍‌ କହିଛନ୍ତି,...

ଅଜାନ୍‌ ସମୟରେ ବାଜି ପାରିବନି ହନୁମାନ ଚାଳିଶା

ନାଶିକ,୧୮।୪: ଅଜାନ୍‌ ସମୟରେ ହନୁମାନ ଚଲିଶା ସହରରେ ବାଜିବାକୁ ଦିଆଯିବ ନାହିଁ ବୋଲି ମହାରାଷ୍ଟ୍ରର ନାଶିକ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ହନୁମାନ ଚାଳିଶା ଅଜାନର ୧୫ ମିନିଟ ପୂର୍ବରୁ ଏବଂ ୧୫ ମିନିଟ ପରେ ମଧ୍ୟ ବଜାଯାଇପାରିବ...

ପୁଣି ଆହ୍ଲାବାଦ ହାଇକୋର୍ଟକୁ ଫେରିଲା ଲଖିମପୁର ଖେରୀ ମାମଲା,…

ନୂଆଦିଲ୍ଲୀ, ୧୮।୪ : ଲଖିମପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହା ସହ ଶୀର୍ଷ ଅଦାଲତ ପୁନର୍ବାର ହାଇକୋର୍ଟରେ ମାମଲା ପଠାଇଛନ୍ତି। ଅଦାଲତ କହିଛନ୍ତି ଯେ ଯଦି ଏହି ପ୍ରସଙ୍ଗରେ କୌଣସି...

ଦେଶବାସୀଙ୍କୁ ଚିଠି ଲେଖିଲେ ନଡା

ନୂଆଦିଲ୍ଲୀ,୧୮।୪: ରାଜସ୍ଥାନର କରୌଲି ହିଂସା ତଥା ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଘଟଣା ମଧ୍ୟରେ ଭାଜପା ସଭାପତି ଜେପି ନଡା ଦେଶବାସୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,ଆଜି ଦେଶରେ...

ଆଶିଷ ମିଶ୍ରାଙ୍କୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୮।୪: ୟୁପିର ପ୍ରସିଦ୍ଧ ଲଖିମ୍‌ପୁର ଖେରୀ ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ଦିଆଯାଇଥିବା ଜାମିନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଜାମିନକୁ ଖାରଜ କରିବା ସହ ସର୍ବୋଚ୍ଚ ଅଦାଲତ ଆଶିଷ ମିଶ୍ରଙ୍କୁ...

ଇନଫୋସିସକୁ ଝଟ୍‌କା, ପାଣିରେ ପଡ଼ିଲା ନିବେଶକଙ୍କର ୪୦ ହଜାର କୋଟି…

ମୁମ୍ବାଇ, ୧୮।୪ : ଇନଫୋସିସର ନିବେଶକମାନେ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସୋମବାର ଇନଫୋସିସ ଶେୟାରର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୬.୮୯ ପ୍ରତିଶତ ହ୍ରାସ ସହିତ ଇନଫୋସିସ ଶେୟାର ୧୬୨୮.୧୦ଟଙ୍କାସ୍ତରରେ କାରବାର କରୁଛି। ଫଳରେ କମ୍ପାନୀର...

ଶାଶୁ-ବୋହୂ କଳି ଘରୋଇ ହିଂସା ମାମଲାରେ ଭିଡ଼ିଓ-ଫଟୋର ପ୍ରାମାଣିକତା ଜରୁରୀ, କହିଲେ କୋର୍ଟ…

ନୂଆଦିଲ୍ଲୀ, ୧୮।୪ : ଶାଶୁ ବୋହୂ କଳି ଭଳି ପାରିବାରିକ ହିଂସା ମାମଲାରେ ଭିଡ଼ିଓ ଏବଂ ଫଟୋର ପ୍ରମାଣ ଜରୁରୀ ବୋଲି ଦିଲ୍ଲୀର ଏକ କୋର୍ଟ କହିଛନ୍ତି। ବୃଦ୍ଧ ଶାଶୁ ତାଙ୍କ ବୋହୂଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରିଛନ୍ତି।...

ବଢୁଛି ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ର ଶୀର୍ଷରେ…

ନୂଆଦିଲ୍ଲୀ, ୧୮।୪ : ଦେଶରେ ଏଚ୍‌ଆଇଭି ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଛି। ସେହିପରି ତୃତୀୟ ସ୍ଥାନରେ ବିହାର ରହିଛି। ବିହାରରେ ଏଡ୍‌ସ ଆକ୍ରାନ୍ତଙକ୍କ ସଂଖ୍ୟା...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୮।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୧୮୩ ରେ ପହଞ୍ଚିଛି। ଫଳରେ...

ମେ’ ପ୍ରଥମ ସପ୍ତାହରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିପାରନ୍ତି ପିକେ

ନୂଆଦିଲ୍ଲୀ,୧୮ ।୪: ରାଜନୀତିର ଚାଣକ୍ୟ ଭାବେ ପରିଚିତ ପ୍ରଶାନ୍ତ କିଶୋର ତାଙ୍କ ରାଜନୈତିକ ଯାତ୍ରା ମେ’ ପ୍ରଥମ ସପ୍ତାହରୁ ଆରମ୍ଭ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେ କଂଗ୍ରେସରେ କେବେ ଓ କେମିତି ସାମିଲ ହେବେ ସେ ନିଷ୍ପତ୍ତି...

କରୋନା ସ୍ଥିତି ନେଇ ପୁଣି ଘନେଇଲା ସଙ୍କଟ, ସାପ୍ତାହିକ ବୃଦ୍ଧି ହାର ୩୫ ପ୍ରତିଶତ…

ନୂଆଦିଲ୍ଲୀ, ୧୮।୪ : କ୍ରମାଗତ ୧୧ ସପ୍ତାହ ହ୍ରାସ ପରେ, ଭାରତରେ ପୁଣିଥରେ ଚଳିତ ସପ୍ତାହରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖ ରାଜ୍ୟରେ ଗତ ସାତ ଦିନ ମଧ୍ୟରେ ସଂକ୍ରମଣରେ...

ହିନ୍ଦୁ ଅଧିକ ସନ୍ତାନ ପ୍ରସବ କରି ଦେଶକୁ ଇସଲାମିକ ହେବାରୁ ବଞ୍ଚାନ୍ତୁ

ଶିମଲା,୧୮ ।୪: ନିଜର ଉତ୍ତେଜିତ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମହନ୍ତ ଯତି ନରସିଂହାନନ୍ଦଙ୍କ ଏକ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରୁ ବଞ୍ଚାଇବାକୁ ହିନ୍ଦୁମାନେ ଅଧିକ ସନ୍ତ୍ରାନ ପ୍ରସବ କରନ୍ତୁ ବୋଲି କହିଛନ୍ତି । ଏହି ବିବାଦୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri