ଜାତୀୟ

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୮।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୧୮୩ ରେ ପହଞ୍ଚିଛି। ଫଳରେ...

ମେ’ ପ୍ରଥମ ସପ୍ତାହରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିପାରନ୍ତି ପିକେ

ନୂଆଦିଲ୍ଲୀ,୧୮ ।୪: ରାଜନୀତିର ଚାଣକ୍ୟ ଭାବେ ପରିଚିତ ପ୍ରଶାନ୍ତ କିଶୋର ତାଙ୍କ ରାଜନୈତିକ ଯାତ୍ରା ମେ’ ପ୍ରଥମ ସପ୍ତାହରୁ ଆରମ୍ଭ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେ କଂଗ୍ରେସରେ କେବେ ଓ କେମିତି ସାମିଲ ହେବେ ସେ ନିଷ୍ପତ୍ତି...

କରୋନା ସ୍ଥିତି ନେଇ ପୁଣି ଘନେଇଲା ସଙ୍କଟ, ସାପ୍ତାହିକ ବୃଦ୍ଧି ହାର ୩୫ ପ୍ରତିଶତ…

ନୂଆଦିଲ୍ଲୀ, ୧୮।୪ : କ୍ରମାଗତ ୧୧ ସପ୍ତାହ ହ୍ରାସ ପରେ, ଭାରତରେ ପୁଣିଥରେ ଚଳିତ ସପ୍ତାହରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖ ରାଜ୍ୟରେ ଗତ ସାତ ଦିନ ମଧ୍ୟରେ ସଂକ୍ରମଣରେ...

ହିନ୍ଦୁ ଅଧିକ ସନ୍ତାନ ପ୍ରସବ କରି ଦେଶକୁ ଇସଲାମିକ ହେବାରୁ ବଞ୍ଚାନ୍ତୁ

ଶିମଲା,୧୮ ।୪: ନିଜର ଉତ୍ତେଜିତ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମହନ୍ତ ଯତି ନରସିଂହାନନ୍ଦଙ୍କ ଏକ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରୁ ବଞ୍ଚାଇବାକୁ ହିନ୍ଦୁମାନେ ଅଧିକ ସନ୍ତ୍ରାନ ପ୍ରସବ କରନ୍ତୁ ବୋଲି କହିଛନ୍ତି । ଏହି ବିବାଦୀୟ...

ମୁମ୍ବାଇରେ ହେବ ଅଣଭାଜପା ମୁଖ୍ୟମନ୍ତ୍ରୀ ସମ୍ମିଳନୀ

ମୁମ୍ବାଇ,୧୮।୪ : ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଖୁବ୍‌ଶୀଘ୍ର ମୁମ୍ବାଇରେ ଅଣଭାଜପା ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇପାରେ। ଶିବସେନା ଏମ୍‌ପି ସଞ୍ଜୟ ରାଉତ ରବିବାର ଏହି ସୂଚନା ଦେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଟିଏମ୍‌ସିରେ ଆସାମ କଂଗ୍ରେସର ପୂର୍ବତନ ସଭାପତି

କୋଲକାତା,୧୮।୪ : ଆସାମ କଂଗ୍ରେସର ପୂର୍ବତନ ସଭାପତି ରିପୁନ୍‌ ବୋରା ଦଳ ଛାଡ଼ି ରବିବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରକୁ ଟୁଇଟରରେ ଶେୟାର କରିଛନ୍ତି। ଆଜିଠାରୁ...

ତୈଳ, ସିଏନଜି ଦର ବୃଦ୍ଧି ପ୍ରତିବାଦରେ ଅଟୋ,ଟ୍ୟାକ୍ସି, ମିନି ବସ ଡ୍ରାଇଭରଙ୍କ ଦୁଇ ଦିନିଆ ଧର୍ମଘଟ, ବନ୍ଦ ରହିବ ୧୦୦୦୦ ଆରଟିଭି ବସ

ନୂଆଦିଲ୍ଲୀ,୧୮ ।୪: ରାଜଧାନୀ ଦିଲ୍ଲୀରେ ଅଟୋ, ଟ୍ୟାକ୍ସି ଓ ମିନିବସ ଡ୍ରାଇଭରଙ୍କ ବିଭିନ୍ନ ସଙ୍ଗଠନ ସୋମବାରଠାରୁ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି । ଏହାଦ୍ୱାରା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ବିଭିନ୍ନ ୟୁନିୟନ ପକ୍ଷରୁ ଭଡା...

ଭାରତରେ କୋଭିଡ୍‌ ମୃତ୍ୟୁ ୪୦ ଲକ୍ଷ

ନୂଆଦିଲ୍ଲୀ,୧୮।୪ : ବିଶ୍ୱବ୍ୟାପୀ କୋଭିଡ୍‌ ମହାମାରୀଜନିତ ମୃତ୍ୟୁସଂଖ୍ୟାକୁ ସାର୍ବଜନିନ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍ୟମ କରୁଥିବାବେଳେ ଏହାକୁ ଭାରତ ଅଟକାଇଥିବା ଖବର ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡବ୍ଲ୍ୟୁଏଚ୍‌ଓର କୋଭିଡ୍‌ ମୃତ୍ୟୁ...

ରାଜ୍ୟ ସରକାରଙ୍କ ଅଧିକାର ସୁରକ୍ଷା କରନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪ (ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟ ବିଭିନ୍ନ ରାୟରେ ଭାରତୀୟ ୟୁନିୟନର ବିଶେଷତ୍ୱ ସମ୍ପର୍କରେ ମନ୍ତବ୍ୟ ଦେବା ସହ ସଂଘୀୟ ବ୍ୟବସ୍ଥାର ପ୍ରତିଷ୍ଠା ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନେଇ ଭାରତୀୟ ୟୁନିୟନ ଗଠିତ।...

ଲଖିମପୁର ଖେରି: ବିଧାୟକଙ୍କ ଗାଡି ମାଡିଯିବାରୁ ବାଇକ ଚାଳକ ଦୁଇ ଭାଇ ମୃତ

ଲଖିମପୁର ଖେରି,୧୮ ।୪: ଉତ୍ତର ପ୍ରଦେଶର ଲଖିମପୁର ଖେରି ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏଠାରେ ବିଧାୟକ ଷ୍ଟିକର ଲାଗିଥିବା ଏକ ଗାଡି ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ...

ଘରେ ଆଣ୍ଠୁଏ ପାଣି

ନୂଆଦିଲ୍ଲୀ,୧୮ା୪: ପଡ଼ୋଶୀ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳ ଭଳି ଭାରତରେ ମଧ୍ୟ ଆର୍ଥିକ ସଙ୍କଟ ମୁଣ୍ଡ ଟେକିଲାଣି। ଦେଶରେ ପେଟ୍ରୋଲ, ଡିଜେଲଠାରୁ ନେଇ ଖାଇବା ତେଲ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଅଁା ହୋଇଛି। ଡଲାର ତୁଳନାରେ...

ତିନି ଦିନିଆ ଭାରତ ଗସ୍ତରେ ଗୁଜରାଟ ଆସିବେ ଡବ୍ଲୁଏଚଓ ମୁଖ୍ୟ

ନୂଆଦିଲ୍ଲୀ,୧୮ ।୪: କରୋନା ଭାଇରସରେ ଦେଶରେ ହୋଇଥିବା ମୃତ୍ୟୁ ସଂଖ୍ୟାର ଗଣନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ପ୍ରକ୍ରିୟା ଉପରେ ଭାରତ ଆପତ୍ତି କରିଛି । ଏହି ବିବାଦ ଭିତରେ ସୋମବାର ଡବ୍ଲୁଏଚଓ ମୁଖ୍ୟ ଗୁଜରାଟ ଗସ୍ତ କରୁଛନ୍ତି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri