ଜାତୀୟ

କଂଗ୍ରେସ ପାଇଁ ପିକେଙ୍କ ‘୩୭୦ ପ୍ଲସ୍‌ ଫର୍ମୂଲା’…

ନୂଆଦିଲ୍ଲୀ, ୧୭।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ୧୦ ବରିଷ୍ଠ ନେତାଙ୍କ ସହିତ ମିଶନ ୨୦୨୪ ବୈଠକ କରିଛନ୍ତି। ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ...

ପ୍ରଥମେ ଗୁଜରାଟ ଯିବେ ବୋରିସ୍‌, ଡାଏସ୍ପୋରା ପାଇଁ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୧୭।୪ : ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୨୧ ଏପ୍ରିଲରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ଜନସନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ...

କୋର୍ଟରୁ ଚୋରି, ମନ୍ତ୍ରୀଙ୍କ ମାମଲାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍‌…

ହାଇଦ୍ରାବାଦ୍‌, ୧୭।୪ : କୋର୍ଟରେ ପୁଣି ଚୋରି। ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାତ୍ର ଏହା ସତ୍ୟ। ଚୋରମାନେ ଆନ୍ଧ୍ରପ୍ରଦେଶର ନେଲ୍ଲୁରରେ କୋର୍ଟକୁ ଟାର୍ଗେଟ କରିଛନ୍ତି। ଚୋରମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫିଲ୍ମ ଷ୍ଟାଇଲ୍‌ରେ ଚୋରାଇ ନେଇଛନ୍ତି। ଚୋରି ହୋଇଥିବା...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧ ହଜାର ୧୫୦ରେ ପହଞ୍ଚିଛି। ସେହିପରି ଗତ...

ଦିଲ୍ଲୀ ହିଂସା ପରେ ଆଲର୍ଟରେ ୟୁପିର କିଛି ସହର

ଲକ୍ଷ୍ନୌ,୧୭ ।୪: ଉତ୍ତର-ପଶ୍ଚିମ ଦିଲ୍ଲୀର କିଛି ସ୍ଥାନରେ ଶନିବାର ସନ୍ଧ୍ୟାରେ ହୋଇଥିବା ସାଂପ୍ରଦାୟିକ ହିଂସାପରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲାରେ ପୋଲିସ ହାଇ ଆଲର୍ଟରେ ରହିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, କମିଶନଙ୍କ ନିର୍ଦ୍ଦେଶ ପରେ ନୋଏଡା,...

ବିବାହରେ ବରଙ୍କୁ ଲେମ୍ବୁ ଉପହାର

ରାଜକୋଟ,୧୭ ।୪: ଗୁଜରାଟ ରାଜକୋଟର ଏକ ବିବାହ ସମାରୋହରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠି ବରଙ୍କୁ ସାଥିମାନେ ଉପହାରରେ ଲେମ୍ବୁ ଦେଇଛନ୍ତି । ଗୋଟିଏ ପଟେ ଗ୍ରୀଷ୍ମ ସମୟରେ ଲେମ୍ବୁର ଆବଶ୍ୟକତା ଅଧିକ ଥିବା ବେଳେ...

ଭାରତ ଆସିବେ ବୋରିସ ଜନସନ

ନୂଆଦିଲ୍ଲୀ,୧୭ ।୪: କରୋନା ମହାମାରୀ କାରଣରୁ ଭାରତ ଗସ୍ତ ବାତିଲ କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଏପ୍ରିଲ ୨୧ରେ ଆସୁଛନ୍ତି । ଗତ ବର୍ଷ ଜାନୁୟାରୀରେ ସାଧାରଣତନ୍ତ୍ର ଦିବସ ଓ ପୁଣିଥରେ ଏପ୍ରିଲରେ...

କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଅନୁମାନ ଲଗାଉଥିବା ଡବ୍ଲୁଏଚଓର କାର୍ଯ୍ୟପ୍ରଣାଳୀ ପ୍ରତି ପ୍ରଶ୍ନ ଉଠାଇଲା ଭାରତ

ନୂଆଦିଲ୍ଲୀ,୧୭ ।୪: ଦେଶରେ କୋଭିଡ-୧୯ ମୃତ୍ୟୁ ଆକଳନକୁ ନେଇ ଅନୁମାନ ଲଗାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁ,ଚଓ)ର କାର୍ଯ୍ୟପ୍ରଣାଳୀ ଉପରେ ଭାରତ ପ୍ରଶ୍ନ ଉଠାଇଛି । ଶନିବାର ଭାରତ କହିଛି ଏଭଳି ଗାଣିତିକ ମଡେଲର ବ୍ୟବହାର ଏତେବଡ ଭୌଗୋଳିକ ଆକାର ଓ...

କୋଭିଶିଲ୍ଡ ଟିକା ନେଇ ଯୁବତୀଙ୍କ ମୃତ୍ୟୁ, କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୧୬।୪ : କୋଭିଶିଲ୍ଡ ଟିକା ନେବା ପରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀଙ୍କ ମୃତ୍ୟୁ ଘଟିବା ମାମଲାରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପିଜି ପାଠ ପଢୁଥିବା ଯୁବତୀଙ୍କ ମାତାପିତା ପ୍ରଶାସନଠାରୁ ଏକ କୋଟି...

ସମାଜରେ ବ୍ୟାପୁଛି ଘୃଣା-ହିଂସା, ପ୍ରଧାନମନ୍ତ୍ରୀ ନୀରବ କାହିଁକି, ୧୩ ବିରୋଧୀ ଦଳଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ସମାଜରେ ଘୃଣା ଏବଂ ହିଂସା ଘଟଣା ବୃଦ୍ଧି ପାଉଛି। ଦେଶରେ ହିଜାବ୍‌ ,ମିଟ୍‌ ଏବଂ ମସଜିଦ୍‌ରେ ଅଜାନ୍‌ ନେଇ ଉତ୍ତେଜନା ବ୍ୟାପୁଛି। ଏନେଇ ଦେଶର ୧୩ଟି ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ...

ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଉପରେ ପଥରମାଡ଼, ଦିଲ୍ଲୀରେ ଉତ୍ତେଜନା…

ନୂଆଦିଲ୍ଲୀ, ୧୬।୪ : ଦିଲ୍ଲୀର ଜାହଙ୍ଗିରପୁରୀଠାରେ ଶନିବାର ଅପରାହ୍ନ ୫ରୁ ସାଢ଼େ ୫ ଟା ମଧ୍ୟରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏଥିରେ ଦୁଇ ଗୋଷ୍ଠୀର ଲୋକେ ପରସ୍ପର ଉପରକୁ ପଥରମାଡ଼ କରିବା ଆରମ୍ଭ...

ଦାମ୍‌ ବଢ଼ିଲା, ଚାହିଦା କମିଲା, ୧୫ ଦିନରେ ୧୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୬।୪ : ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ରେ ଲଗାତାର ବୃଦ୍ଧି ଜାରି ରହିଛି। ଦାମ୍‌ ବଢ଼ିବା ଯୋଗୁ ଗତ ୧୫ ଦିନ ମଧ୍ୟରେ ଦେଶରେ ଇନ୍ଧନ ଚାହିଦା କମିବାରେ ଲାଗିଛି। ଶନିବାର ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ପେଟ୍ରୋଲ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri