ଜାତୀୟ

୪ ଆତଙ୍କବାଦୀ ଗିରଫ

ଶ୍ରୀନଗର,୩।୪: ଜମ୍ମୁ:ଜମ୍ମୁକଶ୍ମୀରେ ରବିବାର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ବାନ୍ଦିପୋରା ପୋଲିସ। ଗିରଫ ଆତଙ୍କବାଦୀମାନେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ ଏବଂ ଗମାନାଗମନରେ ସହଯୋଗ କରୁଥିଲେ। ଏକ ବିଷେଶସୁତ୍ରରୁ ଖବର ପାଇ ପୁଲିସ ଆସ୍ଥାଙ୍ଗୋ ଏବଂ ବାଣ୍ଡିପୋରା ଏରିଆରେ...

ଆଇସିୟୁରେ ରୋଗୀଙ୍କୁ କାମୁଡ଼ିଲା ମୂଷା

ହାଇଦରବାଦ,୩।୪: ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ମୂଷା କାମୁଡ଼ି ଦେଇଥିଲା। ଯାହା ପରେ ପୀଡ଼ିତଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ଓ୍ବାରାଙ୍ଗାଲର ଏକ...

ରାଜ ଠାକରେ ଜଣେ ଅସ୍ଥାୟୀ ନେତା, ସେ କେବେ ତାଙ୍କ କଥା ରକ୍ଷା କରନ୍ତି ନାହିଁ: ଶରଦ ପାୱାର

ମୁମ୍ବାଇ,୩ ।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ମନସେ)ର ମୁଖ୍ୟ ରାଜ ଠାକରେଙ୍କ ଦ୍ୱାରା କାଷ୍ଟ ପଲିଟିକ୍ସର ଅଭିଯୋଗ ଆସିବା ପରେ ଏନସିବି ନେତା ଶରଦ ପାୱାର ଏହାର ଜବାବ ଦେଇଛନ୍ତି । ପାୱାର ରବିବାର କହିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର...

ଟ୍ରେନରେ ଚୁମ୍ବନ ଦେବା ପଡିଲା ମହଙ୍ଗା

ମୁମ୍ବାଇ,୩।୪:ଟ୍ରେନ୍‌ରେ ଯୁବତୀଙ୍କୁ ଚୁମ୍ବନ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ତାଙ୍କୁ କୋର୍ଟ ତାଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ଏହି...

ଭାରତର ବଡ଼ ବୋମା, ନିମିଷିକରେ ଉଡ଼ାଇଦେବ ପାକିସ୍ତାନ ଏୟାରପୋର୍ଟ

ଭୋପାଳ,୩ା୪: ଦେଶର ଶକ୍ତି ବଢ଼ାଇବା ପାଇଁ ମଧ୍ୟପ୍ରଦେଶର ଜବଲପୁରର ଖମରିଆ ଅର୍ଡିନାନ୍ସ କାରଖାନା (OFK) ୫୦୦ କିଲୋଗ୍ରାମ ଅର୍ଥାତ ଅଧ କୁଇଣ୍ଟାଲ ଓଜନର ଜିପି ବୋମା (ଜେନେରାଲ ପର୍‌ପୋଜ୍‌ ବମ୍‌) ତିଆରି କରିଛି। ଏହି ବୋମା ଏତେ ଶକ୍ତିଶାଳୀ ଯେ,...

ମାସେ ମଧ୍ୟରେ ୧୪.୨୬ ଲକ୍ଷ ଭାରତୀୟ ହ୍ବାଟସ୍‌ଆପ୍‌ ଆକାଉଣ୍ଟ୍‌ ବନ୍ଦ…

ନୂଆଦିଲ୍ଲୀ, ୩।୪ : ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍‌ଆପ ପକ୍ଷରୁ ପ୍ରକାଶିତ ଏକ ମାସିକ ରିପୋର୍ଟ ଅନୁଯାୟୀ, ଫେବୃଆରୀରେ ହ୍ବାଟସ୍‌ଆପ ୧୪.୨୬ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବନ୍ଦ କରିଛି। ଏସବୁ ଅକାଉଣ୍ଟ୍‌ଗୁଡ଼ିକ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ଫେବୃଆରୀ ୧ ରୁ ଫେବୃଆରୀ...

ଦୈନିକ ସଂକ୍ରମଣ ତଳମୁହାଁ…

ନୂଆଦିଲ୍ଲୀ, ୩।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୯୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୯୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୮୧ ରେ...

ଶର୍ମିଳାଙ୍କୁ ସମ୍ମାନୀତ କରିବେ ମଣିପୁର ସରକାର

ଇମ୍ଫାଲ,୩ ।୪: ମଣିପୁର ସରକାର ମାନବାଧିକାର କର୍ମୀ ଇରୋମ ଶର୍ମିଳାଙ୍କୁ ସମ୍ମାନୀତ କରିବେ । ଶର୍ମିଳା ୧୬ ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର ଆକ୍ଟ(ଏଏଫଏସପିଏ)କୁ ନେଇ ଆନ୍ଦୋଳନ କରି ଆସୁଥିଲେ । ମଣିପୁର ମୁଖ୍ୟମନ୍ତ୍ରୀ ଏନ...

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର; ୧୩ ଦିନରେ ୮ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ,୩।୪: ଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୨ ମାର୍ଚ୍ଚରୁ ଏଯାବତ ଅର୍ଥାତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮ଟଙ୍କା ବଢ଼ିସାରିଛି। ରବିବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ...

୧୨୨ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ

ନୂଆଦିଲ୍ଲୀ,୩।୪: ଭାରତରେ ଚଳିତବର୍ଷ ମାର୍ଚ୍ଚରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରଠାରୁ ଗତ ମାର୍ଚ୍ଚ ସବୁଠୁ ଉତ୍ତପ୍ତ ମାସ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି। ଏହି ମାସରେ ହାରାହାରି ତାପମାତ୍ରା ୩୩.୧ ଡିଗ୍ରୀ...

ରମଜାନକୁ ନେଇ ରାଜ ଠାକରେଙ୍କ ବିବାଦୀୟ ବୟାନ

ମୁମ୍ବାଇ,୩ ।୪: କର୍ନାଟକରେ ଉଠିଥିବା ହିଜାବ ବିବାଦ ତୁଟି ନ ଥିବା ବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଗିଥିବା ଲାଉଡ ସ୍ପିକର ହଟାଇବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଶନିବାର ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ...

୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୯ ରାଜ୍ୟରେ ଲୁ ଚେତାବନୀ …

ନୂଆଦିଲ୍ଲୀ, ୨।୪ : ଚଳିତ ବର୍ଷ ଦେଶରେ ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଟପିଛି। ଏହା ହାରାହାରି ତାପମାତ୍ରାଠାରୁ ୧.୮୬ ଡିଗ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri