ଜାତୀୟ

ଲେମ୍ବୁ କିଲୋ ପିଛା ୨୦୦ ଟଙ୍କା…

ନୂଆଦିଲ୍ଲୀ, ୨।୪ : ଖରା ବଢ଼ିବା ସହିତ ଦେଶରେ ଲେମ୍ବୁ କିଲୋଗ୍ରାମ୍‌ ପିଛା ଦାମ୍‌ ବଢ଼ିବାରେ ଲାଗିଛି। ଏହା ଇତିମଧ୍ୟରେ କିଲୋଗ୍ରାମ୍‌ ପିଛା ୨୦୦ ଟଙ୍କାରେ ପହଞ୍ଚିଛି। ଶନିବାର ଗୁଜୁରାଟ ରାଜକୋଟରେ ଏଭଳି ଦାମ୍‌ ରେକର୍ଡ କରାଯାଇଛି। ଚଳିତ ମାର୍ଚ୍ଚରେ...

ଆସନ୍ତା ୫ ବର୍ଷରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ…

ନୂଆଦିଲ୍ଲୀ, ୨।୪ : ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ। ଅଷ୍ଟ୍ରେଲିଆ ସହିତ ବାଣିଜ୍ୟ ବୁଝାମଣା ଦ୍ୱାରା ଦ୍ୱିପାକ୍ଷିକ କାରବାର ସାମ୍ପ୍ରତିକ ୨୭ ଶହ କୋଟି ଡଲାରରୁ ବୃଦ୍ଧି ପାଇ ୪୫ରୁ...

ବିବାହକୁ ୩ ଦିନ ପୂରିନି, ୩ ସନ୍ତାନର ପିତାଙ୍କ ସହ ଫେରାର ହୋଇଗଲେ ନବବଧୂ

ପାଟଣା,୨ା୪: ବିବାହର ତିନି ଦିନ ପରେ ଜଣେ ନବବଧୂ ୩ ସନ୍ତାନର ପିତା ଅର୍ଥାତ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଏମିତି ଘଟଣା ଘଟିଛି ବିହାରର ଜମୁଇଠାରେ। ଜିଲାର ଲକ୍ଷ୍ମୀପୁର ନିବାସୀ ୨୦ ବର୍ଷୀୟା ଯୁବତୀଙ୍କ ବାପା ଏକ...

ପଶ୍ଚିମବଙ୍ଗ ଜଙ୍ଗଲରେ କଙ୍ଗାରୁ! ପାଟ୍ରୋଲିଂ ବେଳେ ଗୁରୁତର ଅବସ୍ଥାରେ ୨ ଉଦ୍ଧାର

ଜଲପାଇଗୁଡ଼ି,୨।୪: ପଶ୍ଚିମବଙ୍ଗର ଜଲପାଇଗୁଡ଼ି ନିକଟରେ ଥିବା ଜଙ୍ଗଲରୁ ୩ଟି କଙ୍ଗାରୁ ଉଦ୍ଧାର ହୋଇଛନ୍ତି। ପ୍ରଥମେ ଗାଜୋଲଡୋବା ଜଙ୍ଗଲରୁ ଶୁକ୍ରବାର ରାତିରେ ୨ଟି ଆହତ କଙ୍ଗାରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଡାବଗ୍ରାମ ରେଞ୍ଜ...

ନେପାଳରେ ରୂପେର ଶୁଭାରମ୍ଭ କଲେ ମୋଦି…

ନୂଆଦିଲ୍ଲୀ, ୨।୪ : ଭାରତ ଏବଂ ନେପାଳର ମଧ୍ୟରେ ଶନିବାର ଏକାଧିକ ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳୀ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ଉପସ୍ଥିତିରେ ଚାରୋଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ନେପାଳରେ ପ୍ରଧାନମନ୍ତ୍ରୀ...

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି ନ ହେବାରୁ କ୍ଷୋଭ ପ୍ରକାଶ କଲେ ଭାଜପା ନେତା

ଇନ୍ଦୋର,୨।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗିୟ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏକ ବିବାଦୀୟ ବୟାନ ଦେଇ ପୁଣି ଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୬୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ଏହା ୯୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା...

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ: ପଠାଇଲା ୪୦ହଜାର ଟନ୍‌ ଚାଉଳ

ନୂଆଦିଲ୍ଲୀ,୨।୪: କଠିନ ପରିସ୍ଥିତିରେ ସବୁବେଳେ ପଡ଼ୋଶୀ ହିଁ ପଡ଼ୋଶୀର ସାହାଯ୍ୟ ଆସିଥାଏ। ଏହି ଉକ୍ତିଟିକୁ ସଫଳ କରିଦେଖାଇଛି ଭାରତ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଛି ଭାରତ। ଭାରତ ପକ୍ଷରୁ ଶ୍ରୀଲଙ୍କାକୁ...

ଆମେରିକା ଦୂତାବାସରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର: ମାମଲା ରୁଜୁ କରି ପୋଲିସର ତନାଘନା

ନୂଆଦିଲ୍ଲୀ,୨।୪: ଦିଲ୍ଲୀରେ ଅବସ୍ଥିତ ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ ବାହାରେ ଲାଗିଥିବା ଫଳକରେ ଏକ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଭାରତକୁ ଆମେରିକା ଧମକ ଦେବା ବନ୍ଦ କରୁ ବୋଲି ଉଲ୍ଲେଖ ରହିଛି। ଏଥିସହ ଭାରତକୁ ଆମେରିକାର...

ଜେଲ ଗଲେ ୧୨ ରୋହିଙ୍ଗ୍ୟା ମୁସଲମାନ

ଶ୍ରୀନଗର,୨।୪: ଜମ୍ମୁ କଶ୍ମୀରର କାଠୁଆ ଜିଲା ଅଧୀନ ହିରାନଗର ଅଞ୍ଚଳରୁ ପୋଲିସ ୧୨ ରୋହିଙ୍ଗ୍ୟା ମୁସଲମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ, ଗିରଫ ରୋହିଙ୍ଗ୍ୟା ମୁସଲମାନ ଜମ୍ମୁ କଶ୍ମୀରରେ ବେଆଇନ ଭାବେ ଅନୁପ୍ରବେଶ କରିଥିଲେ।...

ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲା: ମୁଖ୍ୟ ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

ମୁମ୍ବାଇ,୨।୪: ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ଥିବା ପ୍ରଭାକର ସେଲଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ଓକିଲ ତୁସାର ଖାଣ୍ଡରେ ସୂଚନା ଦେଇଛନ୍ତି। ତେବେ ହୃଦ୍‌ଘାତ ହେବା ସମୟରେ...

ଓମିକ୍ରନ ସହ ଲଢ଼େଇରେ ବୁଷ୍ଟର ଡୋଜ୍‌ ଜରୁରୀ

ନୂଆଦିଲ୍ଲୀ,୨।୪: କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ ମାମଲାରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ଉଭୟର ମିଶ୍ରଣର ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ୬ ମାସ ପରେ ହ୍ରାସ ହେବାକୁ ଲାଗୁଛି। ଏନେଇ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri