ଜାତୀୟ

‘ମଦ୍ୟପାନ କରୁଥିବା ଲୋକେ ମହାପାପି’

ପାଟଣା,୩୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ୍ୟପାନ କରୁଥିବା ଲୋକଙ୍କୁ ମହାପାପି କହିଛନ୍ତି। ଏଥିସହିତ ବିଷାକ୍ତ ମଦ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ରିଲିଫ ଯୋଗାଇ ଦେବ ନାହିଁ ବୋଲି ସେ ସ୍ପଷ୍ଟ...

ପୁଣି ଫେରିଆସ, ରାଜ୍ୟ ସଭା ସଦସ୍ୟଙ୍କ ବିଦାୟୀ ଭାଷଣରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାର ୭୨ ଜଣ ଏମ୍‌ପିଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମଧ୍ୟରେ କପିଲ ସିବଲ, ପି ଚିଦାମ୍ବରମ, ଜୟରାମ ରମେଶ ଏବଂ ଏ.କେ ଆଣ୍ଟୋନିଙ୍କ ପରି ଅନେକ ଭେଟେରାନ ନେତା ଅଛନ୍ତି। ଏହା...

୨ ବର୍ଷରେ ୪୦ ହଜାର ଶିଶୁଙ୍କୁ ଯୌନ ନିର୍ଯାତନା…

ନୂଆଦିଲ୍ଲୀ, ୩୧।୩ : ଦେଶରେ ଶିଶୁ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଡିଏମକେ ନେତା ତିରୁଚି ଶିବ ରାଜ୍ୟ ସଭାରେ କହିଛନ୍ତି ଯେ ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟରେ...

ସୋସିଆଲ ମିଡ଼ିଆ କମ୍ପାନୀ ଲୋକଙ୍କ ଅଧିକାରର ସମ୍ମାନ କରିବା ଜରୁରୀ, କାହାର ଆକାଉଣ୍ଟ୍‌ ବନ୍ଦ କରାଯିବା ଅନୁଚିତ: କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୩୧।୩ : କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସ୍ବାଧୀନତା ତଥା ସମାଜର ବୈଷିୟିକ ପ୍ରଗତି ପଥରେ ବାଧା ସୃଷ୍ଟି କରିବା ଠିକ୍‌ ନୁହେଁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ନାଗରିକଙ୍କ ମୌଳିକ ଅଧିକାରର ସମ୍ମାନ ଉଚିତ ଏବଂ...

ପ୍ରଶ୍ନ ପଚାରିବାରୁ ରିପୋର୍ଟରଙ୍କୁ ଧମକାଇଲେ ରାମଦେବ

ନୂଆଦିଲ୍ଲୀ,୩୧।୩: ବର୍ଦ୍ଧିତ ତେଲ ଦର ଉପରେ ପ୍ରଶ୍ନ କରିବାରୁ ଯୋଗ ଗୁରୁ ରାମଦେବ କ୍ୟାମେରା ଆଗରେ ଏକ ରିପୋର୍ଟରଙ୍କୁ ଧମକାଇଛନ୍ତି। ହରିୟାଣାର କର୍ନାଲଠାରେ ଆୟୋଜିତ ଏକ ଇଭେଣ୍ଟରେ ଜଣେ ଜର୍ନାଲିଷ୍ଟ ପତଞ୍ଜଳୀ ବ୍ରାଣ୍ଡ ଆମ୍ବାସାଡରଙ୍କ ଠାରୁ ବର୍ଦ୍ଧିତ ପେଟ୍ରୋଲ ଏବଂ...

କେଜ୍‌ରିଓ୍ବାଲଙ୍କ ଘର ଉପରେ ଆକ୍ରମଣ ଘଟଣା: ୮ ଗିରଫ

ନୂଆଦିଲ୍ଲୀ,୩୧।୩: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଥିଲେ। ଭାଜପା କର୍ମୀମାନେ କେଜ୍‌ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରଥିଲେ। ଏହି ଘଟଣାରେ...

ପଦୋନ୍ନତିରେ ସଂରକ୍ଷଣ ବନ୍ଦ ହେଲେ ସାଢ଼େ ୪ ଲକ୍ଷ କର୍ମଚାରୀ ହେବେ ପ୍ରଭାବିତ, ବଢ଼ିବ ଅଶାନ୍ତି…

ନୂଆଦିଲ୍ଲୀ, ୩୧।୩ : ସରକାରୀ ଚାକିରିରେ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂରକ୍ଷଣକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି। ସରକାର କୋର୍ଟଙ୍କୁ କହିଛନ୍ତି ଯେ ୨୦୦୭ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ ଲକ୍ଷ କର୍ମଚାରୀଙ୍କୁ ଏହି ନୀତିର...

ସ୍ତ୍ରୀଙ୍କୁ ‘ଟମାଟର୍‌’ କହିବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି

ପାଟନା,୩୧।୩: ବିହାରର ମୁଙ୍ଗେର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଗତପୁର ଗ୍ରାମରେ ବଜାରରୁ ଫେରୁଥିବା ଜଣେ ମହିଳାଙ୍କୁ ଟମାଟର କହି କମେଣ୍ଟ କରିଥିଲେ ଜଣେ ବ୍ୟକ୍ତି। ଏଥିରେ ରାଗିଯାଇ ମହିଳାଙ୍କ ସ୍ବାମୀ ୬ ଲୋକଙ୍କ ସହ ମିଶି ସମ୍ପୃକ୍ତ...

ବିଦାୟ ନେବେ ୭୨ ରାଜ୍ୟ ସଭା ଏମ୍‌ପି…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାରେ ଗୁରୁବାର ୭୨ ଜଣ ଅବସରପ୍ରାପ୍ତ ଏମ୍‌ପିଙ୍କୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୋର କାମନା ଆପଣମାନେ ପୁଣି ରାଜ୍ୟ ସଭାକୁ ଆସନ୍ତୁ। ଏହି ଅବସରରେ ଅଧ୍ୟକ୍ଷ ଏମ ଭେଙ୍କୟା...

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୩୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୨୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି।...

କରୋନାର ଦ୍ୱିତୀୟ ଲହର ପରେ ଅଧିକାଂଶ ରାଜ୍ୟ ନିଜେ ଉତ୍ପାଦନ କରୁଛନ୍ତି ଅକ୍ସିଜେନ

ନୂଆଦିଲ୍ଲୀ,୩୧ ।୩: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟ ଆଗକୁ ଆଉ ଦେଖାଯାଇ ନ ପାରେ । କାରଣ ଏବେ ଅଧିକାଂଶ ରାଜ୍ୟରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥା କରାଗଲାଣି । ଏହାଦ୍ୱାରା ଅଧିକାଂଶ ରାଜ୍ୟ ଆତ୍ମନିର୍ଭରଶୀଳ...

ଖୁବ୍‌ଶୀଘ୍ର ସ୍ବଦେଶୀ ୪ଜି ନେଟ୍‌ଓ୍ବର୍କ: ଅଶ୍ୱିନୀ

ନୂଆଦିଲ୍ଲୀ,୩୧।୩ : ଭାରତରେ ଖୁବ୍‌ଶୀଘ୍ର ସ୍ବଦେଶୀ ୪ଜି ମୋବାଇଲ୍‌ ନେଟଓ୍ବର୍କ ସେବା କାର୍ଯ୍ୟକାରୀ ହେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ୫ଜି ନେଟ୍‌ଓ୍ବର୍କ ପ୍ରସ୍ତୁତ ହୋଇଯିବ ବୋଲି ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଲୋକ ସଭାରେ କହିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri