ଜାତୀୟ

ଓଟିଟି, ଓ୍ବେବ୍‌ ଚ୍ୟାନେଲ ପାଇଁ ରହୁ ସେନ୍‌ସରଶିପ୍‌

ନୂଆଦିଲ୍ଲୀ,୩୧।୩: ଓଟିଟି ପ୍ଲାଟଫର୍ମ ଏବଂ ଓ୍ବେବ୍‌ ଚ୍ୟାନେଲଗୁଡ଼ିକରେ ଅଶ୍ଳୀଳ ଦୃଶ୍ୟ ଓ ଧର୍ମୀୟ ଉତ୍ତେଜନାପୂର୍ଣ୍ଣ ବିଷୟବସ୍ତୁର ପ୍ରସାରଣ କରାଯାଉଛି। ସେଗୁଡ଼ିକୁ କାଟଛାଣ୍ଟ କରିବା ଲାଗି କେନ୍ଦ୍ର ସରକାର ଆଇନ ଆଣନ୍ତୁ ବୋଲି ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ବୁଧବାର କହିଛନ୍ତି।...

୩ ମାସର ଝିଅକୁ ୭ ଥର ବିକ୍ରି

ଅମରାବତୀ,୩୧।୩: ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାରେ ଜଣେ ତିନିମାସର ଶିଶୁକନ୍ୟାକୁ ୨ ମାସରେ ୭ ଥର ବିକ୍ରି କରାଯାଇଛି। ପୋଲିସ ୧୧ ଜଣଙ୍କୁ ଗିରଫ କରିଛି। କନ୍ୟା ସନ୍ତାନର ବାପା ମନୋଜ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି। ଲଗାତର ୩ କନ୍ୟା...

ନୂଆଦିଲ୍ଲୀ ଗସ୍ତରେ ଆମେରିକା ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ, ୩୧ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅର୍ଥନୀତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ବୁଧବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତକରି ଶୀର୍ଷ ନେତୃବୃନ୍ଦଙ୍କ ସହ ୟୁକ୍ରେନ୍‌ ଆକ୍ରମଣ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।...

କେଜ୍‌ରିଓ୍ବାଲଙ୍କ ଘରକୁ ଭାଜପାର ଟାର୍ଗେଟ

ନୂଆଦିଲ୍ଲୀ,୩୧ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍‌ରିଓ୍ବାଲଙ୍କ ଘରକୁ ବୁଧବାର ଭାଜପା କର୍ମୀମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ‘ଦ କଶ୍ମୀର ଫାଇଲ୍ସ’ ଉପରେ କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଉତ୍ତ୍ୟକ୍ତ ଭାଜପା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ...

ଲାହୋଲରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ: ପ୍ରଥମଥର ମାର୍ଚ୍ଚରେ ପାରଦ ୨୦ ଡିଗ୍ରୀ ଉପରେ

କେଲାଂଗ,୩୧ ।୩: ହିମାଚଳ ପ୍ରଦେଶର ଜନଜାତି ଜିଲା ଲାହୋଲ-ସ୍ପିତିରେ ଗ୍ରୀଷ୍ମ ରେକର୍ଡ ଭାଙ୍ଗିଛି । ପ୍ରଥମଥର ଲାଗି ମାର୍ଚ୍ଚ ମାସରେ ପାରଦ ୨୦ ଡିଗ୍ରୀ ଉପରକୁ ଚାଲିଯାଇଛି । ଯଦି ଲଗାତାର ଏହା ବଢିଲା ତେବେ ଗ୍ଲାସିୟର ଖୁବଶୀଘ୍ର ତରଳିବା...

‘ନିରୀହ ଡାକ୍ତରଙ୍କୁ ହଇରାଣ କର ନାହିଁ’

ନୂଆଦିଲ୍ଲୀ,୩୦।୩: ହତ୍ୟା ମାମଲା ରୁଜୁ ହେବା ପରେ ରାଜସ୍ଥାନରେ ବୁଧବାର ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ କେବଳ ରାଜ୍ୟରେ ନୁହେଁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମୃତ ଡାକ୍ତର ଅର୍ଚ୍ଚନା...

ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର ଡାଇନାମିକ୍ସ ଅବଜରଭେଟୋରି ସୌରପୃଷ୍ଠରେ ଘଟୁଥିବା ଘଟଣାଗୁଡ଼ିକର ଚମତ୍କାର ଭିଜୁଆଲ କ୍ୟାପଚର କରିଛି। ଅନ୍ୟପକ୍ଷରେ...

୧୫ ଲାଇଟ୍‌ କମ୍ବାଟ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ,୩୦।୩: ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା କ୍ୟାବିନେଟ୍‌ କମିଟି (ସିସିଏସ୍‌) ବୁଧବାର ୧୫ ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର (ଏଲ୍‌ସିଏଚ୍‌)କୁ ୩,୮୮୭ କୋଟି ଟଙ୍କାରେ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।...

ଗୋଟିଏ ବର୍ଷରେ ୧.୫୮ ଲକ୍ଷ ବାଇକ୍‌ ଦୁର୍ଘଟଣା, ୫୬ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୩: ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢିଚାଲିଛି। ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ସଂସଦରେ କହିଛନ୍ତି, ୨୦୨୦ରେ ଭାରତରେ ୧,୫୮,୯୬୪ ଦୁଇ ଚକିଆ ଯାନ ସଡ଼କ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୫୬,୮୭୩ ଲୋକ ପ୍ରାଣ...

ଏଣିକି ନାଇଟ୍‌ ଶିଫ୍ଟରେ ଡ୍ୟୁଟି କରିବେ ବରିଷ୍ଠ ଅଧିକାରୀ

ମୁମ୍ବାଇ,୩୦ା୩: ନିଜର ଆଦେଶକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କ ଏବେ ଆଉ ଏକ ନୂଆ ଆଦେଶ ଚର୍ଚ୍ଚାରେ ରହିଛି। ଏହି ଆଦେଶ ଅନୁଯାୟୀ, ବର୍ତ୍ତମାନ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନାଇଟ୍‌ ଶିଫ୍ଟରେ ଡ୍ୟୁଟି...

ଗଣବଳାତ୍କାର ପାଇଁ ଗିରଫ ହେଲେ ୪ ଜାତୀୟ ସ୍ତରର ସୁଇମର

ବେଙ୍ଗାଲୁରୁ,୩୦।୩: ଜଣେ ୨୨ ବର୍ଷୀୟା ନର୍ସଙ୍କ ଗଣବଳାତ୍କାର ମାମଲାରେ ଦିଲ୍ଲୀରୁ ୪ ଜାତୀୟ ସ୍ତରର ସନ୍ତରଣକାରୀ (ସୁଇମର) ଗିରଫ ହୋଇଛନ୍ତି। ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନର୍ସଙ୍କ ସହ ଏକ ଡେଟିଂ ଆପ୍‌ରେ ବନ୍ଧୁତା ସ୍ଥାପନ କରିବା...

‘କେଜ୍‌ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ଭାଜପା’

ନୂଆଦିଲ୍ଲୀ,୩୦।୩: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ଭାଜପା କର୍ମୀମାନେ କେଜ୍‌ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହି ଘଟଣାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri