ଜାତୀୟ

୨ ଘରୋଇ ସ୍କୁଲରେ ୫ ଛାତ୍ରୀଛାତ୍ର କରୋନା ପଜିଟିଭ୍‌…

ଗାଜିଆବାଦ, ୧୧।୪ : ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ହିଣ୍ଡନ ଅଞ୍ଚଳରେ ୨ ଘରୋଇ ସ୍କୁଲରେ ୫ ଜଣ ଛାତ୍ରୀଛାତ୍ରଙ୍କନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୨ ସ୍କୁଲକୁ ବନ୍ଦ କରାଯାଇଥିବାବେଳେ...

୮୦ ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧୧।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିଛି। ଦୈନିକ ସଂକ୍ରମଣ ୮୦ ତଳେ ଥିବାବେଳେ ଗତ ୨୪ ଘଣ୍ଟାରେ ଏହା ୭୪ରେ ପହଞ୍ଚିଛି। ସେହିପରି ଗତ ୨୪...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବାକୁ ୩ ଦିନ ଦୌଡିବେ କୁନି ଧାବିକା

ଲକ୍ଷ୍ନୌ,୧୧ ।୪: ପ୍ରତିଯୋଗୀତାରେ ବିଜୟ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏଥିରେ ଭାଗ ନେବା । ହେଲେ ଖେଳାଳୀଙ୍କୁ ଯେତେବେଳେ ସେମାନଙ୍କୁ ସେମାନଙ୍କର ଉଚିତ ସମ୍ମାନ ମିଳି ନଥାଏ ସେତେବେଳେ ସେମାନେ ନିରାଶ ହୋଇଯାଇଥାଆନ୍ତି । ଏମିତି କିଛି ଘଟଣା...

ମା’ ହେଲେ ଟେଷ୍ଟ ଟ୍ୟୁବ୍‌ ବେବି

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶ ଲକ୍ଷ୍ନୌ ସହରର ପ୍ରଥମ ଟେଷ୍ଟ ଟ୍ୟୁବ୍‌ ବେବି ପ୍ରାର୍ଥନା ଏବେ ୨୩ ବର୍ଷରେ ପଦାର୍ପଣ କରିବା ସହ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି। ୧୫ ଦିନ ତଳେ ସେ ଝିଅ ଜନ୍ମ ଦେଇଥିଲେ। ସୂଚନାଯୋଗ୍ୟ,...

ୟେଚୁରୀ କ୍ରମାଗତ ତୃତୀୟ ଥର ସାଧାରଣ ସମ୍ପାଦକ

କନ୍ନୁର,୧୧।୪: କେରଳର କନ୍ନୁରଠାରେ ରବିବାର ସିପିଆଇ(ଏମ୍‌)ର ୨୩ତମ ପାର୍ଟି କଂଗ୍ରେସର ଶେଷ ଦିନରେ ସୀତାରାମ ୟେଚୁରୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ଦଳର ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଛି। ପଶ୍ଚିମବଙ୍ଗର ବରିଷ୍ଠ ନେତା ରାମଚନ୍ଦ୍ର ଡୋମ୍‌ ପ୍ରଥମ ଦଳିତ ଚେହେରା...

ରାହୁଲ ନିଜ ଦଳ ପାଇଁ ମୁଣ୍ଡ ଖେଳାନ୍ତୁ: ମାୟାବତୀ

ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ବିଏସ୍‌ପି ସହ ମେଣ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିବାବେଳେ ମାୟାବତୀ ତାହାକୁ ଏଡ଼ାଇ ଯାଇଥିଲେ ବୋଲି ରାହୁଲ ଗାନ୍ଧୀ କରିଥିବା ଅଭିଯୋଗକୁ ବିଏସ୍‌ପି ସୁପ୍ରିମୋ ଖଣ୍ଡନ କରିଛନ୍ତି। ଅନ୍ୟ ଦଳ ସମ୍ପର୍କରେ...

ଜେଏନ୍‌ୟୁରେ ଏବିଭିପି-ବାମପନ୍ଥୀ ମୁହାଁମୁହିଁ

ନୂଆଦିଲ୍ଲୀ, ୧୧ା୪: ଛାତ୍ର ଅଶାନ୍ତିକୁ ନେଇ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ବିବାଦ ଘେରକୁ ଆସିଛି। ରାମ ନବମୀ ଉତ୍ସବ ପାଳନବେଳେ ଆମିଷ ଭୋଜନକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର...

ଜେଏନ୍‌ୟୁରେ ଆମିଷ ଖାଇବାକୁ ଛାତ୍ରଙ୍କୁ ବାରଣ

ନୂଆଦିଲ୍ଲୀ,୧୧ ।୪: ଜେଏନ୍‌ୟୁରେ ଆମିଷ ଖାଇବାକୁ ନେଇ ବିବାଦ ଉପୁଜିଛି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଦିଲ୍ଲୀ ପାଲିସର ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀର ଛାତ୍ରଙ୍କ ମଧ୍ୟରେ ୬ ଜଣ ଆହତ ହୋଇଛନ୍ତି ।...

ଚିନ୍ୟାଲିସୌର ଏୟାର ବେସରୁ ରାତ୍ରିକାଳୀନ ଅଭ୍ୟାସ କରିବ ବାୟୁସେନା

ଉତ୍ତରକାଶୀ,୧୧ ।୪: ଭାରତ-ଚାଇନା ସୀମାକୁ ଲାଗି ରହିଥିବା ସିମାନ୍ତ ଜିଲା ଉତ୍ତରକାଶୀରେ ହୋଇଥିବା ଚିନ୍ୟାଲିସୌର ଏୟାର ବେସ ସାମରିକ ଦୃଷ୍ଟିରୁ ଖୁବ୍ ମହତ୍ୱପୂର୍ଣ୍ଣ । ଏହି ଏୟାର ବେସରୁ ରାତି ସମୟରେ ବାୟୁସେନା ଅଭ୍ୟାସ କରିବ ବୋଲି ଜଣାପଡିଛି ।...

ଏପ୍ରିଲ୍‌ ୧୧ରେ ମୋଦି-ବାଇଡେନ୍‌ଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଏପ୍ରିଲ ୧୧ ଅର୍ଥାତ୍‌ ସୋମବାର ଏକ ଭର୍ଚୁଆଲ୍‌ ବୈଠକ ହେବ ବୋଲି ଜଣାପଡିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ଦ୍ୱିପାକ୍ଷିକ...

ଜଗନଙ୍କ କ୍ୟାବିନେଟରେ ଜାତି ସମୀକରଣ

ହାଇଦ୍ରାବାଦ,୧୦।୪: ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ଏପ୍ରିଲ ୭ରେ ମନ୍ତ୍ରୀମଣ୍ଡଳ ଭାଙ୍ଗି ଦେଇଥିଲେ। ସୋମବାର ପୁଣି ମନ୍ତ୍ରୀମଣ୍ଡଳ ଗଠନ କରିବେ। ଜଗନଙ୍କ କ୍ୟାବିନେଟ...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବରଦସ୍ତି କୋଳାଗ୍ରତ କରନ୍ତି ରାହୁଲ’

ନୂଆଦିଲ୍ଲୀ,୧୦।୪: କଂଗ୍ରେସ ଓ ବିଏସପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଥମିବାର ନାଁ ନେଉ ନାହିଁ। ଇଡି ଏବଂ ସିବିଆଇ ଭୟରେ ମାୟାବତୀ ନିର୍ବାଚନ ଲଢିବାକୁ ଭୟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନ୍ତ୍ୟବ୍ୟ ଦେବା ପରେ ଏହାର ଜବାବ ଦେଇଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri