ଜାତୀୟ

ମିମ୍ସ ଉପରେ ପ୍ରତିକ୍ରିୟା ରଖିଲେ ଥରୁର

ନୂଆଦିଲ୍ଲୀ,୮।୪: କଂଗ୍ରେସ ଏମ୍‌ପି ଶଶୀ ଥରୁରଙ୍କ ସହିତ ଲୋକସଭାରେ ସୁପ୍ରିୟା ସୁଲେଙ୍କ ବ୍ୟକ୍ତିଗତ ଆଲୋଚନାର ଭିଡିଓ ଏବେ ସୋସିଆଲ ମିଡିଆରେ ଟପ୍‌ ଟାୟାର ମିମ୍ସ ପାଲଟିଛି। ଏହା ଉପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା। ଭିଡିଓରେ...

କରୋନାର ଦ୍ୱିତୀୟ ଲହରଠାରୁ ଅଧିକ ବେଗରେ ବ୍ୟାପିବ ନୂଆ ଭାରିଏଣ୍ଟ ‘ଏକ୍ସଇ’

ନୂଆଦିଲ୍ଲୀ,୮ ।୪: ସାରା ବିଶ୍ୱରୁ କରୋନା ମହାମାରୀ ଶେଷ ହୋଇ ଆସୁଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ କମି କମି ଆସିଛି । ହେଲେ ଏହାରି ଭିତରେ ପୁଣିଥରେ ଭୟ ସୃଷ୍ଟି କଲାଣି କରୋନା ଭାଇରସ ଓମିକ୍ରନର...

ଇ-ଯାନ କ୍ରୟ ଉପରେ ମିଳିବ ସବସିଡି

ନୂଆଦିଲ୍ଲୀ,୮ ।୪: ଦିଲ୍ଲୀ ସରକାର ଇ-ସାଇକେଲରେ ସବସିଡି ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଟୁଇଟ୍ କରି କହିଛନ୍ତି, ଆମେ ପ୍ରଦୂଷଣ ବିରୋଧରେ ଲଢେଇ କରିବାକୁ ଏକ ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଛୁ । ଦିଲ୍ଲୀ ସରକାରଙ୍କ...

ମହିଳାଙ୍କ ସହ ଅଭଦ୍ରାମି ପାଇଁ ପିଟି ପିଟି ମାରି ଦେଲେ

ହାଇଦ୍ରାବାଦ୍‌,୮।୪: ଜଣେ ମହିଳାଙ୍କ ସହ ଖରାପ ବ୍ୟବହାର ପାଇଁ ଜଣେ ୩୯ ବର୍ଷୀୟ ଯୁବକଙ୍କୁ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। ପରେ ଉକ୍ତ ଯୁବକଙ୍କ ମୃତଦେହ ତାଙ୍କ ଘରୁ ମିଳିଥିବା ଗୁରୁବାର ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତ...

ଆକାଉଣ୍ଟସକୁ ନେଇ ଯୁକ୍ତିତର୍କ ପରେ ପୁଅକୁ ଜାଳି ଦେଲେ

ବେଙ୍ଗାଲୁରୁ,୮।୪: ଆକାଉଣ୍ଟ ସେଟେଲମେଣ୍ଟକୁ ନେଇ ଯୁକ୍ତିତର୍କ ପରେ ପୁଅକୁ ଜାଳି ଦେଇଛନ୍ତି ଜଣେ ବ୍ୟବସାୟୀ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ ଘଟିଛି। ଏଭଳି ଘଟଣା ୧ ତାରିଖରେ ସହରର ଭାଲମିକି ନଗର...

୧୦୦ ଦିନରେ ୨୫ ହଜାର ବେକାରିଙ୍କୁ ଘରୋଇ କ୍ଷେତ୍ରରେ ନିଯୁକ୍ତି ଦେବେ ଯୋଗୀ ସରକାର, ଲାଗିବ ୯୦ ରୋଜଗାର ମେଳା

ଲକ୍ଷ୍ନୌ,୮ ।୪: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମେ ୧୦୦ ଦିନ ମଧ୍ୟରେ ଶ୍ରମ ଏବଂ ସେବା ଯୋଜନା ବିଭାଗ ୯୦ ରୋଜଗାର ମେଳା ମାଧ୍ୟମରେ ୨୫ ହଜାର ବେକାର ଯୁବତୀଯୁବକଙ୍କୁ ଘରୋଇ କ୍ଷେତ୍ରରେ ନିଯୁକ୍ତ...

‘ଆହୁରି ୧୫ ବର୍ଷ ବଞ୍ଚିବି’

ଧର୍ମଶାଳା,୮।୪: ତିବ୍ଦତୀୟ ଧର୍ମଗୁରୁ ନେତା ଦଲାଇ ଲାମା ହିମାଚଳ ପ୍ରଦେଶର ମ୍ୟାକ୍‌ଲିଓଡଗଞ୍ଜର ମୁଖ୍ୟ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ୨୫ତମ ଶୋଟନ ମହୋତ୍ସବରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ମୋର ବୟସ ଏବେ ପ୍ରାୟ...

‘ଯଦି ରହିବାର ଅଛି ରୁହ, ନଚେତ୍‌ ଯାଅ’

ଲକ୍ଷ୍ନୌ,୮।୪: ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ସବୁକିଛି ଠିକ୍‌ ନାହିଁ। ଚର୍ଚ୍ଚା ହେଉଛି ଶିବପାଲ ଏସ୍‌ପି ଛାଡି ଭାଜପାରେ ଯୋଗ ଦେବେ। ଏବେ ଅଖିଳେଶ ମଧ୍ୟ ସୂଚାଇ ଦେଇଛନ୍ତି, ଯଦି...

୩୦ ଦିନରେ ୨୫ ହତ୍ୟା, କେମିତି ରହିବେ ଲୋକେ, ମାନ ସରକାରଙ୍କୁ ସିଦ୍ଧୁଙ୍କ ଟାର୍ଗେଟ

ଚଣ୍ଡିଗଡ଼,୮ ।୪: ପଞ୍ଜାବ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଗୁରୁବାର ପଟିଆଲାରେ ରାଜ୍ୟର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ରାଜ୍ୟରେ ଗତ ୩୦ ଦିନ ମଧ୍ୟରେ ୨୫ଟି...

କଥା ହୁଅନ୍ତି ଛତୁ

ନୂଆଦିଲ୍ଲୀ: ମଣିଷଙ୍କ ଭଳି ଛତୁ ମଧ୍ୟ ପରସ୍ପର ସହ କଥା ହୋଇପାରନ୍ତି। ୟୁନିଭରର୍ସିଟି ଓ୍ବେଷ୍ଟ ଅଫ୍‌ ଇଂଲଣ୍ଡର ପ୍ରଫେସର ଆଣ୍ଡ୍ର୍ୟୁ ଆଡାମାଟଜକିଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜାଣିବାକୁ ମିଳିଛି। କଥା ମାଧ୍ୟମରେ ଛତୁମାନେ ମଧ୍ୟ ଭାବର ଆଦାନ ପ୍ରଦାନ...

ଅଜାନ୍‌ ପରେ ମୂର୍ତ୍ତି, ଆମ୍ବ

ବେଙ୍ଗାଲୁରୁ,୮ା୪:ଭାଜପା ଶାସିତ କର୍ନାଟକରେ ବିଧାନସଭା ନିର୍ବାଚନକୁ ବର୍ଷେ ବାକି ଥିବାବେଳେ ହିନ୍ଦୁ ସଙ୍ଗଠନଗୁଡ଼ିକ ଗୋଟିଏ ପରେ ଗୋଟିଏ ଧ୍ରୁବୀକରଣର ଅସ୍ତ୍ର ପ୍ରୟୋଗ କରିଚାଲିଛନ୍ତି। ସେମାନେ ହିଜାବ, ହଲାଲ ସହ ମନ୍ଦିର ମେଳାରେ ମୁସଲମାନଙ୍କ ଯୋଗଦାନକୁ ନେଇ କଟକଣା ପାଇଁ ଅଭିଯାନ...

ଖବରଦାତାଙ୍କ ପୋଷାକ ଖୋଲିଦେଲା ଏମ୍‌ପି ପୋଲିସ

ଭୋପାଳ,୭।୪: ମଧ୍ୟପ୍ରଦେଶର ଏକ ଥାନାରେ ପୋଲିସ ନିର୍ଦ୍ଦେଶରେ ଜଣେ ଖବରଦାତା, ଯାତ୍ରା କଳାକାରଙ୍କ ସମେତ ୮ଜଣଙ୍କୁ ପ୍ୟାଣ୍ଟସାର୍ଟ ଖୋଲିବାକୁ ପଡ଼ିଛି। ଉକ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୋଷୀ ପୋଲିସ ଅଫିସରଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri