ଜାତୀୟ

୩୦ ଦିନରେ ୨୫ ହତ୍ୟା, କେମିତି ରହିବେ ଲୋକେ, ମାନ ସରକାରଙ୍କୁ ସିଦ୍ଧୁଙ୍କ ଟାର୍ଗେଟ

ଚଣ୍ଡିଗଡ଼,୮ ।୪: ପଞ୍ଜାବ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଗୁରୁବାର ପଟିଆଲାରେ ରାଜ୍ୟର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ରାଜ୍ୟରେ ଗତ ୩୦ ଦିନ ମଧ୍ୟରେ ୨୫ଟି...

କଥା ହୁଅନ୍ତି ଛତୁ

ନୂଆଦିଲ୍ଲୀ: ମଣିଷଙ୍କ ଭଳି ଛତୁ ମଧ୍ୟ ପରସ୍ପର ସହ କଥା ହୋଇପାରନ୍ତି। ୟୁନିଭରର୍ସିଟି ଓ୍ବେଷ୍ଟ ଅଫ୍‌ ଇଂଲଣ୍ଡର ପ୍ରଫେସର ଆଣ୍ଡ୍ର୍ୟୁ ଆଡାମାଟଜକିଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜାଣିବାକୁ ମିଳିଛି। କଥା ମାଧ୍ୟମରେ ଛତୁମାନେ ମଧ୍ୟ ଭାବର ଆଦାନ ପ୍ରଦାନ...

ଅଜାନ୍‌ ପରେ ମୂର୍ତ୍ତି, ଆମ୍ବ

ବେଙ୍ଗାଲୁରୁ,୮ା୪:ଭାଜପା ଶାସିତ କର୍ନାଟକରେ ବିଧାନସଭା ନିର୍ବାଚନକୁ ବର୍ଷେ ବାକି ଥିବାବେଳେ ହିନ୍ଦୁ ସଙ୍ଗଠନଗୁଡ଼ିକ ଗୋଟିଏ ପରେ ଗୋଟିଏ ଧ୍ରୁବୀକରଣର ଅସ୍ତ୍ର ପ୍ରୟୋଗ କରିଚାଲିଛନ୍ତି। ସେମାନେ ହିଜାବ, ହଲାଲ ସହ ମନ୍ଦିର ମେଳାରେ ମୁସଲମାନଙ୍କ ଯୋଗଦାନକୁ ନେଇ କଟକଣା ପାଇଁ ଅଭିଯାନ...

ଖବରଦାତାଙ୍କ ପୋଷାକ ଖୋଲିଦେଲା ଏମ୍‌ପି ପୋଲିସ

ଭୋପାଳ,୭।୪: ମଧ୍ୟପ୍ରଦେଶର ଏକ ଥାନାରେ ପୋଲିସ ନିର୍ଦ୍ଦେଶରେ ଜଣେ ଖବରଦାତା, ଯାତ୍ରା କଳାକାରଙ୍କ ସମେତ ୮ଜଣଙ୍କୁ ପ୍ୟାଣ୍ଟସାର୍ଟ ଖୋଲିବାକୁ ପଡ଼ିଛି। ଉକ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୋଷୀ ପୋଲିସ ଅଫିସରଙ୍କ...

ବିଧାୟକଙ୍କ ପେଟ୍ରୋଲ ପମ୍ପରେ ଯୋଗୀଙ୍କ ବୁଲଡୋଜର

ବରେଲି,୭।୪: ସମାଜବାଦୀ ପାର୍ଟି ବିଧାୟକ ଶଜିଲ ଇସ୍‌ଲାମ ଅନ୍‌ସାରୀଙ୍କର ଏକ ପେଟ୍ରୋଲ ପମ୍ପ୍‌କୁ ଗୁରୁବାର ଭାଙ୍ଗି ଦିଆଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ବିଧାୟକ ଅନ୍‌ସାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ବରେଲି-ଦିଲ୍ଲୀ...

ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭।୪: ଜମ୍ମୁ-କଶ୍ମୀର ବ୍ୟାଙ୍କ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି। ଋଣ ମଞ୍ଜୁରୀ ଓ ନିବେଶରେ ଅନିୟମିତତା ଅଭିଯୋଗ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପୂର୍ବରୁ ଜମ୍ମୁ-କଶ୍ମୀର ବ୍ୟାଙ୍କର...

ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ନ ଲଗାଇବାକୁ ଦାବି କଲେ ମନ୍ତ୍ରୀ

ପାଟନା,୭।୪: ମସ୍‌ଜିଦରେ ଡାକବାଜି ଯନ୍ତ୍ରର ଉତ୍କଟ ଶବ୍ଦ ଉପରେ ରୋକୋ ଲଗାଇବା ପାଇଁ ଗୁରୁବାର ବିହାର ଭାଜପା ମନ୍ତ୍ରୀ ଦାବି କରିଛନ୍ତି। ମସ୍‌ଜିଦରେ ଅଜାନ ସମୟରେ ଲାଉଡ୍‌ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ ବିହାରର ଭାଜପା ମନ୍ତ୍ରୀ ଜନକ ରାମ ଦାବି...

ଜଗନ ମୋହନଙ୍କ କ୍ୟାବିନେଟ୍‌ରେ ବଡ ପରିବର୍ତ୍ତନ

ଅମରାବତୀ,୭।୪: ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କିଛି ବଡ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଏକ ନ୍ୟୁଜ୍‌...

ବେଳକୁ ବେଳ ଖରାପ ହେବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି: ମମତା

କୋଲକାତା,୭ ।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେ ସନ୍ଦେହ...

ଲେମ୍ବୁ କିଲୋ ୩୦୦

ନୂଆଦିଲ୍ଲୀ,୭।୪: ଦେଶରେ ପେଟ୍ରୋଲ, ଡିଜେଲ ଓ ସିଏନ୍‌ଜି ଉପରେ ମହଙ୍ଗା ମାଡ଼ ପରେ ସାଧାରଣଲୋକଙ୍କ ପାଇଁ ପନିପରିବା ଦର ଏବେ ଆକାଶଛୁଆଁ ହୋଇଛି। ଇତିମଧ୍ୟରେ ଦିଲ୍ଲୀରେ ଲେମ୍ବୁର ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ଟଙ୍କା ହୋଇଥିବା ଜଣାପଡ଼ିଛି। ହୋଲସେଲ୍‌ ବଜାରରେ ଲେମ୍ବୁର...

ସେନାଙ୍କ ଗୁଳିରେ ୨ଆହତ

ଶ୍ରୀନଗର,୭।୪: ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲା ସ୍ଥିତ ହିନ୍ଦଓ୍ବାଡାର କସବେରେ ଗୁରୁବାର ଦ୍ୱିପ୍ରହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସେନା ଯବାନଙ୍କୁ ଗୁଳିରେ ୨ଜଣ ସ୍ଥାନୀୟ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,...

ଲଦାଖରେ ପାଓ୍ବାର ଗ୍ରୀଡ୍‌ ଭଣ୍ଡୁର ପାଇଁ ହ୍ୟାକରଙ୍କ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୪: ଚାଇନା ଏହାର କଳାକାରନାମାରୁ ନିବୃତ୍ତ ହେଉନାହିଁ। ଲଦାଖରେ ଏହାର କଳାକାରନାମା ଜାରି ରଖିଛି। ଏହା ମଧ୍ୟରେ ଚାଇନାର ହ୍ୟାକରମାନେ ଲଦାଖର ପାଓ୍ବାର ଗ୍ରୀଡକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ରଶକ୍ତି ମନ୍ତ୍ରୀ ଆର.କେ ସିଂ ଗୁରୁବାର କହିଛନ୍ତି, ଲଦାଖ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri