ଜାତୀୟ

ବିହାର ଭାଜପା ବିଧାୟକଙ୍କ ନାମରେ ଯୁବତୀଙ୍କୁ ଅପହରଣ ଅଭିଯୋଗ

ପାଟଣା,୧୪।୨: ବିହାରର ଭାଜପା ବିଧାୟକ ବିନୟ ବିହାରୀଙ୍କ ବିରୋଧରେ ୨୫ ବର୍ଷୀୟା ଜଣେ ଯୁବତୀଙ୍କୁ ରବିବାର ଅପହରଣ କରିଥିବା ଅଭିଯୋଗ ଆସିଛି। ଏ ନେଇ ଅପହୃତାଙ୍କ ମା’ ଅଭିଯୋଗକୁ ଭିତ୍ତି କରି ପାଟଣାର ଅଗାମ କୁଆନ ଥାନାରେ ମାମଲା ରୁଜୁ...

ଚିନି କମ୍‌: ଚାଇନା ଉପରେ ଚତୁର୍ଥ ଡିଜିଟାଲ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୧୪ା୨: ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଚାଇନିଜ ଆପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୪ଟି ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ପୁଣି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ,...

୫୪ ଚାଇନା ଆପ୍‌ ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ସରକାର ଭାରତରେ ୫୪ଟି ଚାଇନା ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ୨୦୨୦ ମସିହାରୁ ମୋଟ ୨୭୦ଟି ଆପ ଉପରେ ନିଷେଧାଦେଶ ଲାଗିଛି। ଭାରତୀୟଙ୍କ ଗୋପନୀୟତା ତଥା ସୁରକ୍ଷା ପ୍ରତି ବିପଦ ବୋଲି କହି କେନ୍ଦ୍ର ସରକାର...

ଟନେଲ ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଭୋପାଳ,୧୪।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୪୫୦ କିମି ଦୂର ସଲିମାନାବାଦ୍‌ରେ ଶନିବାର ସନ୍ଧ୍ୟାରେ ଏକ ନିର୍ମାଣଧୀନ ଟନେଲ ଭୁଷୁଡ଼ି ପଡ଼ିବାରୁ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ବେଳେ ଟନେଲ ଭଗ୍ନାଂଶ ତଳେ ୯ ଜଣ ଶ୍ରମିକ ଚାପି ହୋଇଯାଇଥିଲେ।...

୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଅନୁରୋଧ…

ନୂଆଦିଲ୍ଲୀ,୧୪ା୨: ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି। ଏହାର ପ୍ରଭାବ ଏବେ ପୃଥିବୀର ଅନ୍ୟ ଦେଶ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ପୂର୍ବ ୟୁରୋପରେ ଯୁଦ୍ଧର ବିପଦ ମଧ୍ୟରେ, ୟୁକ୍ରେନରେ ଇଞ୍ଜିନିୟରିଂ ଏବଂ ମେଡ଼ିକାଲ ସହିତ...

ଭାଲେଣ୍ଟାଇନ୍ସ୍‌ ଡେ’ରେ ‘ ବୟଫ୍ରେଣ୍ଡ୍‌ ଅନ୍‌ ରେଣ୍ଟ୍‌’ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ଦରଭଙ୍ଗା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବାଳକ ଏକ ପୋଷ୍ଟର ମାଧ୍ୟମରେ ଏକୁଟିଆ ଯନ୍ତ୍ରଣାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରୁଛନ୍ତି। ଏହି ଭାଇରାଲ ଭିଡିଓ...

‘କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ରାହୁଲ-ପ୍ରିୟଙ୍କା ଯଥେଷ୍ଟ’

ଲକ୍ଷ୍ନୌ,୧୪।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ପିଠି ଥାପୁଡାଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ସହ ଜଡିତ ଏକ ପ୍ରଶ୍ନ ଉପରେ ଯୋଗୀ...

ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ, ୧୪।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି।...

ମୃତକ ଲଢୁଛନ୍ତି ନିର୍ବାଚନ

ଆଜମଗଡ଼,୧୪ ।୨: ବର୍ଷ ବର୍ଷ ଧରି ରାଜସ୍ୱ ରେକର୍ଡରେ ମୃତ ଘୋଷିତ ହୋଇଥିବା ଲାଲ ବିହାରୀ ଏବେ ଆଜମଗଡ଼ ଜିଲାର ମୁବାରକପୁର ଆସନରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢୁଛନ୍ତି । ସେ ଏହା ପ୍ରମାଣିତ କରିବାକୁ ଚାହୁଁଛନ୍ତି କି...

ଭାଲେଣ୍ଟାଇନ ଡେ’ରେ ସ୍ୱତନ୍ତ୍ର ଡୁଡଲ କରି ପ୍ରେମର ବାର୍ତ୍ତା ଦେଲା ଗୁଗଲ

ନୂଆଦିଲ୍ଲୀ,୧୪ ।୨: ବିଶେଷ ଦିନମାନଙ୍କରେ ଡୁଡଲ କରି ସଭିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ବିଶ୍ୱର ଅଗ୍ରଣୀ ସର୍ଚ୍ଚ ଇଞ୍ଜିନ ଗୁଗଲ ଏଥର ଭାଲେଣ୍ଟାଇନ ଡେ’ ୨୦୨୨ ଅବସରରେ ବି ସ୍ୱତନ୍ତ୍ର ଡୁଡଲ ତିଆରି କରିଛି । ଡୁଡଲରେ ଏଥର ହାମଷ୍ଟର(ପକ୍ଷୀ)ର...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଲକ୍ଷ୍ନୌ/ପଣଜୀ/ଡେରାଡୁନ୍‌,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ ଜାରି ରହିଛି। ଅପରପକ୍ଷରେ ଗୋଆ ଓ ଉତ୍ତରାଖଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ...

ମତଦାନ ପୂର୍ବରୁ ମୋଦିଙ୍କ ଅପିଲ

ନୂଆଦିଲ୍ଲୀ,୧୪ ।୨: ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ଉତ୍ତର ପ୍ରଦେଶରେ ୧୦ ଫେବୃୟାରୀରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ସୋମବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯାଉଛି । ଏହା ବ୍ୟତୀତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri