ଜାତୀୟ

ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ, ୧୩।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି।...

ଆଞ୍ଚଳିକ ଭାଷାରେ ହେବ ମେଡ଼ିକାଲ ପାଠପଢ଼ା…

ନୂଆଦିଲ୍ଲୀ, ୧୩।୨ : ଏଣିକି ଆଞ୍ଚଳିକ ଭାଷାରେ ମେଡ଼ିକାଲ ପାଠପଢ଼ା କରିହେବ। ଦୁଇଟି ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଛାତ୍ରୀଛାତ୍ର ଆଞ୍ଚଳିକ ଭାଷାରେ ପାଠପଢ଼ିବା ଚୟନ କରିବାର ସ୍ବାଧୀନତା ପାଇ ପାରିବେ। ଆଞ୍ଚଳିକ ଭାଷାରେ...

ନିର୍ବାଚନ ପ୍ରଚାରର ସୁପର ସନ୍‌ଡେ’

ନୂଆଦିଲ୍ଲୀ,୧୩ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଷ୍ଟାର ପ୍ରଚାରକଙ୍କର ଭିଡ ଦେଖିବାକୁ ମିଳିଲାଣି । ରବିବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପଞ୍ଜାବ ଗସ୍ତରେ ଯାଉଛନ୍ତି । ସେ ଏନଡିଏ ମେଣ୍ଟ ଲାଗି ପ୍ରଚାର...

କଂଗ୍ରେସ କରିଛି ଦେଶକୁ ବିଭାଜିତ: ଭାଜପା ନେତା

ବେଙ୍ଗାଲୁରୁ,୧୩ ।୨: ହରିୟାଣାର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସବୁବେଳେ ବିରୋଧୀଙ୍କୁ ଟାର୍ଗେଟ କରି ଆସିଥଆନ୍ତି ଚର୍ଚ୍ଚାକୁ । ଏବେ ସେ ପୁଣିଥରେ ହିଜାବ ବିବାଦକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବିଜ କର୍ନାଟକରେ ଚାଲିଥିବା ହିଜାବ...

କୋଭିଡ ସେଣ୍ଟର ଘୋଟାଲା: ମୁମ୍ବାଇର ଚା’ ବାଲାଙ୍କୁ ଦିଆଯାଇଛି ୧୦୦ କୋଟି ଟଙ୍କାର ଠିକା

ମୁମ୍ବାଇ,୧୩ ।୨: କରୋନା ମହାମାରୀକୁ ମୁକାବିଲା କରିବାକୁ ସରକାରଙ୍କ ତରଫରୁ ଗଢିଉଠିଥିଲା କୋଭିଡ ସେଣ୍ଟର । ଏହି କ୍ରମରେ ପୁଣେରେ ୧୦୦ କୋଟି ଟଙ୍କା ବ୍ୟୟରେ ଏକ କୋଭିଡ ସେଣ୍ଟର ନିର୍ମାଣ ଲାଗି ମୁମ୍ବାଇର ଜଣେ ଚା’ବାଲାଙ୍କୁ ଠିକା ଦିଆଯାଇଥିବା...

ବାରାମୂଳାରୁ ଅଲ-ବଦ୍ରର ୭ ଆତଙ୍କବାଦୀ ଗିରଫ: ଯୋଜନା ଥିଲା ଘାଟିରେ ବଡ ଧରଣର ଆକ୍ରମଣ

ଶ୍ରୀନଗର,୧୩ ।୨: ପୂର୍ବ ପ୍ରକୃତିରୁ ବାହାରି ପାରୁନି ପାକିସ୍ତାନ । ଜମ୍ମୁ-କଶ୍ମୀରରେ ବାରମ୍ବାର ଆକ୍ରମଣ ଯୋଜନା କରି ଚାଲିଛନ୍ତି ପାକିସ୍ତାନ ଆତଙ୍କବାଦୀ । ହେଲେ ଭାରତୀୟ ସୁରକ୍ଷା ବଳ ଏହାର କଡା ଜବାବ ଦେଇ ଚାଲିଛି । ନିକଟରେ ସୁରକ୍ଷା...

ମହାନଦୀ ବିବାଦ: ଟ୍ରିବ୍ୟୁନାଲରେ ୯ ସାକ୍ଷୀଙ୍କ ତାଲିକା ଦେଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୨: ମହାନଦୀ ଜଳ ବିବାଦ ମାମଲାର ଅନୁଧ୍ୟାନ ଲାଗି ଓଡ଼ିଶା ସରକାର ଟ୍ରିବ୍ୟୁନାଲରେ ୯ ଜଣ ସାକ୍ଷୀଙ୍କ ତାଲିକା ଦାଖଲ କରିଛନ୍ତି। ସେହିପରି ଶୁଣାଣି ବେଳେ ଛତିଶଗଡ଼ ୭ ଜଣ ସାକ୍ଷୀଙ୍କ ପ୍ରସ୍ତାବ ଦେଇଛି। କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ...

ଧସିଲା ନର୍ମଦା ଘାଟି ପରିଯୋଜନାର ଅଣ୍ଡର ଗ୍ରାଉଣ୍ଡ ଟନେଲ: ଫସିଲେ ୯ ଶ୍ରମିକ

କଟନି,୧୩ ।୨: ମଧ୍ୟ ପ୍ରଦେଶର କଟନି ଜିଲାରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ବଡ ଅଘଟଣ ଘଟିଛି । କଟନି ଜିଲାରେ ନର୍ମଦା ଘାଟି ପରିଯୋଜନାରେ ନିର୍ମାଣ କରାଯାଉଥିବା ଅଣ୍ଡର ଗ୍ରାଉଣ୍ଡ ଟନେଲ ଧସି ଯାଇଛି । ଫଳରେ ସେଠାରେ କାମ...

୨୮ ବ୍ୟାଙ୍କରୁ ୨୨,୮୪୨ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଇତିହାସରେ ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ଦେଶର ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଠକିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ଏହାର ପୂର୍ବତନ...

ଟିଏମସିର ଆନ୍ତରିକ କହଳ: ଘୋଷଣା ହେଲା ନୂଆ ୱାର୍କିଂ କମିଟି

କୋଲକାତା,୧୩ ।୨: ତୃଣ ମୂଳ କଂଗ୍ରେସ(ଟିଏମସି)ରେ ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ଶନିବାର ସନ୍ଧ୍ୟାରେ ଦଳର ବରିଷ୍ଠ ନେତାଙ୍କର ଏକ ବୈଠକ ହୋଇଥିଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା...

ସେବି ପ୍ରକାଶ କଲା ଚାଞ୍ଚଲ୍ୟକର ତଥ୍ୟ, ହିମାଳୟ ବାବାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ଏନ୍‌ଏସ୍‌ଇର ପୂର୍ବତନ ଅଧ୍ୟକ୍ଷା…

ମୁମ୍ବାଇ, ୧୨।୨ : ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ(ସେବି)ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ନ୍ୟାଶନାଲ ଷ୍ଟକ୍‌ ଏକ୍ସେଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବାତନ ଅଧ୍ୟକ୍ଷା ତଥା ସିଇଓ ଚିତ୍ରା ରାମକୃଷ୍ଣ ଜଣେ ହିମାଳୟ ବାବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ନିଷ୍ପତ୍ତି ଗ୍ରହଣ...

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୨ା୨: ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି ଜିଲାର ୫୫ ନିର୍ବାଚନମଣ୍ଡଳୀରେ ଆସନ୍ତା ଚଳିତମାସ ୧୪ରେ ଭୋଟ ଗ୍ରହଣ ହେବ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri