ଜାତୀୟ

‘ଆମେ ସଂସ୍କୃତିକୁ ଛାଡ଼ିପାରିବୁ ନାହିଁ’

ଜୟପୁର,୧୨ା୨: ମୁସଲମାନ ମହିଳାମାନେ ରାଜସ୍ଥାନର ଜୟପୁର ଏବଂ ପଞ୍ଜାବର ଲୁଧିଆନାରେ ହିଜାବକୁ ସମର୍ଥନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବିଷୟ ବୋଲି ସେମାନେ କହିଛନ୍ତି। ରାଜନୈତିକ ଦଳ ଏଥିରେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ। ଆମେ...

ରାହୁଲ ଆଧୁନିକ ଜିନ୍ନା, ହିମନ୍ତଙ୍କ ଟାର୍ଗେଟ…

ଗୁଆହାଟି, ୧୨।୨ : ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱା ସରମା ଟାର୍ଗେଟ୍‌ କରିଛନ୍ତି। ସେ ଅକ୍ଷେପ କରି କହିଛନ୍ତି ଯେ, ରାହୁଲ ହେଉଛନ୍ତି ଆଧୁନିକ ଜିନ୍ନା। ସେ କହିଛନ୍ତି ୧୯୪୭ ପୂର୍ବରୁ ମହମ୍ମଦ...

ନିର୍ବାଚନ ପ୍ରଚାର ପଦଯାତ୍ରାରୁ ହଟିଲା କଟକଣା, ରାତି ୧୦ଟା ପର୍ଯ୍ୟନ୍ତ କରିହେବ ପ୍ରଚାର…

ନୂଆଦିଲ୍ଲୀ, ୧୨।୨ : ଭାରତୀୟ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଉପରେ ଥିବା କଟକଣାକୁ ଶନିବାର କୋହଳ କରିଛନ୍ତି। ନିର୍ବାଚନ ପ୍ରଚାର ପଦଯାତ୍ରାରୁ କଟକଣା ହଟିଛି। ସେହିପରି ଏଣିକି ପ୍ରାର୍ଥୀମାନେ ସକାଳ...

ନୌସେନାକୁ ସଫଳତା, ପାକିସ୍ତାନ ବାଟେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ…

ନୂଆଦିଲ୍ଲୀ, ୧୨।୨ : ଚୋରା ଡଗ୍ସ୍‌ କାରବାର ରୋକିବାରେ ଭାରତୀୟ ନୌସେନାକୁ ବଡ଼ ଧରଣର ସଫଳତା ମିଳିଛି। ଆରବ ସାଗରରେ ପାକିସ୍ତାନ ବାଟେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଏହା ମୁମ୍ବାଇ ଅବା ଗୁଜରାଟକୁ ଯାଇଥାନ୍ତା...

ମିଥ୍ୟା ବଳାତ୍କାର ମାମଲାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ…

ଭୋପାଳ, ୧୨।୨ : ମିଥ୍ୟା ବଳାତ୍କାର ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି। ସିହୋର ଜିଲାର ଏସ୍‌ପିଙ୍କୁ ଘଟଣାର ଉଚିତ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଚାରପତି ସଞ୍ଜୟ ଦ୍ୱିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଅଭିଯୋଗ...

ଚଳିତ ସିଜିନର ପ୍ରଥମ ଆମ୍ବ : ଝୁଡିର ଦାମ ୩୧ ହଜାର ଟଙ୍କା

ପୁଣେ,୧୨ ।୨: ଆମ୍ବକୁ ଭଲ ପାଉଥିବା ଲୋକେ ଏହାକୁ ଯେ କୌଣସି ଦାମରେ କିଣି ପାରନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁଣେ ବଜାରରେ ପୁଣେର ଏକ ମଣ୍ଡିକୁ ଚଳିତ ସିଜନର ପ୍ରଥମ ଆମ୍ବ ଶୁକ୍ରବାର...

ଦୋଷୀ ସାବ୍ୟସ୍ତ ହେବା ପରେ ଆପୋଷ ବୁଝାମଣା ଉପରେ ଭରସା କରି ହେବ ନାହିଁ: ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୨।୨ : ଭାରତୀୟ ଦଣ୍ଡବିଧି ସଂହିତା ୩୫୪ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ କରାଯାଉଥିବା ଆପୋଷ ବୁଝାମଣା ଉପରେ ଭରସା କରି ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ...

ଫିଲ୍ମ ହଲ୍‌ରେ ୫୦ ପ୍ରତିଶତ କ୍ଷମତା, ମାତ୍ର ବିବାହରେ କେବଳ ୫୦ ଅତିଥି କାହିଁକି ? ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିବାହମଣ୍ଡପ ମାଲିକ ସଂଘ…

ମୁମ୍ବାଇ, ୧୨।୨ : ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସୁଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କଟକଣାକୁ କୋହଳ କରାଯାଉଛି। ସରକାରଙ୍କ ନୂଆ କଟକଣା ଅନୁସାରେ ରାଜ୍ୟର ସମସ୍ତ ଫିଲ୍ମ ହଲ୍‌ ୫୦ ପ୍ରତିଶତ କ୍ଷମତାରେ ଚାଲିପାରିବ। ସେହିପରି...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଡେରାଡୁନ,୧୨ ।୨: କର୍ନାଟକର ଉଡୁପି ଜିଲାରେ ହିଜାବ ବିବାଦ ପରେ ଏବେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବୟାନ ସାମ୍ନାକୁ ଆସିଛି । ଧାମି କହିଛନ୍ତି ଆମେ ସରକାର ଗଢିଲେ ଶପଥ ଗ୍ରହଣ କରୁକରୁ ‘ୟୁନିଫର୍ମ ସିଭିଲ କୋଡ’ର...

ଅପରାଧିଙ୍କ ସହ ରହିଛି ସମାଜବାଦି ପାର୍ଟି: ଅନୁରାଗ ଠାକୁର

ନୂଆଦଲ୍ଲୀ,୧୨ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଏହାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଫେବୃୟାରୀ ୧୪ରେ କରାଯିବ । ଶନିବାର ହେଉଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସ ।...

ହିଜାବକୁ ନେଇ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ…

ନୂଆଦିଲ୍ଲୀ, ୧୨।୨ : ଭାରତର କର୍ନାଟକରେ ହିଜାବକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏସମ୍ପର୍କରେ ପାକିସ୍ତାନ, ଆମେରିକା ସମେତ ଅନ୍ୟ କେତେକ ବିଦେଶୀ ରାଷ୍ଟ୍ର ଭାରତ ବିରୋଧୀ ମନ୍ତବ୍ୟ ପ୍ରଦାନ କରିଛନ୍ତି। ପରେ ଏହାକୁ ନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ...

ଭାଜପା କ୍ଷମତାକୁ ଆସିଲେ ପ୍ରଥମେ ଅଣାଯିବ ସମାନ ନାଗରିକ ସଂହିତା,କହିଲେ ମୁଖ୍ୟମନ୍ତ୍ରୀ…

ଡେରାଡୁନ୍‌, ୧୨।୨ : ଉତ୍ତରାଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର କହିଛନ୍ତି ଯେ, ଭାଜପା କ୍ଷମତାକୁ ଆସିଲେ ପ୍ରଥମେ ସମାନ ନାଗରିକ ସଂହିତା ଆଇନ(ୟୁନିଫର୍ମ ସିଭିଲ୍‌ କୋଡ୍‌) ଅଣାଯିବ। ଏହା ଦ୍ୱାରା ସମସ୍ତ ଲୋକଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri