ଜାତୀୟ

ଆମ ଆଦମୀ ପାର୍ଟିରେ ଯୋଗ ଦେଲେ ପୂର୍ବତନ ପୋଲିସ କମିଶନର

ନୂଆଦିଲ୍ଲୀ,୪।୪:ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ସୋମବାର ଦିଲ୍ଲୀର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଭାସ୍କର ରାଓଙ୍କୁ ଏଏପି ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଏହି ସମୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଏବଂ...

ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସବୁ ସମ୍ପତ୍ତି କରିଦେଲେ ମହିଳା

ଡେରାଡୁନ,୪।୪: ଉତ୍ତରାଖଣ୍ଡର ଜଣେ ମହିଳା ନିଜର ସବୁ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ୭୮ ବର୍ଷୀୟ ଏହି ମହିଳାଙ୍କ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ୧୦ ତୋଳା ଅଛି। ଏସବୁ ସେ ରାହୁଲଙ୍କ...

ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟି ମନା

ବେଙ୍ଗାଲୁରୁ,୪।୪:କର୍ନାଟକରେ ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍‌ ଦିଆଯିବ ବୋଲି କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହିଜାବ ପିନ୍ଧିଥିବା ସ୍କୁଲ ଏବଂ କଲେଜ ଶିକ୍ଷୟତ୍ରୀମାନଙ୍କୁ ପ୍ରି-ୟୁନିଭରସିଟି (ପିୟୁ) ପରୀକ୍ଷା ଡ୍ୟୁଟିିରେ ରଖାଯିବ ନାହିଁ।...

ଚମ୍ପାଓ୍ବତ୍‌ ଆସନରୁ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ୍‌,୪।୪: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାଓ୍ବତ୍‌ ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସେ ଦିଦିହାଟ ଆସନରୁ ଲଢ଼ିବା ନେଇ ଆଲୋଚନା ହେଉଥିଲା। ତେବେ ଉକ୍ତ ଆସନରୁ ବିଧାୟକ ଥିବା ବିଶନ ସିଂ ଚୁଫାଲଙ୍କ...

ରେବ୍‌ ପାର୍ଟିରେ ଅଭିନେତାଙ୍କ ଝିଅ ଅଟକ, ବାପା କହିଲେ ..

ହାଇଦ୍ରାବାଦ୍‌,୪।୪: ରବିବାର ବିଳମ୍ବିତ ରାତିରେ ଏକ ୫ ତାରକା ହୋଟେଲରେ ରେବ ପାର୍ଟି ଚାଲିଥିବା ବେଳେ ହାଇଦ୍ରାବାଦ୍‌ ପୋଲିସ ଚଢ଼ାଉ କରି ୧୪୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଟଲିଉଡ୍‌ର ଜଣାଶୁଣା ଅଭିନେତା ନାଗା ବାବୁଙ୍କ...

ହାତ, ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଶିକ୍ଷକଙ୍କ ମୃତଦେହ

ଭାଦୋଇ,୪।୪: ନିଖୋଜ ହେବାର ଦିନକ ପରେ ୪୨ ବର୍ଷୀୟ ଶିକ୍ଷକଙ୍କ ମୃତଦେହକୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଭାଦୋଇ ଜିଲାର ଏକ ଗ୍ରାମରେ। ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ...

ଦୋଷ ନ କରି ୬ ବର୍ଷ ହେବ ଜେଲ୍‌ଦଣ୍ଡ ଭୋଗୁଥିଲେ ୨ ବ୍ୟକ୍ତି, ଜଣାପଡିବା ପରେ…

ଗାନ୍ଧିନଗର,୪।୪: ହତ୍ୟା ଅଭିଯୋଗରେ ଜେଲରେ ଥିବା ୨ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଜରାଟ କୋର୍ଟ। ଯେଉଁ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ୬ ବର୍ଷ ହେବ ଏହି ଦୁଇ ବ୍ୟକ୍ତି ଜେଲ୍‌ରେ ଥିଲେ, ସେହି ବ୍ୟକ୍ତି ଜୀବିତ ଥିବା ଜଣାପଡିଛି।...

୧୦ ରାଜ୍ୟର ୧୮ ସ୍କୁଲରେ ଡ୍ରୋନ୍‌ ପାଇଲଟ୍‌ ଟ୍ରେନିଂ…

ନୂଆଦିଲ୍ଲୀ, ୪।୪ : ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅନେକ କ୍ଷେତ୍ରରେ ଡ୍ରୋନ ବ୍ୟବହାରକୁ ମଧ୍ୟ ଅନୁମୋଦନ କରାଯାଇଛି। ୨୦୨୨ ବଜେଟ ଉପସ୍ଥାପନ କରିବାବେଳେ କେନ୍ଦ୍ର ସରକାର ଡ୍ରୋନ ସହ...

ଆଶିଷଙ୍କ ଜାମିନ ମାମଲା, କ’ଣ କରାଯିବ ଆମକୁ ଜଣାଅଛି, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୪।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ ସୋମବାର କରି କହିଛନ୍ତି ଯେ, ଏହି ମାମଲାରେ ଆମକୁ...

କରୋନା ସଙ୍କଟରେ ନିପା ଭାଇରସ୍‌ ଆତଙ୍କ ଘନେଇଲା…

ନୂଆଦିଲ୍ଲୀ, ୪।୪ : କରୋନା ମହାମାରୀରୁ ମୁକ୍ତି ପାଇବାକୁ ଚେଷ୍ଟା ଜାରି ରହିଛି। ଏପରିସ୍ଥଳେ ଦେଶରେ ଆଗାମୀ ଦିନରେ ନିପା ଭାଇରସ ଏକ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କ ଘନେଇବାରେ ଲାଗିଛି। ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ...

ଭାରତରେ ଶ୍ରୀଲଙ୍କା ସ୍ଥିତି ଆଶଙ୍କା ! ସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ ନାନା ପ୍ରଶ୍ନ…

ନୂଆଦିଲ୍ଲୀ, ୪।୪ : ଭାରତ ମଧ୍ୟ ଶ୍ରୀଲଙ୍କା ପରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବ କି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସଚିବମାନଙ୍କର ଏକ ବୈଠକ ନେଇ ଏବେ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ବୈଠକରେ ବରିଷ୍ଠ ଅଧିକାରୀମାନେ...

ଦୈନିକ ସଂକ୍ରମଣ ହଜାରେ ତଳେ-ମୃତ୍ୟୁ ସଂଖ୍ୟା ୧୩ …

ନୂଆଦିଲ୍ଲୀ, ୪।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ ତଳେ ରହିଛି। ଏହା ୯୧୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୫ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri