ଜାତୀୟ

ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ପାଟଣା,୧୧।୨: ଜବରଦଖଲ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଯାଇଥିବା ମାଜିଷ୍ଟ୍ରେଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ବିହାରର ପାଟଣା ନଗରନିଗମ ଅଧୀନ ଖାଜେକଲା ଥାନା ଅଞ୍ଚଳରେ ଘଟିଛି। ଏହାର ଭିଡିଓ ଭାଇରାଲ ହୋଇଛି।...

ଦେଶରେ ୧୧ପ୍ରତିଶତ ବଢ଼ିଛି ସାଇବର ଅପରାଧ: ରିପୋର୍ଟ

ନୂଆଦିଲ୍ଲୀ,୧୧।୨: ଦେଶରେ ସାଇବର ଅପରାଧ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ, ୨୦୨୦ରେ ସାଇବର ଅପରାଧ ୧୧ପ୍ରତିଶତ ବୃଦ୍ଧି ପାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ସୂଚନା ଦେଇଛି। ଏନ୍‌ସିଆରବି ରିପୋର୍ଟ...

୪,୩୫୫ ପ୍ରବାସୀ ଭାରତୀୟଙ୍କ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ,୧୧।୮: ମହାମାରୀ କରୋନାରେ ୮୮ଟି ଦେଶରେ ୪, ୩୫୫ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସାଉଦି ଆରବରେ ସର୍ବାଧିକ ୧୨୩୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ୟୁଏଇରେ ୮୯୪ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟସଭାରେ କେନ୍ଦ୍ର ବିଦେଶ ବ୍ୟାପାର...

ପ୍ରଚାରରେ ଇମୋସନାଲ କାର୍ଡ ଖେଳିଲେ ସିଦ୍ଧୁଙ୍କ ଲଳନା

ଅମୃତସର,୧୧।୨: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହିକ୍ରମରେ ପଞ୍ଜାବ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ନବଜୋତ ସିଦ୍ଧୁ ମଧ୍ୟ...

ଅତିଥି ଅଧ୍ୟାପକରେ ଚାଲିଛି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ,୧୧।୨: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମୋଟ ୧୫୪ ପଦବୀରୁ ୧୩୭ ପଦବୀ ଖାଲି ପଡ଼ିଛି। ଏହାକୁ ନେଇ ବିଜେଡି ଏମ୍‌ପି ସୁଜିତ କୁମାର ରାଜ୍ୟ ସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଦିଗରେ...

ଏୟାରଟେଲ୍‌ ସେବା ଠପ୍‌

ନୂଆଦିଲ୍ଲୀ,୧୧।୨:ଦିଲ୍ଲୀ, ଜୟପୁର, କୋଲକାତା ଭଳି ଦେଶର ଅନେକ ସହରରେ ଏୟାରଟେଲ ସେବା ଠପ୍‌ ହୋଇଯାଇଛି। ଏୟାରଟେଲ ଟୁଇଟ କରି କହିଛି ଯେ, ଆମର ଇଣ୍ଟରନେଟ ସେବା ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଛି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ...

‘ମଇଁଷି ଚୋରି କରି ଜେଲ୍‌ରେ, ମଣିଷ ମାରି ବାହାରେ’

ଲକ୍ଷ୍ନୌ,୧୧।୨:ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ନିର୍ବାଚନୀ ପ୍ରଚାର ପାଇଁ ରାମପୁରରେ ପହଞ୍ଚିଥିଲେ। ଶାହାବାଦରେ ଦଳୀୟ ପ୍ରାର୍ଥୀ ବିଜୟ ସିଂଙ୍କ ପାଇଁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଅଖିଳେଶ ଏବେ ଜେଲ୍‌ରେ ବନ୍ଦ ଥିବା ଦଳର ବରିଷ୍ଠ ନେତା...

‘ନେହରୁ ଚାହିଁଥିଲେ ୧୯୪୭ରେ ଗୋଆ ଘଣ୍ଟାକ ମଧ୍ୟରେ ସ୍ବାଧୀନତା ପାଇଥାନ୍ତା’

ପାଣାଜୀ,୧୧।୨: ୧୯୪୭ରେ ଭାରତ ସ୍ବାଧୀନତା ହାସଲ କଲା ବେଳେ ପଣ୍ଡିତ ଜଓ୍ବାହରଲାଲ ନେହରୁ ଚାହିଁଥିଲେ, ଗୋଆ କିଛି ଘଣ୍ଟା ମଧ୍ୟରେ ସ୍ବାଧୀନ ହୋଇଥାନ୍ତା। କିନ୍ତୁ ପର୍ତ୍ତୁଗୀଜ ଶାସନରୁ ଏହି ରାଜ୍ୟକୁ ମୁକ୍ତ ହେବା ପାଇଁ ୧୫ ବର୍ଷ ଲାଗିଥିଲା। ଏଭଳି...

ଖସିଲା ସେନସେକ୍ସ

ମୁମ୍ବାଇ,୧୧।୩: ଶୁକ୍ରବାର ଷ୍ଟକ ମାର୍କେଟ ଖୋଲିବା ମାତ୍ରେ ସେନସେକ୍ସ ହ୍ରାସ ପାଇଛି। ଗତ ତିନି ଦିନ ଧରି ବାଣିଜ୍ୟରେ କ୍ରମାଗତ ଅଭିବୃଦ୍ଧି ଉପରେ ବ୍ରେକ ଲାଗିଛି। ବ୍ୟବସାୟ ଆରମ୍ଭରେ ବିଏସ୍‌ଇ ସେନସେକ୍ସ ୬୫୦ ପଏଣ୍ଟ ଖସି ୫୮,୨୭୫ ସ୍ତରରେ ଖୋଲିଛି।...

‘ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ’

ନୂଆଦିଲ୍ଲୀ,୧୧।୨: “ଆମେ ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ”। ଏଭଳି କହି କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କୀତ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ହିଜାବ ପରିଧାନ ଉପରେ...

ଲାଲୁଙ୍କ ପରିବାରରେ ଫାଟ! ସାନ ଭାଇ ଭାଷଣ ଦେବାରୁ ଉଠି ଚାଲିଗଲେ ବଡ ଭାଇ

ପାଟନା,୧୧।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣି ପାଟ ଦେଖାଯାଇଛି। ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ମଧ୍ୟରେ ବିଭେଦ ଥିବା ଦେଖାଯାଇଛି। ତେଜସ୍ବୀ ସଭାରେ କହିବା ଆରମ୍ଭ କରିବା...

ଥମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧୧।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮ ହଜାର ୦୭୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬୫୭ଙ୍କ ମୃତ୍ୟୁ ଘଟିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri