ଜାତୀୟ

ଲାଲୁଙ୍କ ପରିବାରରେ ଫାଟ! ସାନ ଭାଇ ଭାଷଣ ଦେବାରୁ ଉଠି ଚାଲିଗଲେ ବଡ ଭାଇ

ପାଟନା,୧୧।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣି ପାଟ ଦେଖାଯାଇଛି। ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ମଧ୍ୟରେ ବିଭେଦ ଥିବା ଦେଖାଯାଇଛି। ତେଜସ୍ବୀ ସଭାରେ କହିବା ଆରମ୍ଭ କରିବା...

ଥମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧୧।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮ ହଜାର ୦୭୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬୫୭ଙ୍କ ମୃତ୍ୟୁ ଘଟିଛି।...

କଂଗ୍ରେସର ରୋଡ ଶୋ’କୁ ନେଇ ଅଭିଯୋଗ: କୋଭିଡ ନିୟମ ସହ ଆଚରଣ ବିଧିର ହୋଇଛି ଉଲ୍ଲଂଘନ

ନୂଆଦିଲ୍ଲୀ,୧୧ ।୨: ମୁରାଦାବାଦରେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ଡୋର ଟୁ ଡୋର ପ୍ରଚାର କରିବାର ଅନୁମତି ନେଇ ରୋଡ ଶୋ’ର ଆୟୋଜନ କରାଯାଇଥିବା ଅଭିଯୋଗରେ ମାମଲା ଦାୟର କରାଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ଶୋ’ ଆୟୋଜନ କରିଥିବା ପ୍ରାର୍ଥୀଙ୍କ...

‘ପରିବାର ଥିଲେ ଶ୍ରମିକଙ୍କ କଥା ବୁଝିପାରିଥାନ୍ତେ’

ବିଜନୋର(ଉତ୍ତରପ୍ରଦେଶ),୧୧।୨: “ ଆମ ପାଖରେ ପରିବାର ଥିବାରୁ ଆମେ ଗର୍ବିତ। ପରିବାର ଥିବା କୌଣସି ବ୍ୟକ୍ତି ଝୋଲା (ବ୍ୟାଗ) ଧରି ଖସି ପଳାଇବେ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ଥିଲେ ଲକଡାଉନ ସମୟରେ ଚାଲି ଚାଲି ଘରକୁ ଫେରୁଥିବା...

ଦେଶର ୨୫୭ ଥାନାରେ ନାହିଁ ଗାଡ଼ି, ୬୩୮ରେ ନାହିଁ ଫୋନ!

ନୂଆଦିଲ୍ଲୀ,୧୧ ।୨: ସଂସଦର ଏକ ସ୍ଥାୟୀ ସମିତି ଗୁରୁବାର ସଂସଦରେ ପ୍ରସ୍ତୁତ ନିଜ ରିପୋର୍ଟରେ ଦର୍ଶାଇଛି କି ଦେଶର ୨୫୭ ଥାନରେ କୌଣସି ଗାଡ଼ି ନାହିଁ ଓ ୬୩୮ ଥାନାରେ ଟେଲିଫୋନ ନାହିଁ । କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ...

ବଢିଛି ବାଘ ମୃତ୍ୟୁ ସଂଖ୍ୟା, ଗତବର୍ଷ ୧୨୭ ବାଘଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୧ ।୨: ଦେଶରେ ଗତବର୍ଷ ବିଭିନ୍ନ କାରଣରୁ ୧୨୭ ବାଘଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦୨୦ରେ ଏହି ସଂଖ୍ୟା ୧୦୬ ଥିବା ବେଳେ ୨୦୧୯ରେ ଥିଲା ୯୬ । ହେଲେ ପ୍ରତିବର୍ଷ ଏହି ସଂଖ୍ୟାରେ ବୃଦ୍ଧି ହେଉଥିବା ଚିନ୍ତାର...

ମୁନ୍ନା ଭାଇ ଏମ୍‌ବିବିଏସ୍‌ ଭଳି ସଭିଙ୍କୁ ଚୁନା ଲଗାଇଲେ ଚା’ ବିକାଳିଙ୍କ ପୁଅ

ନୂଆଦିଲ୍ଲୀ,୧୧।୨: ବଲିଉଡ୍‌ ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଭଳି ଘଟଣା ସାମ୍ନାକୁ ଆସିଛି ଆସାମରୁ। ଫିଲ୍ମରେ ଯେଉଁଭଳି ମୁନ୍ନା ସଭିଙ୍କୁ ଠକୁଛନ୍ତି ଠିକ୍‌ ସେହିଭଳି ଗଣମାଧ୍ୟମଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ବୋକା ବନେଇଛନ୍ତି ୨୪ ବର୍ଷୀୟ ରାହୁଲ କୁମାର ଦାସ।...

ଥରୁରଙ୍କୁ ଇଂରାଜୀ ଶିଖାଇଲେ ଅଠାୱଲେ!

ନୂଆଦିଲ୍ଲୀ,୧୧ ।୨: ନିଜର ଇଂରାଜୀ ଜ୍ଞାନ ଓ କଠିନ ଶବ୍ଦର ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ଓ ତିରୁଭାନନ୍ତପୁରମର ଲୋକ ସଭା ଏମ୍‌ପି ଶଶି ଥରୁର ଏଥର ପୁଣି ସୋସିଆଲ ମିଡିଆରେ ହାଇଲାଇଟ ହୋଇଯାଇଛନ୍ତି ।...

ଖୋଲିବ ଐତିହାସିକ ମୋଗଲ ଗାର୍ଡେନ

ନୂଆଦିଲ୍ଲୀ,୧୧।୨: ରାଷ୍ଟ୍ରପତି ଭବନରେ ଅବସ୍ଥିତ ଐତିହାସିକ ତଥା ବିଶାଳ ମୋଗଲ ଗାର୍ଡେନ ଫେବୃୟାରୀ ୧୨ରୁ ଖୋଲିବ। ଚଳିତ ବର୍ଷ କରୋନା ସଂକ୍ରମଣର ବୃଦ୍ଧି ହେତୁ ଏହାକୁ ଖୋଲିବାରେ ଗୋଟିଏ ସପ୍ତାହ ବିଳମ୍ବ ହୋଇଛି। ପ୍ରତିବର୍ଷ ଫେବୃୟାରୀ ପ୍ରଥମ ସପ୍ତାହରୁ ଦର୍ଶକଙ୍କ...

ଧରାପଡିଲା ୯ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେସନ ଜାରି

ଅହମ୍ମଦାବାଦ,୧୧।୨: ଗୁଜୁରାଟର କଚ୍ଛ ଜିଲାରେ ଥିବା ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରେ ଗୁରୁବାର ସକାଳେ ସୀମା ସୁରକ୍ଷା ବାହିନୀ ନଅଟି ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଜବତ କରିଛି। ହରାମି ନାଲା କ୍ରିକ ଅଞ୍ଚଳରେ ଏହି ଡଙ୍ଗା ଜବତ ହୋଇଥିବା ସୂଚନା ମିଳିଛି।...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ୨୦୧୭ ତୁଳନାରେ ହୋଇଛି ୩ ପ୍ରତିଶତ କମ୍ ମତଦାନ

ନୂଆଦିଲ୍ଲୀ,୧୧ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ନିର୍ବାଚନ କମିଶନ ପକ୍ଷରୁ ବହୁ ସଂଖ୍ୟାରେ ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ବ୍ୟବସ୍ଥା...

ଭୁଶୁଡିଲା ଆପାର୍ଟମେଣ୍ଟ ଛାତ

ଗୁରୁଗ୍ରାମ,୧୦।୨: ଗୁରୁଗ୍ରାମରେ ଏକ ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ଆପାର୍ଟମେଣ୍ଟ ଛାତ ଭୁଶୁଡ଼ିବା କାରଣରୁ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିସହିତ, ଅନେକ ତଳେ ଫସିଯିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଫସି ରହିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri