ଜାତୀୟ

ମୋଦିଙ୍କ ନିମନ୍ତ୍ରଣ ରଖି ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍‌ଟାଲି ବେନେଟ୍‌ ଏପ୍ରିଲ ୨ରେ ୪ ଦିନିଆ ଭାରତ ଗସ୍ତରେ ଆସିବେ। ଏ ନେଇ ବେନେଟ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ...

‘ଯିଏ ଭୋଟ ନ ଦେଇଛ, ସେ ଆମ ପାଖକୁ ଆସ ନାହିଁ’

ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ନିର୍ବାଚନୀ ବୈତରଣୀ ପାର୍‌ ହେବା ପରେ ବିଧାୟକଙ୍କ ଅସଲ ରୂପ ମଧ୍ୟ ପଦାକୁ ଆସୁଛି। ସବ୍‌କା ସାଥ୍‌, ସବ୍‌କା ବିକାଶ ନାରା ଦେଇ...

ଭାଜପାକୁ ଭୋଟ ଦେବାରୁ ଘରୁ ତଡି ଦେଲେ ସ୍ବାମୀ

ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଭାଜପାକୁ ଭୋଟ ଦେବାରୁ ତାଙ୍କ ସ୍ବାମୀ ଘରୁ ତଡି ଦେଇଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ଏପରିକି ଛାଡପତ୍ର ଦେବାର ଧମକ ମଧ୍ୟ ଦେଇଛନ୍ତି। ପୋଲିସ ଏନେଇ ଏକ...

ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏଏପି

ଚଣ୍ଡିଗଡ,୨୧।୩: ପଞ୍ଜାବରୁ ପାଞ୍ଚଟି ରାଜ୍ୟ ସଭା ଆସନ ପାଇଁ ପାଇଁ ଆମ୍‌ ଆଦମୀ ପାର୍ଟି ନିଜ ପ୍ରାର୍ଥୀ ଘୋଷଣା କରିଛି। କ୍ରିକେଟର ହରଭଜନ ସିଂ, ପଞ୍ଜାବରେ ଏଏପିର ସହ ପ୍ରଭାରୀ ରାଘବ ଚଢା, ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକ,ଲୁଧିୟାନା...

ମାତ୍ର ଏତିକି ଘଣ୍ଟା ଶୋଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ପୁଣେ,୨୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମାତ୍ର ୨ ଘଣ୍ଟା ଶୋଉଛନ୍ତି ବାକି ୨୨ ଘଣ୍ଟା ସେ କାମ କରୁଛନ୍ତି ବୋଲି ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି। କୋଲହାପୁର ଉତ୍ତର ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଭାଜପା...

କରାଚୀରେ ଜରୁରୀକାଳିନ ଅବତରଣ କଲା ଦିଲ୍ଲୀ-ଦୋହା ଫ୍ଲାଇଟ୍‌

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀରୁ ଦୋହା ଯାଉଥିବା କାତାର ଏୟାରଓ୍ବେଜର ଏକ ଫ୍ଲାଇଟ୍‌ ପାକିସ୍ତାନର କରାଚୀ ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ତେବେ ବିମାନରେ ଟେକ୍‌ନିକାଲ ସମସ୍ୟା ଯୋଗୁ ବିମାନର ରୁଟ୍‌ ବଦଳି ଥିବା କୁହାଯାଇଛି। ଫ୍ଲାଇଟ୍‌ କ୍ୱିଆରଏସ୍‌୫୭୯ରେ ୧୦୦ରୁ ଅଧିକ...

ଭାରତରେ ଚତୁର୍ଥ ଲହର ହେବନି ଗୁରୁତର, ବିଶେଷଜ୍ଞଙ୍କ ସୂଚନା…

ନୂଆଦିଲ୍ଲୀ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଅନ୍ୟ କେତେକ ଦେଶରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।...

ଗୋଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ

ନୂଆଦିଲ୍ଲୀ,୨୧ ।୩: ଦେଶର ୫ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ରେ ସାମ୍ନାକୁ ଆସିଥିଲା । ୧୧ ଦିନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାସ୍ପଷ୍ଟ ହୋଇଯିବ ବୋଲି...

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ଦ୍ୱିତୀୟ ଶିଖର ବୈଠକ

ନୂଆଦିଲ୍ଲୀ,୨୧ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ ସହ ଦିନ ୧୨ଟାରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ ଶିଖର ବୈଠକରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମରିସନଙ୍କ ପକ୍ଷରୁ ମଧ୍ୟ ଏହି ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି...

୪୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୫୪୯ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

‘ଅସାନି’ ଆସିବା ପୂର୍ବରୁ ଭୂକମ୍ପ ଝଟ୍‌କା…

ନୂଆଦିଲ୍ଲୀ୨୧।୩ : ବର୍ଷର ପ୍ରଥମ ସାଇକ୍ଲୋନିକ ଝଡ ‘ଅସାନି’ ଧୀରେ ଧୀରେ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ରବିବାର ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଥିଲା। ଏପରିସ୍ଥଳେ ସୋମବାର ସକାଳେ ଏଠାରେ ଭୂକମ୍ପର କମ୍ପନ ମଧ୍ୟ ଅନୁଭୂତ...

ଉତ୍ତରାଖଣ୍ଡରେ କାହା ମୁଣ୍ଡରେ ସୁନା କଳସ ? ମୁଖ୍ୟମନ୍ତ୍ରୀ ଦୌଡ଼ରେ ୭ ଜଣ…

ଡେରାଡୁନ୍‌,୨୧।୩ : ଉତ୍ତରାଖଣ୍ଡରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେନେଇ ସସ୍‌ପେନ୍ସ ଜାରି ରହିଛି। ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ଏହାକୁ ନେଇ ଚର୍ଚ୍ଚା ଜାର ରହିଛି। ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାଜପା ବିଧାନସଭା ବିଧାୟକ ଦଳର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri