ଜାତୀୟ

ଭାରତକୁ ୩୦୦ ବିଲିୟନ୍‌ ୟେନ୍‌ ଋଣ ଦେବ ଜାପାନ…

ନୂଆଦିଲ୍ଲୀ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପାକ୍ଷିକ ବୁଝାମଣା ଅନ୍ତର୍ଗତ ଜାପାନ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୩.୧୮ ଲକ୍ଷ କୋଟି...

ପଞ୍ଜାବ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ସରକାରୀ ଚାକିରିକୁ ନେଇ ନିଆଗଲା ବଡ ନିଷ୍ପତ୍ତି

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିଛି । ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ଗତ ୧୬ ତାରିଖରେ ସେ ଶପଥ ଗ୍ରହଣ କରିଛନ୍ତି ।...

୫ ବର୍ଷରେ ଭାରତରେ ୩.୧୮ ଲକ୍ଷ କୋଟି ନିବେଶ ପାଇଁ ଜାପାନର ପ୍ରସ୍ତାବ…

ନୂଆଦିଲ୍ଲୀ/ଟୋକିଓ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଶିଖର ବୈଠକ କରିବେ। ୟୁକ୍ରେନ ସଙ୍କଟ ଏବଂ ଏସିଆରେ ବଢୁଥିବା ଚାଇନାର ହସ୍ତକ୍ଷେପ ସମ୍ପର୍କରେ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ରବିବାର ବିଧାୟକଙ୍କ ବୈଠକ

ଡେରାଡୁନ,୧୯।୩: ଉତ୍ତରାଖଣ୍ଡ ଭାଜପା ବିଧାୟକ ଦଳର ବୈଠକ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ହେବ। ବିଧାନସଭା ନିର୍ବାଚନର ଫଳାଫଳର ଆସିବାର ୯ଦିନ ପରେ ବି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ...

ସକ୍ରିୟ ମାମଲା ୩୦ ହଜାର ତଳେ…

ନୂଆଦିଲ୍ଲୀ, ୧୯।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୨ ହଜାର ୭୫ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

ପୁଣି ଖୋଲିବ କଶ୍ମୀର ପଣ୍ଡିତଙ୍କ ନରସଂହାର ଫାଇଲ୍‌

ନୂଆଦିଲ୍ଲୀ,୧୯।୩: କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦର୍ଶାଉଥିବା ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ’ ରିଲିଜ୍‌ ହେବା ପରେ ଏବେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ବିତର୍କ ଜୋର ଧରିଛି। ଏହି ଫିଲ୍ମକୁ ଅନେକ ଲୋକ ବିରୋଧ...

ସାଙ୍ଗର ସ୍ତ୍ରୀଙ୍କୁ ରଙ୍ଗ ବୋଲିବା ମହଙ୍ଗା ପଡିଲା

କୋଲକାତା,୧୯।୩: ହୋଲି ପାଇଁ ସବୁଠି ଉତ୍ସବମୁଖର। ହେଲେ କୋଲକାତାର ରେଜିଣ୍ଟ ପାର୍କ ଅଞ୍ଚଳରେ ଏକ ଅଘଟଣ ଘଟିଛି। ବନ୍ଧୁଙ୍କ ସ୍ତ୍ରୀଙ୍କୁ ରଙ୍ଗ ବୋଲିବାକୁ ଉଦ୍ୟମ କରିବାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଦିଲୀପ ଚୌହ୍ବାନ।...

ପଞ୍ଜାବ ସରକାରରେ ଏକମାତ୍ର ମହିଳା ମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ କରୁଥିଲେ ଜନତାଙ୍କ ସେବା

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ ଡାକ୍ତର ବଲଜିତ କୌର । ବଲଜିତ ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ୧୮ ବର୍ଷ ହେବ ସରକାରୀ ହସ୍ପିଟାଲରେ ରୋଗୀଙ୍କ ସେବା କରି ଆସୁଥିଲେ...

ଭଗଓ୍ବନ୍ତଙ୍କ କ୍ୟାବିନେଟ ମନ୍ତ୍ରୀ ନେଲେ ଶପଥ

ଚଣ୍ଡିଗଡ଼,୧୯।୩: ପଞ୍ଜାବରେ ଆମ ଆଦମୀ ପାର୍ଟିର ବହୁମତରେ ବିଜୟ ହାସଲ ପରେ ମାର୍ଚ୍ଚ ୧୬ରେ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଇତିମଧ୍ୟରେ ମାନ ସରକାରଙ୍କ ନେତୃତ୍ୱରେ ଏଏପି ସରକାରଙ୍କ ୧୦ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଗୋପନୀୟତାରେ...

ଓଲଟିଲା ବସ୍‌, ୮ ମୃତ

ଟୁମକୁର,୧୯।୩: କର୍ନାଟକର ଟୁମକୁର ଜିଲାରେ ଶନିବାର ଏକ ବେସରକାରୀ ଯାତ୍ରୀବାହି ବସ୍‌ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୮ ଜଣ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ବେଳେ ବସରେ ୬୦ ଯାତ୍ରୀ ଉପସ୍ଥିତ ଥିଲେ।...

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୩: ରାଜ୍ୟ ସଭା ପାଇଁ ଶନିବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆସାମ ଓ କେରଳ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଆସାମରୁ ରିପୁନ ବୋରା ଏବଂ କେରଳର ଜେ.ବି ମାଥେରଙ୍କୁ ପ୍ରାର୍ଥୀ ଭାବେ...

ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୩: ଭାରତ-ଜାପାନ ବାର୍ଷିକ ଶିଖର ସମ୍ମଳନୀରେ ଯୋଗ ଦେବା ପାଇଁ ଶନିବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀ କିଶିଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri