ଜାତୀୟ

ଟିକା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୮ା୨: କୋଭିଡ୍‌-୧୯ ଟିକାକରଣ ଲାଗି କୋଓ୍ବିନ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ପାସ୍‌ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନ୍‌ କାର୍ଡ, ଭୋଟର ପରିଚୟପତ୍ର, ରାଶନ କାର୍ଡ ଆଦି...

‘ତୁମେ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଛ’

ନୂଆଦିଲ୍ଲୀ,୭।୨: କଂଗ୍ରେସ ତା’ର ବୟାନ ଏବଂ କାର୍ଯ୍ୟ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ଫେରିପାରିବ ନାହିଁ। ଲୋକସଭାରେ ସୋମବାର ଏଭଳି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “ନାଗାଲାଣ୍ଡରେ ୨୪ ଏବଂ ଓଡ଼ିଶାରେ ୨୭ ବର୍ଷ...

ପ୍ରବାସୀ ସଙ୍କଟ ପାଇଁ କଂଗ୍ରେସ ଦାୟୀ

ନୂଆଦିଲ୍ଲୀ,୭।୨: ପ୍ରଥମ କୋଭିଡ୍‌-୧୯ ଲହର ବେଳେ ଦେଶରେ ସୃଷ୍ଟି ହୋଇଥିବା ପ୍ରବାସୀ ସଙ୍କଟ ପାଇଁ ବିରୋଧୀ ତଥା କଂଗ୍ରେସକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “କଂଗ୍ରେସ ତା’ର ସବୁ ସୀମା ଡେଇଁଛି। ପ୍ରଥମ ଲହର ବେଳେ ଦେଶରେ ଲକ୍‌ଡାଉନ...

ଜେଡ୍‌ ସୁରକ୍ଷାକୁ ପୁଣି ଥରେ ମନା କଲେ ଓଓ୍ବାଇସି

ନୂଆଦିଲ୍ଲୀ,୭।୨: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଗାଡ଼ି ଉପରେ ନିକଟରେ ଗୁଳି ମାଡ଼ କରାଯାଇଥିଲା। ଏଥିଯୋଗୁ ତାଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କିନ୍ତୁ ଏହାକୁ ସେ ପ୍ରତ୍ୟାଖ୍ୟାନ...

ଦ୍ୱିତୀୟ କୋଭିଡ୍‌ ଲହର ବେଳେ ଗଙ୍ଗାରୁ କେତେ ମୃତଦେହ ମିଳିଥିଲା?

ନୂଆଦିଲ୍ଲୀ,୭।୨: ଦ୍ୱିତୀୟ କୋଭିଡ୍‌ ଲହର ଶୀର୍ଷରେ ଥିବାବେଳେ ଗଙ୍ଗା ନଦୀରେ କେତେ ସଂଖ୍ୟାରେ ମୃତଦେହ ମିଳିଥିଲା? ଏ ସମ୍ପର୍କୀତ କୌଣସି ତଥ୍ୟ ଉପଲବ୍ଧ ନ ଥିବା ରାଜ୍ୟସଭାରେ ସୋମବାର କେନ୍ଦ୍ର ସରକାର କହିଛନ୍ତି। ଗଙ୍ଗ ନଦୀରୁ କେତେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ...

‘ଗୋଟିଏ ଭୋଟ୍‌ କିଛି ଫରକ ପକାଇବ ନାହିଁ’

ଲକ୍ଷ୍ନୌ,୭।୨: ଆଗ୍ରାର ଫତେହାବାଦରେ ଜଣେ ଭିନ୍ନକ୍ଷମଙ୍କୁ ଭାଜପାକୁ ଭୋଟ ଦେବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ସେ ଭାଜପା ବଦଳରେ ଅନ୍ୟ ଦଳକୁ ଭୋଟ ଦେବାକୁ ଚାହୁଁଥିଲେ। ମାତ୍ର ପୋଲିଂ ଅଧିକାରୀ ତାହା କରାଇ ଦେଇ ନ ଥିଲେ। ଏ...

ଲୋକ ସଭାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି, ଓମ ବିରଲା କହିଲେ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୭ ।୨: ସଂସଦର ବଜେଟ ଅଧିବେଶନ ସମୟରେ ସୋମବାର ଲୋକ ସଭାରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସଂସଦ ପକ୍ଷରୁ ଲୋକ ସଭା ଅଧ୍ୟକ୍ଷ ଓମ ବିର୍ଲା ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ କହିଥିଲେ, ସ୍ୱରର ମଲିକା...

ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ହଟାଇଲା ଏହି ରାଜ୍ୟ

ଗୌହାଟୀ,୭।୨: ଦୀର୍ଘ ଦୁଇ ବର୍ଷ ହେଲା କରୋନା ପାଇଁ ବିଭିନ୍ନ କଟକଣା ଲଗାଯାଉଛି। କେତେକ ରାଜ୍ୟରେ କଟକଣା କୋହଳ କରାଯାଇଛି, ଏହାରି ମଧ୍ୟରେ ପ୍ରଥମ ରାଜ୍ୟ ଭାବେ ଆସାମରୁ ଲାଗୁ ହୋଇଥିବା ସମସ୍ତ କରୋନା କଟକଣା ହଟିବାକୁ ଯାଉଛି। ଗତ...

୩୫ କୋଟି ଟଙ୍କାର ହେରୋଇନ୍‌ ଜବତ

ନୂଆଦିଲ୍ଲୀ,୭।୨: ସୀମାରୁ ଡ୍ରଗ୍ସ ଚୋରା ଚାଲାଣ ବନ୍ଦ ହେବାର ନାଁ ନେଉନାହିଁ। ଚୋରା ଚାଲାଣର ଏକ ପୁରୁଣା ମାମଲାର ଅନୁସନ୍ଧାନ କରିବାକୁ ଆସିଥିବା ପୋଲିସ, ଏସ୍‌ଓଜି ଏବଂ ବିଏସ୍‌ଏଫ୍‌ ଟିମ ଭାରତ-ପାକ ସୀମା ନିକଟରୁ ୧୫ କିଲୋଗ୍ରାମ ହେରୋଇନ ଜବତ...

ଜିଲା ସଭାପତିଙ୍କୁ ହାତ ଉଠାଇଲେ ସମାଜବାଦୀ ପାର୍ଟି ନେତା: ହସିଲେ ଅଖିଳେଶ

ଲକ୍ଷ୍ନୌ,୭।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି। ନିକଟରେ ସମାଜବାଦୀ ପାର୍ଟି(ଏସ୍‌ପି)ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅପ୍ରୀତିକର ଘଟଣା ଘଟିଥିଲା। ଉତ୍ତର ପ୍ରଦେଶ ବାହ ନିର୍ବାଚନ ମଣ୍ଡଳୀରେ...

ଲତା ମଙ୍ଗେସ୍‌କରଙ୍କ ସମ୍ମାନର୍ଥେ ହେବ ଡାକ ଷ୍ଟାମ୍ପ ଲଞ୍ଚ୍‌

ନୂଆଦିଲ୍ଲୀ,୭।୧: ଗାୟକ କିମ୍ବଦନ୍ତୀ ଲତା ମଙ୍ଗେସ୍‌କରଙ୍କୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ଏକ ଡାକ ଷ୍ଟାମ୍ପ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ‘ନାଇଟିଙ୍ଗଲେ ଅଫ...

ଖସିଲା ବରଫ ଅତଡା: ଫସିଗଲେ ୭ ଜଣ ଯବାନ

ଇଟାନଗର,୭।୨:ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ମାଳା କାମେଙ୍ଗ ସେକ୍ଟରରେ ବରଫ ଅତଡା ଖସିଛି। ଏଥଯୋଗୁ କାର୍ଯ୍ୟରତ ୭ ଜଣ ଯବାନ ଏହା ମଧ୍ୟରେ ଫସି ଯାଇଛନ୍ତି। କାମେଙ୍ଗ ସେକ୍ଟରରେ ପ୍ୟାଟ୍ରୋଲିଂ ଚାଲୁଥିବା ବେଳେ ଏପରି ଅଘଟଣ ଘଟିଛି। ବରଫ ଅତଡା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri