ଜାତୀୟ

ନାଗ ସାପ ସହ ଷ୍ଟଣ୍ଟ ଭାରି ପଡ଼ିଲା

କର୍ନାଟକ,୧୭।୩: ୩ ନାଗ ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଛି କର୍ନାଟକର ଜଣେ ଯୁବକଙ୍କୁ। ସାପଙ୍କୁ ପସନ୍ଦ କରୁଥିବା ମାଜ ସାୟେଦ ନାମକ ଜଣେ ଯୁବକ ୩ ନାଗ ସାପଙ୍କ ସହ ଖେଳୁଥିବା ବେଳର ଭିଡିଓ କରୁଥିଲେ। ଭାଇରାଲ...

ପଞ୍ଜାବ ସରକାରଙ୍କ ଘୋଷଣା: ହ୍ବାଟ୍ସଆପ୍‌ ଜରିଆରେ କରିହେବ ଦୁର୍ନୀତି ଅଭିଯୋଗ

ଚଣ୍ଡିଗଡ,୧୭।୩: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଭଗତ ସିଂଙ୍କ ଶହୀଦ ଦିବସରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ପଞ୍ଜାବର ଲୋକମାନେ ହ୍ବାଟ୍ସଆପ ଆପ୍‌ରେ...

ବାପାଙ୍କ ସହ ପ୍ରଚାର କରିବେ ସୋନାକ୍ଷୀ

କୋଲକାତା,୧୭।୩: ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଆସନ୍ତା ଏପ୍ରିଲ ୧୨ରେ ଆସନସୋଲ ଲୋକ ସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନ ପାଇଁ ମତଦାନ ହେବ । ବାଲିଗଞ୍ଜରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଏବଂ...

ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଆଇବି କର୍ମଚାରୀଙ୍କ ଭାଇଙ୍କୁ ଚାକିରି ଦେଲେ କେଜ୍‌ରିଓ୍ବାଲ୍‌ ସରକାର

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଜଣେ ଗୁଇନ୍ଦା ବିଭାଗ(ଆଇବି) କର୍ମଚାରୀଙ୍କ ଭାଇଙ୍କୁ କେଜ୍‌ରିୱାଲ ସରକାର ସରକାରୀ ଚାକିରି ଦେଇଛନ୍ତି। ଦିଲ୍ଲୀ ହିଂସାରେ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଦିଆଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗୁରୁବାର ଅଙ୍କିତଙ୍କ ପରିବାରକୁ ସରକାରୀ...

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏଏପି ହରଭଜନ ସିଂଙ୍କ ନାମ ରାଜ୍ୟ ସଭାକୁ ପଠାଇବାକୁ ନିଷ୍ପତ୍ତି...

ଏଏପି ସରକାରଙ୍କ ଆଗରେ ବଡ଼ ଆହ୍ବାନ, ପଞ୍ଜାବରେ ୨ ଲକ୍ଷରୁ ଅଧିକ ନିଶାଶକ୍ତ, ଦିନକୁ ୧୭ କୋଟିରୁ ଅଧିକ ନିଶା କାରବାର…

ଚଣ୍ଡିଗଡ଼,୧୭।୩ : ପଞ୍ଜାବରେ ନୂଆ ସରକାରଙ୍କ କ୍ଷମତା ଦଖଲ ପରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି ରାଜ୍ୟର ନିଶାକ୍ତଙ୍କ ସମସ୍ୟା। ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ନିର୍ବାଚନ ସମୟରେ ପ୍ରଦାନ କରାଯାଇଥିବା ପ୍ରତିଶ୍ରୁତି ମଧ୍ୟରେ ଏକ...

୨୦୨୩ କର୍ନାଟକ ବିଧାନସଭା ନିର୍ବାଚନରେ ହିଜାବ୍‌ ହୋଇପାରେ ମୁଖ୍ୟ ପ୍ରସଙ୍ଗ !…

ବେଙ୍ଗାଲୁରୁ,୧୭।୩ : କର୍ନାଟକରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ହିଜାବ୍‌ ଏକ ମୁଖ୍ୟ ପ୍ରସଙ୍ଗ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତିି। ଗୋଟିଏ ପଟେ ଦକ୍ଷିଣ କନ୍ନଡ ଅଞ୍ଚଳର ଏକ ବୃହତ ବର୍ଗ ଅନୁଭବ କରୁଛନ୍ତି...

ଆଜି ଐତିହାସିକ ନିଷ୍ପତ୍ତି ଘୋଷଣା କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୭।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଭଗଓ୍ବନ୍ତ ମାନ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସେ ଟୁଇଟ୍‌ କରି କରି ଏହି ସୂଚନା ଦେଇଛନ୍ତି। ପଞ୍ଜାବବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ଆଜି ଏକ...

ବଳାତ୍କାରୀଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରିଦେଲେ ମହିଳା

ଅଗ୍ରତାଲା,୧୭।୩: ଏକ ମହିଳା ଗୋଷ୍ଠୀ ଜଣେ ୪୬ ବର୍ଷୀୟ ବଳାତ୍କାର ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା କରିଛନ୍ତି। ଏଭଳି ଘଟଣା ବୁଧବାର ତ୍ରିପୁରାର ଧଲାଇ ଜିଲରେ ଗାଣ୍ଡାଚେରା ଅଞ୍ଚଳରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ମୃତକ ହେଲେ...

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ୪୫ ହଜାର ଅତିଥି, ତାଲିକାରେ ସୋନିଆ-ରାହୁଲ-ଅଖିଳେଶଙ୍କ ନାମ…

ଲକ୍ଷ୍ନୌ,୧୭।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ସଫଳତା ପରେ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହକୁ ବଡ଼ ଧରଣର କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଇକାନା ଷ୍ଟାଡିୟମରେ...

‘ଗାନ୍ଧୀ ପରିବାରର ବିଶ୍ୱସ୍ତଙ୍କୁ ପଦ ଛାଡ଼ିବାକୁ ପଡ଼ିବ’

ନୂଆଦିଲ୍ଲୀ,୧୭।୩: ବୁଧବାର ରାତିରେ କଂଗ୍ରେସର ‘ଜି-୨୩’ ବୈଠକରେ ନେତାମାନେ ଏବେ ଦଳ ଛାଡ଼ିବାକୁ ମନା କରି ଦେଇଛନ୍ତି। ଅତ୍ୟନ୍ତ ଦୁର୍ବଳ ଥିବା କଂଗ୍ରେସ ଏବେ ଏହାକୁ ସହ୍ୟ କରିପାରିବ ନାହିଁ। କିନ୍ତୁ ଦେଶର ସର୍ବପୁରାତନ ଦଳର ପୁନରୁତ୍ଥାନ ପାଇଁ ଗାନ୍ଧୀ...

ମାଡ଼ି ଆସୁଛି ବାତ୍ୟା ‘ଅସନି’…

ନୂଆଦିଲ୍ଲୀ,୧୭।୩ : ବଙ୍ଗୋପସାଗରରେ ବାତ୍ୟା ’ଅସନି’ ଆସନ୍ତା ସପ୍ତାହରେ ପହଞ୍ଚିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ଏକ ଲଘୁଚାପ  ଅଞ୍ଚଳ ଯୋଗୁ ଆସନ୍ତା ସପ୍ତାହ ଆରମ୍ଭରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri