ଜାତୀୟ

ସଡ଼କ ଦୁର୍ଘଟଣା ରୋକିବାକୁ ୭,୫୦୦ କୋଟିର ଯୋଜନା

ନୂଆଦିଲ୍ଲୀ,୧୭।୩ (ପି.ଟି.): ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ। ପ୍ରତିବର୍ଷ ୧.୫ ଲକ୍ଷ ଲୋକଙ୍କର ଦୁର୍ଘଟଣାରେ ଜୀବନ ଯାଉଛି। ସେଥିରୁ ୬୫ ପ୍ରତିଶତଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ। ଦୁର୍ଘଟଣା ରୋକିବା ଲାଗି କେନ୍ଦ୍ର ସରକାର...

ଗୋଲ୍ଡେନ୍‌ ବାବା ନିଖୋଜ

କାନପୁର, ୧୭।୩: କାନପୁରର ଗୋଲ୍ଡେନ୍‌ ବାବା ଭାବେ ଜଣାଶୁଣା ମନୋଜ ସେଙ୍ଗର ମଙ୍ଗଳବାର ନିଖୋଜ ହୋଇଯାଇଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଗୋଲ୍ଡେନ୍‌ ବାବାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ଆଧାରରେ...

କଂଗ୍ରେସରେ ବଢୁଛି ଫାଟ: ଜି-୨୩ରେ ଯୋଗଦେଲେ ଥରୁର

ନୂଆଦିଲ୍ଲୀ,୧୬।୩: ପାଞ୍ଚଟି ରାଜ୍ୟ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ମଧ୍ୟରେ ଫାଟ ବଢିବାରେ ଲାଗିଛି। ଅସନ୍ତୁଷ୍ଟ ଗୋଷ୍ଠୀ ବାରମ୍ବାର ଦଳ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତ। ବୁଧବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଘରେ...

ଲଦାଖରେ ଭୂକମ୍ପ

ଲେହ.୧୬।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବୁଧବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଛି। ସନ୍ଧ୍ୟା ୭.୦୫ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ...

୧୫୬ ଦେଶ ପାଇଁ ବୈଧ ଇ-ଭିଜା

ନୂଆଦିଲ୍ଲୀ,୧୬ା୩: ୧୫୬ ଦେଶର ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ବୈଧ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିଜା କରୋନା ମହାମାରୀ ହେତୁ ଦୁଇ ବର୍ଷ ପାଇଁ ସ୍ଥଗିତ ରହିଥିଲା। ତେବେ ଏହା ପୁଣି କାର୍ଯ୍ୟକାରୀ ହେବ। ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ,...

ନୂଆ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟଶାଳୀ ନମ୍ବର

ଅମୃତସର,୧୬।୩: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଭାଗୱନ୍ତ ମାନ ଶପଥ ନେଇଛନ୍ତି। ଶହୀଦ ଭଗତ ସିଂଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ...

ଦିଦି କହିଲେ, ଏବେ ଖେଳ ସରିନାହିଁ

କୋଲକତା,୧୬।୨: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବୁଧବାର ନିଜ ମତ ରଖିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜୟ ସତ୍ତ୍ୱେ ଭାରତୀୟ ଜନତା ପାର୍ଟି ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ସହଜ ହୋଇ ନ...

ଅଖିଳେଶଙ୍କ ଗାଡି ଆଗକୁ ଆସିଲା ଷଣ୍ଢ: ଭିଡିଓ ଶେୟାର କରି କହିଲେ…

ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ଷଣ୍ଢ ଭିଡିଓ ଟୁଇଟ୍‌ କରି ଯୋଗୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ଏକ ଷଣ୍ଢ ଭିଡିଓ ଟୁଇଟ୍‌ କରି ସେ ଲେଖିଛନ୍ତି, ଯାତ୍ରା ସମୟରେ...

କଶ୍ମୀର ଫାଇଲ ସହିତ ଜମ୍ମୁ-କଶ୍ମୀରରେ ନିର୍ବାଚନ ଯୋଜନା…

ନୂଆଦିଲ୍ଲୀ, ୧୬।୩ : ଦେଶରେ ” ଦ କାଶ୍ମୀର ଫାଇଲ୍ସ” ର ତୀବ୍ର ପ୍ରସଙ୍ଗ ମଧ୍ୟରେ ପରିସିମନ୍‌ ଆୟୋଗ ଜମ୍ମୁ-କଶ୍ମୀର ପାଇଁ ଲୋକ ସଭା ଏବଂ ବିଧାନ ସଭା ଆସନ ପାଇଁ ଏକ ପ୍ରସ୍ତାବ ଦେଇଛନ୍ତି। ଲୋକ ସଭା ଏବଂ...

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼, ୧୬।୩ : ଭାଗଓ୍ବନ୍ତ ମାନ୍‌ ହାସ୍ୟ ଅଭିନେତାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ଶେଷ କରିଛନ୍ତି। ବୁଧବାର ସେ ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେ ୨୦୧୧ ରେ...

ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ମାଗଣା ରାଶନ, ଯୋଗୀ ସରକାରଙ୍କ ଯୋଜନା…

ଲକ୍ଷ୍ନୌ, ୧୬।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟରେ ଆନନ୍ଦିତ ଭାଜପା ସରକାର ରାଜ୍ୟର ୧୫ କୋଟି ଗରିବ ଲୋକଙ୍କୁ ଖୁସି ଖବର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ମୁତାବକ, ନୂଆ ଭାଜପା ସରକାର ୨୦୨୪ ଲୋକ ସଭା ନିର୍ବାଚନ...

ସୋସିଆଲ ମିଡ଼ିଆ ଶାସକ ଦଳର ମେଣ୍ଟ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଛି, କହିଲେ ସୋନିଆ…

ନୂଆଦିଲ୍ଲୀ, ୧୬।୩ : ସୋସିଆଲ ମିଡିଆ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଥିବା ଅଭିଯୋଗ ଆଣିଛନ୍ତିି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ବୁଧବାର ଲୋକ ସଭାରେ ସରକାରଙ୍କୁ ଏନେଇ ସେ ଟାର୍ଗେଟ୍‌ କରିଛନ୍ତି। ସୋନିଆ କହିଛନ୍ତି ଯେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri