ଜାତୀୟ

ଓମିକ୍ରନ୍‌ର ଷ୍ଟିଲ୍‌ଥ ଭାରିଆଣ୍ଟ୍‌, ଭାରତ ଉପରେ କେତେ ବିପଦ ?…

ନୂଆଦିଲ୍ଲୀ, ୧୬।୩ : ତିନିବର୍ଷ ପରେ ମଧ୍ୟ କରୋନାର ଭୟ ମନରୁ ଯାଇନି। ଏବେ ପୁଣିଥରେ କରୋନା ଆତଙ୍କ ବଢ଼ିବାରେ ଆରମ୍ଭ ହୋଇଛି। ଓମିକ୍ରନ୍‌ର ନୂଆ ଭାରିଆଣ୍ଟ୍‌ ଷ୍ଟିଲ୍‌ଥ ଓମିକ୍ରନ୍‌ର ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ବିଏ.୨...

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭାଗଓ୍ବନ୍ତ ମାନ

ଚଣ୍ଡିଗଡ,୧୬।୩: ପଞ୍ଜାବର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଆମ ଆଦମୀ ଦଳର ନେତା ଭାଗଓ୍ବନ୍ତ ମାନ ବୁଧବାର ଶପଥ ନେଇଛନ୍ତି। ଶହୀଦ ଭଗତ ସିଂଙ୍କ ଜନ୍ମସ୍ଥାନ ଖଟକର କାଲାନରେ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ତାଙ୍କୁ ଶପଥ ଗ୍ରହଣ କରିଥିଲେ। ଏହି...

କାହିଁକି ଆଶିଷଙ୍କ ଜାମିନ ଖାରଜ ନହେବ, ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧୬।୩ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ବିରୋଧରେ ପୀଡ଼ିତ ଚାଷୀ ପରିବାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଏକ ଆବେଦନ କରାଯାଇଛି। ଏହାର ଶୁଣାଣି କରି ପ୍ରଧାନ...

ଗୋଟିଏ ପଦବୀ ଗୋଟିଏ ପେନସନ୍‌ ନୀତିକୁ ସମର୍ଥନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୬।୩ : ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ କ୍ଷେତ୍ରରେ ବର୍ତ୍ତମାନ ପ୍ରଚଳିତ ଗୋଟିଏ ପଦବୀ ଗୋଟିଏ ପେନସନ୍‌ (ୱାନ ର଼୍ୟାଙ୍କ ୱାନ ପେନସନ୍‌) ନୀତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଏହି ନୀତିରେ କୌଣସି ସାମ୍ବିଧାନିକ ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟ...

ଫିଲ୍ମକୁ ଦେଖିବା ପାଇଁ ଆସାମରେ ସରକାରୀ କର୍ମଚାରୀ ନେଇପାରିବେ ଅଧା ଦିନ ଛୁଟି

ଦିସପୁର,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି। ଏହି ଫିଲ୍ମକୁ...

ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ, ୧୬।୩: ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜୋତ ସିଂ ସିଦ୍ଧୁ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ପାଞ୍ଚ ରାଜ୍ୟର ଦଳର ମୁଖ୍ୟଙ୍କୁ ବରଖାସ୍ତ କରିବାର ଗୋଟିଏ ଦିନ ପରେ ଦଳର...

ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନ କରୁ, ଆମେରିକାର ବିବୃତି…

ଓ୍ବାଶିଂଟନ, ୧୬।୩ : ରୁଷିଆ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଦେବାକୁ କହିବା ପରେ ଅନ୍ତର୍ଜାତୀୟସ୍ତରରେ ଏବେ ସମସ୍ତଙ୍କର ଦୃଷ୍ଟି ଭାରତ ଉପରେ ରହିଛି। ଆମେରିକା କହିଛି ଯେ, ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନକରୁ।...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ତଳମୁହାଁ…

ନୂଆଦିଲ୍ଲୀ, ୧୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୨ ହଜାର ୮୭୬ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ

ଚଣ୍ଡିଗଡ, ୧୬।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ପରିମାଣରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭଗଓ୍ବନ୍ତ ମାନ। ସ୍ବାଧୀନତା ସଂଗ୍ରାମୀ ଭାଗତ ସିଂଙ୍କ ପୈତୃକ ଗ୍ରାମ ଖଟ୍‌କର କଲାନରେ ଶପଥ ଗ୍ରହଣ ଉତ୍ସବ...

କେନ୍ଦ୍ର ଲାଗି ଲୋକପାଳ ଦୁର୍ବଳ

ନୂଆଦିଲ୍ଲୀ,୧୬।୩: ଭାରତର ଦୁର୍ନୀତି ବିରୋଧୀ ଅମ୍ବୁଡ୍ସମ୍ୟାନ୍‌ ଲୋକପାଳ ୨୦୨୧ ଏପ୍ରିଲରୁ ୨୦୨୨ ଜାନୁୟାରୀ ୩୧ ମଧ୍ୟରେ ୪,୨୪୪ଟି ଅଭିଯୋଗ ପାଇଛନ୍ତି, ଯାହାକି ୨୦୨୦-୨୧ ତୁଳନାରେ ୮୦% ଅଧିକ। ଅଭିଯୋଗ ସଂଖ୍ୟା ବଢ଼ୁଥିଲେ ହେଁ କେନ୍ଦ୍ର ସରକାର ତ୍ୱରିତ ଫଇସଲା ଦିଗରେ...

ବ୍ୟାଙ୍କ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୬ା୩: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପୁଣିଥରେ ବିଭିନ୍ନ ବ୍ୟାଙ୍କ୍‌ ଉପରେ ମୋଟା ଅଙ୍କର ଜରିମାନା ଲଗାଇଛି। ବିଭିନ୍ନ ବ୍ୟାଙ୍କ୍‌ଗୁଡ଼ିକ ସଠିକ୍‌ ଭାବରେ ନିୟମର ଅନୁପାଳନ କରୁନଥିବାରୁ ଆର୍‌ବିଆଇ ସେମାନଙ୍କ ଉପରେ ଜରିମାନା ଲଗାଇଛି। ପୂର୍ବରୁ ଆର୍‌ବିଆଇ ପକ୍ଷରୁ ତିନୋଟି...

ନିୟନ୍ତ୍ରଣରେ ରହିବ ତୈଳ ଦର

ନୂଆଦିଲ୍ଲୀ,୧୬ା୩: ସାଧାରଣ ଲୋକଙ୍କ ହିତକୁ ନଜରରେ ରଖି ଇନ୍ଧନ ଦର ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ରାଷ୍ଟ୍ର ଅର୍ଥ ମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri