ଜାତୀୟ

କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ତୁରନ୍ତ କର

ନୂଆଦିଲ୍ଲୀ,୫।୨ କୋଭିଡ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ନୋଡାଲ ଅଫିସର ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ଶୀଘ୍ର କରାଇବାରେ ନୋଡାଲ...

ହେଲିକପ୍ଟର ଦାନ କଲେ

ଅହମଦାବାଦ,୫।୨: ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ହରିକୃଷ୍ଣ ହୀରା କମ୍ପାନୀର ମାଲିକ ସାବଜି ଢୋଲକିଆ ୫୦ କୋଟି ଟଙ୍କାର ଏକ ନୂଆ ହେଲିକପ୍ଟର ସାମାଜିକ କାର୍ଯ୍ୟ ପାଇଁ ସୁରଟବାସୀଙ୍କୁ ଦାନ କରିଛନ୍ତି। ଢୋଲକିଆଙ୍କୁ ମେଡିକାଲ ଓ ଅନ୍ୟାନ୍ୟ ଜରୁରୀ...

୨୧୬ ଫୁଟ ‘ଷ୍ଟାଚ୍ୟୁ ଅଫ ଇକ୍ୱେଲିଟି’କୁ ରାଷ୍ଟ୍ରକୁ ସମର୍ପିତ କରିବେ ମୋଦି

ହାଇଦ୍ରାବାଦ,୫ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ୱୃତିରେ ହାଇଦ୍ରାବାଦରେ “ଷ୍ଟାଚ୍ୟୁ ଅଫ୍ ଇକ୍ୱେଲିଟି”ର ଲୋକର୍ପଣ କରି ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହା ବ୍ୟତୀତ ମୋଦି ରାଜ୍ୟର ପାଟନଚେରୁରେ ଅନ୍ତରାଷ୍ଟ୍ରୀୟ ଫସଲ...

ନିର୍ବାଚନ ପରେ ଏମ୍‌ଏସ୍‌ପି କମିଟି: ତୋମାର

ନୂଆଦିଲ୍ଲୀ,୫।୨: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ କମିଟି ଗଠନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଏହି କମିଟି ହେବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ, ଡିସିଜିଆଇ ରୁଷିଆର ସ୍ପୁଟନିକ ଲାଇଟକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୫ ।୨: ଦେଶରେ ଏବେ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଏପଟେ ଏହାଠାରୁ ଦୂରେଇ ରହିବାର ଗୋଟିଏ ଉପାୟ ହେଉଛି ଟିକାକରଣ । ଦୁଇଟି ଯାକ ଟିକା ନେବା ଜରୁରୀ । ଏପଟେ ଦେଶକୁ ଆଉ ଏକ ଭ୍ୟାକ୍ସିନ...

ଅମ୍ବାନୀଙ୍କୁ କାଟିଲେ ଆଦାନୀ, ଜୁକରବର୍ଗ ପଡ଼ିଲେ ପଛରେ

ନୂଆଦିଲ୍ଲୀ,୪।୨: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ। ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ସେ। ଫୋର୍ବସ ରିୟଲ୍‌ ଟାଇମ୍‌ ବିଲେନିୟର୍ସ ରିପୋର୍ଟ ତାଲିକାରେ ଗୌତମ ଅଦାନୀ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନିତ ହୋଇଛନ୍ତି। ଏଥିରେ ମୁକେଶ...

ଦରକାର ନାହିଁ ଜେଡ ସୁରକ୍ଷା: ଅସଦୁଦ୍ଦିନ

ନୂଆଦିଲ୍ଲୀ,୪ ।୨: ଏଆଇଏମଆଇଏମ୍ ଅଧ୍ୟକ୍ଷ ଓ ଏମ୍‌ପି ଅସଦୁଦ୍ଦିନ ଓୱାଇଇସି ଉତ୍ତର ପ୍ରଦେଶର ହାପୁଡରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଶୁକ୍ରବାର ଲୋକ ସଭାରେ ବୟାନ ଦେଇଛନ୍ତି । ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି କି ଦେଶର ଏକ...

୪ ବର୍ଷରେ ୫୯ ଲକ୍ଷ ଟଙ୍କା ବଢିଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମ୍ପତ୍ତି, ନିଜ ନାଁରେ ନାହିଁ କୌଣସି ଗାଡି କି ଜମି

ଲକ୍ଷ୍ନୌ,୪ ।୨: ଗୋରଖପୁର ସହର ବିଧାନସଭା ଆସନରୁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥି ଭାବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଯୋଗୀ ଆଦିତ୍ୟନାଥ ତାଙ୍କର ଯେଉଁ ସମ୍ପତ୍ତି ତାଲିକା ଦେଇଛନ୍ତି...

ପଞ୍ଜାବ, ଉତ୍ତରାଖଣ୍ଡ ପରେ ଗୋଆରେ ଦେଲେ ମାଗଣା ପ୍ରତିଶ୍ରୁତି

ପାଣାଜୀ,୪।୨: ଆମ ଆଦମୀ ପାର୍ଟି (ଆପ୍‌) ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବରୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଭିନ୍ନ ମାଗଣା ଯୋଜନା ଘୋଷଣା କରିସାରିଛି। ଏପରି ସ୍ଥିତିରେ ଆମ୍‌ ଆଦବୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ...

‘ୟୁପିରେ ଭାଜପା ୨୦୧୨ ସ୍ଥିତିକୁ ଖସିବ’

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶରେ ଭାଜପାର ଅବସ୍ଥା ୨୦୧୨ ନିର୍ବାଚନ ଭଳି ହେବ। ସେଥର ଭାଜପାକୁ ମାତ୍ର ୪୭ ଆସନ ମିଳିଥିଲା। ସେହିଭଳି ଏଥର ମଧ୍ୟ ଭାଜପା ୫୦ ଆସନ ମଧ୍ୟରେ ସୀମିତ ରହିବ। କାରଣ ଏବେ ରାଜ୍ୟରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ...

ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ

ନୂଆଦିଲ୍ଲୀ,୪।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ, ଜିମ୍‌ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ ନୂଆ ଗାଇଡ୍‌ଲାଇନ ଅନୁଯାୟୀ ସ୍କୁଲ, କଲେଜ ଖୋଲିବ ବୋଲି ଦିଲ୍ଲୀ ସରକାର ପକ୍ଷରୁ...

କାରରେ ଏକା ଥିଲେ ମାସ୍କ ପିନ୍ଧିବା ଦରକାର ନାହିଁ

ନୂଆଦିଲ୍ଲୀ,୪।୨: ରାଜଧାନୀରେ ଏକା କାର ଚଳାଉଥିବା ଲୋକଙ୍କୁ ଆଉ ମାସ୍କ ପିନ୍ଧିବା ଦରକାର ନାହିଁ। ଏ ନେଇ ଜାତୀୟ ରାଜଧାନୀର ବିପର୍ଯ୍ୟୟ ନିୟନ୍ତ୍ରଣ ଅଧିକାରୀ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। “କାର ଚଳାଉଥିବା ବେଳେ ମାସ୍କ ପିନ୍ଧିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri