ଜାତୀୟ

ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ ଏନ୍‌ ଚନ୍ଦ୍ରଶେଖରନ୍‌

ନୂଆଦିଲ୍ଲୀ,୧୪।୩: ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରନ୍‌ ଅକ୍ଟୋବର ୨୦୧୬ରେ ଟାଟା ସନ୍ସ ବୋର୍ଡରେ ସାମିଲ ହୋଇଥିଲେ ଏବଂ...

ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ ହେଲେ ଅମିତ ଶାହ

ନୂଆଦିଲ୍ଲୀ,୧୪ ।୩: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଦଳ ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି । ଏହାସହ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ବି ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ...

ଏମ୍‌ଏଲ୍‌ସି ନିର୍ବାଚନକୁ ନେଇ ଭାଜପାର ବଡ଼ ଘୋଷଣା

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ଏବେ ବିଧାନ ପରିଷଦ(ଏମ୍‌ଏଲ୍‌ସି) ପାଇଁ ନିର୍ବାଚନୀ ବିଗୁଲ ବାଜିଛି। ବିଧାନ ପରିଷଦ ନିର୍ବାଚନ ପାଇଁ ଭାଜପାରେ ଏବେ ଟିକେଟକୁ ନେଇ ମନ୍ଥନ ଜାରି ରହିଛି। ଇତିମଧ୍ୟରେ ବିଧାନ ପରିଷଦକୁ ନେଇ ଭାଜପା ପକ୍ଷରୁ...

ଏମ୍‌ପି ପଦରୁ ଇସ୍ତଫା ଦେଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୪।୩: ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏମ୍‌ପି ଭଗଓ୍ବନ୍ତ ମାନ ସୋମବାର ଦିଲ୍ଲୀରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜେ କୁ ଯୋଗେ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ପହଞ୍ଚିଥିବା ପରେ ମାନ କହିଛନ୍ତି ଯେ,...

ଐତିହାସିକ ଦୁର୍ଗରେ ମହୁମାଛି ଆକ୍ରମଣ

ପୁଣେ,୧୪।୩: ପୁଣେର ଜୁନାର ତାଲୁକାରେ ଅବସ୍ଥିତ ଐତିହାସିକ ଶିବନେରୀ ଦୁର୍ଗରେ ମହୁମାଛି ଆକ୍ରମଣରେ ୨୦୦ରୁ ଊଦ୍ଦର୍‌ବ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ନିଃଶ୍ୱାସ ଦେଇ ନବଜାତକଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ଆଗ୍ରା,୧୪।୩: ଦୁନିଆରେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ଭାବରେ ବିବେଚନା କରାଯାଏ। ଡାକ୍ତରମାନେ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ଆଗ୍ରାରେ ଦେଖିବାକୁ ମିଳିଛି। ଜଣେ ଡାକ୍ତର ନିଜ ନିଃଶ୍ୱାସ ଦେଇ ନବଜାତ ଶିଶୁର...

୧୬ରୁ ୧୨-୧୪ ବର୍ଷ ପିଲାଙ୍କୁ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୧୪।୩: ମାର୍ଚ୍ଚ ୧୬ରୁ ୧୨ ରୁ ୧୪ ବର୍ଷ ପିଲାମାନଙ୍କ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହା ସହ ୬୦ ରୁ ଉର୍ଦ୍ଧ ବୟସ୍କଙ୍କୁ ପ୍ରକସନ ଡୋଜ ଦିଆଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର...

ସିଏପିଏଫ୍‌ ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କରାଯିବ ଅବଗତ,ସୁପ୍ରିମ୍‌କୋଟଙ୍କ ଅନୁମତି…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣେ ଅବସରପ୍ରାପ୍ତ ସିଏପିଏଫ୍‌ ସଦସ୍ୟ ପ୍ରତିନିଧି ଭାବେ...

ଗୃହରେ ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡା

ପାଟନା,୧୪।୩: ବିହାର ବିଧାନସଭାରେ ସୋମବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ବିଧାନସଭା ଭିତରେ ବିବାହର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବାଚସ୍ପତି ବିଜୟ ସିହ୍ନାଙ୍କ ମଧ୍ୟରେ ଝଗଡା ଲାଗିଥିଲା। କିଛି ଦିନ ପୂର୍ବେ ଲାଖିସରାଇର ସରସ୍ବତୀ ପୂଜା ସମୟରେ...

ସିଗାରେଟ ବଟ୍‌ ଯୋଗୁ ମାଟି-ପାଣି ହେଉଛି ପ୍ରଦୂଷିତ, ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଛି…

ନୂଆଦିଲ୍ଲୀ/ଜେନେଭା,୧୪।୩ : ଲୋକେ ସିଗାରେଟ ଟାଣିବା ପରେ ଏହାର ବଟ୍‌କୁ ଏଣେତେଣେ ପିଙ୍ଗି ଦେଉଛନ୍ତି। କିନ୍ତୁ ଏହା ଯୋଗୁ ମାଟି ଏବଂ ପାଣି ଉଭୟ ପ୍ରଦୂଷିତ ହେଉଛି। ଏହା ଯୋଗୁ ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଥିବା ନେଇ...

ଏମ୍‌ପି ପଦରୁ ଇସ୍ତଫା ଦେବେ ଭଗୱନ୍ତ

ନୂଆଦିଲ୍ଲୀ,୧୪।୩: ଏମ୍‌ପି ପଦରୁ ଇସ୍ତଫା ଦେବେ ଏଏପି ନେତା ଭଗୱନ୍ତ ମାନ। ପଞ୍ଜାବ ବିଧାନସଭା ନିର୍ବାଚନରେ ଏଏପି୍‌ର ବିପୁଳ ବିଜୟ ୧୬ ତାରିଖରେ ଭଗୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଏମ୍‌ପି ପଦରୁ ଇସ୍ତଫା ଦେବା...

କରୋନା ମୃତ୍ୟୁ କ୍ଷତିପୂରଣ ମିଥ୍ୟା ଦାବି ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୋମବାର ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ପ୍ରମାଣପତ୍ର ଦ୍ୱାରା ଅଯୋଗ୍ୟ ଲୋକେ ଅନୁକମ୍ପାମୂଳକ କ୍ଷତିପୂରଣ ନେଉଛନ୍ତି। ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri