ଜାତୀୟ

୫ ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧: ୫ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ସମୀକ୍ଷା ବୈଠକ ବସିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୫ ରାଜ୍ୟ କରୋନା ସ୍ଥିତି ଉପରେ ଆଲୋଚନା ହେବ ।...

କୋଭିଡ୍‌ ୱାର୍ଡରେ ଲାଗିଲା ନିଆଁ

ପଶ୍ଚିମବଙ୍ଗ,୨୯।୧: ପଶ୍ଚିମବଙ୍ଗର ବର୍ଡୱାନ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍‌ ୱାର୍ଡରେ ଶନିବାର  ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ରୋଗୀ ଜଣଙ୍କ ପୂର୍ବ ବର୍ଡୱାନ ଜିଲାର ବାସିନ୍ଦା ସନ୍ଧ୍ୟା ରୟ...

ଦେଶରେ ଗତ ୨୪ ଘଣ୍ଟାରେ ୨,୩୫,୫୩୨ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୯।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୩୫ ହଜାର ୫୩୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୮୭୧ଙ୍କ...

୨୦୧୭ରେ ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସ୍ପାଇୱେୟାର

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୧: ଭାରତ ସରକାର ୨୦୧୭ରେ ଇସ୍ରାଏଲଠାରୁ ଗୁପ୍ତଚର ସଫ୍ଟୱେର ପେଗାସସ କ୍ରୟ କରିଥିଲା । ଆମେରିକାର ଖବରକାଗଜ ଦ ନ୍ୟୁୟର୍କସ ଟାଇମନ୍ସର ରିପୋର୍ଟରେ ଏହା ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ମୋଦି ସରକାର ୫ବର୍ଷ ପୂର୍ବେ ଇସ୍ରାଏଲ...

ଫେବୃୟାରୀ ପ୍ରଥମ ସପ୍ତାହରେ ବର୍ଷା ସହ ତୁଷାରପାତ

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ଘନ କୁହୂଡି, ବର୍ଷା ଓ ଶୀତ ଲହରୀ ଜାରି ରହିଛି । ପାଣପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଭାରତୀୟ ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ଶୀତର ପ୍ରକୋପ ଜାରି...

ଏନ୍‌ଜିଟି ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୯।୧: ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଶୁକ୍ରବାର ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଏନ୍‌ଜିଟିର ନ୍ୟାୟିକ ସଦସ୍ୟ ବି. ଅମିତ ସ୍ଥାଲେକର ଏବଂ ବିଶେଷଜ୍ଞ ସଦସ୍ୟ ସାଇବାଲ...

ନିଜ ପରିବାରକୁ ଚିହ୍ନିବାକୁ ମନା କରିଦେଲେ ସିଦ୍ଧୁ!

ଚଣ୍ଡିଗଡ଼,୨୯ ।୧: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଏନ୍‌ଆର୍‌ଆଇ ଭଉଣୀ ସୁମନ ତୁର ସିଦ୍ଧୁଙ୍କ ପରିବାର ସଦସ୍ୟଙ୍କର ଏକ ଫଟୋ ଜାରି କରିଛନ୍ତି । ସୂଚନାଯୋଗ୍ୟ, ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ସୁମନ...

ଭାଜପା ସବୁଠୁ ଧନୀ ଦଳ

ନୂଆଦିଲ୍ଲୀ,୨୯ା୧: ଭାରତୀୟ ଜନତା ପାର୍ଟି (ଭାଜପା) ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ ଦଳ। ୨୦୧୯-୨୦ରେ ୭ ଜାତୀୟ ଦଳ ସମ୍ପତ୍ତିର ମୂଲ୍ୟ ୬,୯୮୮.୫୭ କୋଟି ଥିବାବେଳେ ସେଥିରୁ ଭାଜପାର ସମ୍ପତ୍ତି ହେଉଛି ୪,୮୪୭.୭୮ କୋଟି ଟଙ୍କା। ଅର୍ଥାତ୍‌ ଭାରତର...

ଗୋଆ ବିଧାନସଭା ନିର୍ବାଚନ ଲାଗି ଦାଖଲ ହୋଇଛି ୫୮୭ ପ୍ରାର୍ଥିପତ୍ର

ପଣଜି,୨୯ ।୧: ଗୋଆ ବିଧାନସଭା ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା । ୪୦ ବିଧାନସଭା ଆସନ ଲାଗି ଶୁକ୍ରବାର ଅପରାହ୍ନ ସୁଦ୍ଧା ମୋଟ ୫୮୭ ପ୍ରାର୍ଥିପତ୍ର ଦାଖଲ ହୋଇଛି ବୋଲି କହିଛନ୍ତି ଚିଫ୍ ଇଲକ୍ଟୋରାଲ...

ମାପଦଣ୍ଡ ଧାର୍ଯ୍ୟ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୧: ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିର କର୍ମଚାରୀମାନଙ୍କ ପଦୋନ୍ନତି ପାଇଁ ମାପଦଣ୍ଡ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ପଦୋନ୍ନତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପୂର୍ବରୁ ଉପରୋକ୍ତ ବର୍ଗଙ୍କୁ ସରକାରୀ ଚାକିରିରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳିଛି...

ମହାରାଷ୍ଟ୍ର ମହିଳା ପୋଲିସଙ୍କ ପାଇଁ ଖୁସି ଖବର

ମୁମ୍ବାଇ,୨୯ ।୧: ମହାରାଷ୍ଟ୍ରର ମହିଳା ପୋଲିସଙ୍କ ପାଇଁ ଖୁସି ଖବର । ସରକାର ଏବେ ସେମାନଙ୍କ ଡ୍ୟୁଟି ଟାଇମକୁ କମାଇ ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ସଞ୍ଜୟ ପାଣ୍ଡେଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶ ଅନୁଯାୟୀ, ସମ୍ପୂର୍ଣ୍ଣ ରାଜ୍ୟରେ...

ବୈଜ୍ଞାନିକଙ୍କ ଚେତାବନୀ: ମାନବଜାତି ପାଇଁ ଘାତକ ହୋଇପାରେ କରୋନାର ନୂଆ ଭାରିଆଣ୍ଟ ‘ନିଓକୋଭ୍‌’

ନୂଆଦିଲ୍ଲୀ,୨୮।୧: ମହାମାରୀ କରୋନାର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇଥିବା ବେଳେ ଏବେ ନୂଆ ବିପଦ ସାମ୍ନାକୁ ଆସିଛି। ଚାଇନାର ଉହାନ ସହରର ବୈଜ୍ଞାନିକ କରୋନାର ନୂଆ ରୂପ NeoCov(ନିଓକୋଭ୍‌) ଭାଇରସ୍‌କୁ ଚିହ୍ନଟ କରିଛନ୍ତି। ଏହା ବେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri