ଜାତୀୟ

ଭାଜପାର ସ୍କୋର୍‌ ୪-୧, ୟୁପି-ଉତ୍ତରାଖଣ୍ଡ-ମଣିପୁର-ଗୋଆରେ ବହୁମତ ମୁହାଁ…

ଲକ୍ଷ୍ନୌ/ଡେରାଡୁନ୍‌/ପଣଜୀ/ଇମ୍ଫାଲ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ୫ ରାଜ୍ୟ ମଧ୍ୟରେ ଭାଜପାର ସ୍କୋର ୪-୧ ରହିଛି। ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ ଭାଜପା ଆଗୁଆ ରହି ବହୁମତ ମୁହାଁ ହୋଇଛି।...

ଶେଷ ମୁହାଁ ତୃତୀୟ ଲହର…

ନୂଆଦିଲ୍ଲୀ, ୧୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର...

ପଛରେ ଚାଲିଛନ୍ତି ୩ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ନିକଟରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ଆସନରେ ପଛୁଆ ଚାଲିଥିବା ଜଣାପଡ଼ିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଦୁଇଟି ଆସନରେ ପଛୁଆ ଚାଲିଛନ୍ତି।...

ବିଜୟ ମୁହାଁ ଏଏପି …

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ବିଜୟ ମୁହାଁ ହୋଇଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନ ମଧ୍ୟରୁ ଏଏପି ୮୪ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୮ ଆସନରେ ଆଗୁଆ ରହିଛି।...

ଗୋଆରେ ଭାଜପା-କଂଗ୍ରେସ ମୁହାଁମୁହିଁ…

ପଣଜୀ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଗାଆରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପା ୧୫ ଆସନରେ ଆଗୁଆ...

ଉତ୍ତରାଖଣ୍ଡରେ ଭାଜପା-କଂଗ୍ରସ କଡ଼ା ମୁକାବିଲା…

ଡେରାଡୁନ୍‌,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଉତ୍ତରାଖଣ୍ଡରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି। ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ଭାଜପା ୩୪ ଆସନରେ ଆଗୁଆ...

ଉତ୍ତରପ୍ରଦେଶ ୧୦୦ ଟପିଲା ଭାଜପା…

ଲକ୍ଷ୍ନୌ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଉତ୍ତରପ୍ରଦେଶରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୧୨୦ ଆସନରେ ଭାଜପା ଆଗୁଆ ଥିବାବେଳେ ଏସ୍‌ପି ୮୨ରେ ଆଗୁଆ ରହିଛି। ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ...

ମଣିପୁରରେ କଂଗ୍ରେସ ଆଗୁଆ…

ଇମ୍ଫାଲ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମଣିପୁରରେ କଂଗ୍ରେସ ଆଗୁଆ ରହିଛି। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ କଂଗ୍ରେସ ୬ ଆସନରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ଦଳ...

ଗୋଆରେ ଭାଜପା ଆଗୁଆ, ପଛରେ କଂଗ୍ରେସ…

ପଣଜୀ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଗୋଆରେ ଶାସକ ଭାଜପା ଆଗୁଆ ରହିଛି। ଅପର ପକ୍ଷରେ କଂଗ୍ରେସ ପଛରେ ରହିଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପା...

ପଞ୍ଜାବରେ କଂଗ୍ରେସ-ଏଏପି ଟକ୍କର…

ଚଣ୍ଡିଗଡ଼,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପଞ୍ଜାବରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନ ମଧ୍ୟରୁ...

ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡରେ ଭାଜପା ଆଗୁଆ..

ଲକ୍ଷ୍ନୌ/ଡେରାଡୁନ୍‌,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୧୦୧ ଆସନରେ ଭାଜପା ଆଗୁଆ ଥିବାବେଳେ ଏସ୍‌ପି ୬୦ରେ ଆଗୁଆ ରହିଛି।...

ଭୋଟ ଗଣନା ପରେ ଉତ୍ତରପ୍ରଦେଶରେ ହିଂସା ଆଶଙ୍କା, ଆଇବି ପକ୍ଷରୁ ସତର୍କ ସୂଚନା…

ଲକ୍ଷ୍ନୌ,୧୦।୩ : ଆଇବି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପଠାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶରେ ଭୋଟ ଗଣନା ପରେ ୧୫ ରୁ ୧୭ ଟି ଜିଲାରେ ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଛି। ଆଇବି କହିଛି ଯେ ହାରୁଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri