ଜାତୀୟ

୩୦ ବର୍ଷ ପରେ ଲାଲ ଚୌକରେ ଉଡ଼ିଲା ତ୍ରୀରଙ୍ଗା

ଶ୍ରୀନଗର,୨୬।୧: ଲାଲ ଚୌକରେ ଥିବା ଐତିହାସିକ କ୍ଲକ୍‌ ଟାଓ୍ବାରରେ ୩୦ ବର୍ଷ ପରେ ବୁଧବାର ଉଡ଼ିଛି ତୀରଙ୍ଗା। ଭେଟେରାନ ଭାଜପା ନେତା ମୁରଲି ମନୋହର ଯୋଶି ପତକା ଉତ୍ତୋଳନ କରିଥିଲେ। ସାମାଜିକ କର୍ମୀ ସାଜିଦ ୟୁସୁଫ ଶାହା ଓ ସାହିଲ...

ଡ୍ୟାନ୍ସରଙ୍କ ଉପରେ ଖସି ପଡ଼ିଲା ଡ୍ରୋନ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ଜବଲପୁରରେ ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଇଭେଣ୍ଟରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବା ଡ୍ୟାନ୍ସରଙ୍କ ଉପରେ ଡ୍ରୋନ ଖସି ପଡ଼ିଛି। ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାର ଭିଡିଓରେ...

ଦୁଇ ଥର ପତକା ଉତ୍ତୋଳନ କଲେ ମନ୍ତ୍ରୀ

ଥିରୁବାନନ୍ଥପୁରମ,୨୬।୧: ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଲଜ୍ଜିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। କେରଳର କାସାରାଗଡ୍‌ ଜିଲା କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବନ୍ଦର ମନ୍ତ୍ରୀ ଅହାମଦ ଦେଭରକୋଇଲ ଓଲ୍‌ଟା ପତକା ଉତ୍ତୋଳନ କରିଛନ୍ତି। ପତକା ଉତ୍ତୋଳନ...

ଅମୃତସର ପୂର୍ବରୁ ହେଭି ଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୨୬।୧: ପଞ୍ଜାବ ବିଧାନସଭା ନିର୍ବାଚନରେ ଅମୃତସର (ପୂର୍ବ) ଆସନରେ ହେବ ସବୁଠୁ ବଡ଼ ମୁକାବିଲା। ଏହି ଆସନରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରାଜ୍ୟର ଦୁଇ ହେଭିଓ୍ବେଟ ନେତା। ଗୋଟିଏ ପଟେ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଥିବା ବେଳେ...

ଗୁଗ୍‌ଲ ସିଇଓଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୬ା୧: କପିରାଇଟ୍‌ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରିଛି। ମୁମ୍ବାଇ ପୋଲିସ କହିଛି ଯେ, କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଗୁଗ୍‌ଲ...

ଗର୍ଭବତୀ ମହିଳା, ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ସୁବିଧା

ଲକ୍ଷ୍ନୌ,୨୬।୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ସୁବିଧା ମିଳିବ। ପୂର୍ବରୁ ସରକାର ଅଫିସଗୁଡ଼ିକରେ ଭିଡ କମ୍‌ କରିବାକୁ...

ଅବସର ନେଲା ବିରାଟ, ସେବା ଲାଗି ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ, ୨୬।୧: ରାଷ୍ଟ୍ରପତିଙ୍କ ସୁରକ୍ଷା ଦଳରେ ସାମିଲ ଥିବା ଏକ ଘୋଡ଼ା ବିରାଟ ବୁଧବାର ଅବସର ନେଇଛି। ଗଣତନ୍ତ୍ର ଦିବସ ପରେଡ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରାଟ ନିକଟକୁ ଯାଇ ସେବା ଲାଗି ତାର ପ୍ରଶଂସା କରିଥିଲେ। ସେ...

ଆଇଏଏଫ୍‌ ମେଢ଼ରେ ସ୍ଥାନ ପାଇଲେ ଦେଶର ପ୍ରଥମ ମହିଳା ରାଫେଲ ପାଇଲଟ୍‌

ନୂଆଦିଲ୍ଲୀ,୨୬।୧: ୭୩ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ ଭାରତୀୟ ବାୟୁ ସେନା (ଆଇଏଏଫ୍‌) ମେଢ଼ରେ ସ୍ଥାନ ପାଇଥିଲେ ଦେଶର ପ୍ରଥମ ମହିଳା ରାଫେଲ ଫାଇଟର ଜେଟ ପାଇଲଟ୍‌ ଶିଭାଙ୍ଗି ସିଂ। ଭାରତୀୟ ବାୟୁ ସେନା ମେଢ଼ରେ ସ୍ଥାନ ପାଇବାରେ ସେ ହେଉଛନ୍ତି...

ସାଧାରଣତନ୍ତ୍ର ଦିବସରେ ବିହାରରେ ଟ୍ରେନ ଜାଳିଦେଲେ ଛାତ୍ରୀଛାତ୍ର

ପାଟଣା,୨୬।୧: ଦେଶରେ ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବିହାରରେ ଏକ ଯାତ୍ରୀବାହି ଟ୍ରେନକୁ ଜାଳି ଦେଇଛନ୍ତି ରେଲଓ୍ବେ ଚାକିରି ପରୀକ୍ଷା ବିରୋଧରେ ବିକ୍ଷୋଭ କରୁଥିବା ଛାତ୍ରୀଛାତ୍ର। କେବଳ ଏତିକି ନୁହେଁ, ଅନ୍ୟ ଏକ ଯାତ୍ରୀବାହି ଟ୍ରେନକୁ...

ପାଦରେ ଚାଲି ଚାଲି ଲୋକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୨୬।୧ : ଦେଶର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବୁଧବାର ରାଜଧାନୀ ଦିଲ୍ଲୀର ରାଜପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ଲୋକଙ୍କୁ ଭେଟିଛନ୍ତି। ୨୦୧୫ଠାରୁ ଗତ ୭ ବର୍ଷ ଧରି ପ୍ରଧାନମନ୍ତ୍ରୀ ଏହି ପରମ୍ପରା ପାଳନ କରୁଛନ୍ତି।...

ବିଏସ୍‌ଏଫ୍‌ ପକ୍ଷରୁ ରାଜପଥରେ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା…

ନୂଆଦିଲ୍ଲୀ, ୨୬।୧ : ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ବିଏସ୍‌ଏଫ୍‌ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା ଦିଆଯାଇଛି। ବିଏସ୍‌ଏଫ୍‌ର ଡେୟାର ଡେଭିଲ୍‌ ଟିମ୍‌ ପକ୍ଷରୁ ହୋଇଥିବା ମୋଟରସାଇକେଲରେ...

ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ରାୟପୁର,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଛତିଶଗଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି, ଏଣକି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ସପ୍ତାହରେ ମାତ୍ର ପାଞ୍ଚ ଦିନ କାମ କରିବାକୁ ପଡିବ। ଏହା ବ୍ୟତୀତ ମହିଳା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri