ଜାତୀୟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଏଥର ବି ପ୍ରସ୍ତୁତ ୧୦୬ ବର୍ଷିୟ କହ୍ନେୟା ଲାଲ

ଲକ୍ଷ୍ନୌ,୨୪ ।୧: ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ୨୦୨୨ ବିଧାନସଭା ନିର୍ବାଚନ ଲାଗି ୧୦୬ ବର୍ଷିୟ ମତଦାତା ୩୬ଥର ଲାଗି ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । ନର୍ଥ ଇଷ୍ଟ ରେଲୱେ ମଜଦୁର ୟୁନିୟନ(ଏନ୍‌ଇଆର୍‌ଏମ୍‌ୟୁ)ର ମହାସଚିବ କହ୍ନେୟା ଲାଲ...

୩୧ ଜାନୁୟାରୀ ପର୍ଯ୍ୟନ୍ତ ସବୁ ସ୍କୁଲ୍‌ ବନ୍ଦ, ସରକାରଙ୍କ ଘୋଷଣା…

ଡେରାଡୁନ୍‌, ୨୪।୧ : ଉତ୍ତରାଖଣ୍ଡରେ ସମସ୍ତ ସ୍କୁଲ୍‌ କଲେଜକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବନ୍ଦ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। କରୋନା...

ଘନ କୁହୁଡ଼ି ଯୋଗୁ ୪୮୧ ଟ୍ରେନ୍‌ ବାତିଲ…

ନୂଆଦିଲ୍ଲୀ, ୨୪।୧ : ସାରା ଦେଶରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ଯୋଗୁ ରେଲଓ୍ବେର ସମସ୍ୟା ବୃଦ୍ଧି ପାଇଛି। ଘନ କୁହୁଡ଼ି ଯୋଗୁ ୪୮୧ ଟ୍ରେନକୁ ବାତିଲ କରାଯାଇଛି। ଏହା ସହିତ ବହୁ ସ୍ଥାନରେ ଟ୍ରାକର ମରାମତି କାର୍ଯ୍ୟ...

ଓମିକ୍ରନ୍‌ ଏବେ ଛୋଟ ସହର-ଗାଁ ମୁହାଁ…

ନୂଆଦିଲ୍ଲୀ, ୨୪।୧ : ଭାରତରେ କରୋନା ମହାମାରୀର ତୃତୀୟ ଲହର ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କେରଳର କୋଚି, ଆଇଏମଏରେ କରୋନା ଟାସ୍କ ଫୋର୍ସର ଉପଦେଷ୍ଟା ଡ. ରାଜୀବ ଜୟଦେବନ କହିଛନ୍ତି ଯେ ଏବେ ଓମିକ୍ରନ୍‌ ସଂକ୍ରମଣ ଛୋଟ ସହର...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ …

ନୂଆଦିଲ୍ଲୀ, ୨୪।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬ ହଜାର ୬୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି...

ଆମେରିକା ସେନା ଛାଡି ଯାଇଥିବା ଅସ୍ତ୍ରଶସ୍ତ୍ରକୁ ବିକ୍ରି କରୁଛି ତାଲିବାନ

ଶ୍ରୀନଗର,୨୪ ।୧: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ସେଠାରେ ଥିବା ଆମେରିକା ସେନାଙ୍କର ହୋଇଥିଲା ଘର ବାହୁଡା । ହେଲେ ଆମେରିକା ସେନା ଆଫଗାନିସ୍ତାନରେ କିଛି ଅସ୍ତ୍ରଶସ୍ତ୍ର ଛାଡି ଆସିଥିଲେ । ଏବେ ଏହାକୁ ତାଲିବାନ ବିକ୍ରି...

୬୨ ପ୍ରତିଶତ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ…

ମୁମ୍ବାଇ, ୨୪।୧ : ସୋମବାରଠାରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏବେ ବିଦ୍ୟାଳୟରେ ଅଫଲାଇନ ଶିକ୍ଷା ଆରମ୍ଭ ହେବ। କୋଭିଡ ନିୟମ ଅନୁସରଣ କରି ବିଦ୍ୟାଳୟରେ ଶିକ୍ଷାଦାନ...

ଛିଣ୍ଡୁନି ଭାଗବଣ୍ଟା, ୨୦୮ ଆସନ ନେଇ ସସ୍‌ପେନ୍ସ୍‌ ଜାରି…

ଲକ୍ଷ୍ନୌ, ୨୪।୧ : ଉତ୍ତରପ୍ରଦେଶ ପାଇଁ ଭାଜପା ଏବଂ ସହଯୋଗୀଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଣ୍ଡୁନି। ବୈଠକ ପରେ ବୈଠକ ଶେଷ ହେଲେ ବି ରାଜ୍ୟର ୨୦୮ ବିଧାନସଭା ଆସନ ନେଇ ସସ୍‌ପେନ୍ସ୍‌ ଜାରି ରହିଛି। ଏଥିପାଇଁ ନିର୍ବାଚନ ପାଖେଇ...

‘ସୁଭାଷ ବୋଷଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟୁ’

ନୂଆଦିଲ୍ଲୀ,୨୪।୧ (ପି.ଟି.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ଏବେ ଲୋକପ୍ରିୟ ଲୋକକଥାର ଅଂଶବିଶେଷ ହୋଇଗଲାଣି। ନେତାଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟାଯିବା ତାଙ୍କ ପରିବାର ଓ ତାଙ୍କ ଜୀବନୀ ଉପରେ ଗବେଷଣା ଚଳାଇଥିବା ଲୋକେ...

ଯୋଗୀଙ୍କ ଧ୍ରୁବୀକରଣ ରାଜନୀତି

ଲକ୍ଷ୍ନୌ,୨୪ା୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଗାଜିଆବାଦରେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଜିଆବାଦରେ ହଜ୍‌...

କେନ୍ଦ୍ର ପ୍ରସ୍ତାବକୁ ବିରୋଧ ବଢୁଛି

ନୂଆଦିଲ୍ଲୀ,୨୪ା୧(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣିବାକୁ ଯାଉଛନ୍ତି। ତାହା ହେଲା ଉକ୍ତ ରୁଲ୍ସର ରୁଲ୍‌ ୬ରେ ଏକ ନୂଆ ନିୟମ ଯୋଡ଼ାଯିବ। ପ୍ରସ୍ତାବିତ ସଂଶୋଧନ ବଳରେ ରାଜ୍ୟ ସରକାରମାନଙ୍କ ସଂରକ୍ଷଣକୁ...

ମାଲିରେ ଫସିଛନ୍ତି ଝାଡ଼ଖଣ୍ଡର ୩୩ ଶ୍ରମିକ

ରାଞ୍ଚତ୍,୨୪ା୧: ଆଫ୍ରିକୀୟ ଦେଶ ମାଲିରେ ବିଦ୍ୟୁତ୍‌ ଲାଇନ ବିଛାଯିବା କାମରେ ନିୟୋଜିତ ଝାଡଖଣ୍ଡର ୩୩ ଶ୍ରମିକ ଫସିଛନ୍ତି। ସେମାନେ ଭାରତ ଫେରିବା ପାଇଁ କେନ୍ଦ୍ର ସରକାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହାୟତା ଲୋଡ଼ିଛନ୍ତି। କର୍ମଚାରୀଙ୍କ ସହ ସମ୍ପାଦିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri